ଜାତୀୟ

୫ ଭାରତୀୟଙ୍କୁ ଗ୍ରାମୀ ଆଓ୍ବାର୍ଡ

ନୂଆଦିଲ୍ଲୀ,୫।୨: ଲସ୍‌ ଆଞ୍ଜେଲସ୍‌ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍‌, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।...

‘ଏଥର ୪୦୦ ଅତିକ୍ରମ କରିବ’, ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା ୩୭୦ଟି ଆସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ମିଳିବ। କଂଗ୍ରେସ ଉପରେ କଟାକ୍ଷ କରି ସେ କହିଛନ୍ତି, ବିରୋଧୀ...

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଘୋଷଣା: ବସ୍‌ରେ ମାଗଣାରେ ଯାତ୍ରା କରିବେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍‌ରେ ଯାତ୍ରା ମାଗଣା ହେବ। ଖୁବ୍‌ଶୀଘ୍ର ଏହାକୁ କ୍ୟାବିନେଟ ପାରିତ କରି କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି...

ଆସନ୍ତା ଲୋକ ସଭାରେ ଦର୍ଶକ ଗ୍ୟାଲେରିରେ ନଜର ଆସିବେ ବିରୋଧୀ

ନୂଆଦିଲ୍ଲୀ,୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ କହିଛନ୍ତି, ଗଣତନ୍ତ୍ରର ସମ୍ମାନ ବୃଦ୍ଧି ପାଇଛି ଏବଂ ନୂତନ ପାର୍ଲାମେଣ୍ଟରେ ନୂତନ ପରମ୍ପରା ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ପାର୍ଲାମେଣ୍ଟର...

ପେଟିଏମ ଓ୍ବାଲେଟ ଉପରେ ଅମ୍ବାନୀଙ୍କ ନଜର! କିଣିପାରନ୍ତି କମ୍ପାନୀ

ନୂଆଦିଲ୍ଲୀ,୫।୨:ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି । ୩ୟ କାରବାର ଦିନରେ କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏବେ...

ଜିଲା ଜେଲରେ ୬୩ କଏଦୀ ଏଚଆଇଭି ପଜିଟିଭ: ଅଧିକାରୀଙ୍କ ବଢ଼ିଲା ଚିନ୍ତା…

ଲକ୍ଷ୍ନୌ,୫।୨ : ଡିସେମ୍ବର ୨୦୨୩ ରେ ହୋଇଥିବା ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଲକ୍ଷ୍ନୌ ଜିଲା ଜେଲରେ ଅତି କମରେ ୩୬ ଜଣ କଏଦୀଙ୍କୁ ଏଚଆଇଭି ହୋଇଥିବା ଜେଲ ପ୍ରଶାସନ କହିଥିଲେ। ଜେଲରେ ଥିବା ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ବର୍ତ୍ତମାନ...

କୋଇଲା ଶ୍ରମିକଙ୍କ ଗାଡ଼ି ଟାଣିଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଞ୍ଚି,୫।୨ : କୋଇଲା ଶ୍ରମିକଙ୍କ ଭାର ବାଣ୍ଟିବାକୁ ଏକ ପ୍ରୟାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଝାଡଖଣ୍ଡର ରାମଗଡ ଜିଲାରେ ୨୦୦ କିଲୋଗ୍ରାମ କୋଇଲା ବୋଝେଇ ଯୁବ ଶ୍ରମିକଙ୍କ ସାଇକେଲକୁ ଟାଣିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସେ...

ଖାଦ୍ୟପ୍ରେମୀଙ୍କ ପାଇଁ ଦୁଖଦ ଖବର, ଦେଶରେ କୋବି ମଞ୍ଚୁରିଆନ ଡିସ୍‌ ବ୍ୟାନ୍‌

ଗୋଆ,୫।୨: କୋବି ମଞ୍ଚୁରିଆନକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଯାଇଛି। କାରଣ ଦେଶରେ ଏକ ସହରରେ ଏହି ଡିସ୍‌କୁ ବ୍ୟାନ କରାଯାଇଛି। କୋବି ମଞ୍ଚୁରିଆନ ଏକ ଫ୍ୟୁଜନ ଡିସ୍‌ ଅଟେ। ଯାହାକୁ ସାଧାରଣତଃ ଟମାଟୋ ସସ୍‌ ସହ ପରଷା ଯାଇଥାଏ।...

କେଜରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ ଝଟକା ଲାଗିଛି। ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ପୁନଃ ଟୁଇଟ କରିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ...

‘କର୍ମୀ କର୍ମଠ ତଥା କର୍ମବୀର…’ ଖାର୍ଗେଙ୍କ ଡଗ୍‌ ଷ୍ଟେଟମେଣ୍ଟକୁ ନେଇ ରାଗିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୫।୨: ବର୍ତ୍ତମାନ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦଳର କର୍ମୀଙ୍କୁ ‘କୁକୁର’ ସହିତ ତୁଳନା କରିଥିବାରୁ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ମଲ୍ଲିକାର୍ଜୁନ ଖାର୍ଗେଙ୍କ କୁକୁର ବୟାନକୁ ସମାଲୋଚନା କରିଛନ୍ତି। ପ୍ରମୋଦ କୃଷ୍ଣା ସୋସିଆଲ ମିଡିଆ...

ଲୋକ ସଭା ନିର୍ବାଚନ ପୂର୍ବରୁ ଗାଇଡ୍‌ଲାଇନ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୫।୨: ଲୋକ ସଭା ନିର୍ବାଚନ ପୂର୍ବରୁ ସୋମବାର ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ପୋଷ୍ଟର ଏବଂ ପାମ୍ପଲେଟ ସମେତ ପ୍ରଚାରରେ କୌଣସି ସାମଗ୍ରୀରେ ପିଲାଙ୍କୁ କୌଣସି ରୂପରେ ବ୍ୟବହାର ନକରିବାକୁ କହିଛନ୍ତି। ରାଜନୈତିକ ଦଳକୁ ପଠାଯାଇଥିବା ଏହାର ପରାମର୍ଶରେ ନିର୍ବାଚନ...

ବଜେଟରେ ସାଧୁଙ୍କ ଉପରେ ଟଙ୍କା ବର୍ଷା ! ଶ୍ରମିକଙ୍କ ପିଲାଙ୍କ ପାଇଁ ୧୨୬୭ କୋଟିରେ ନିର୍ମାଣ ହେବ ସ୍କୁଲ…

ଲକ୍ଷ୍ନୌ,୫।୨ : ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଉତ୍ତରପ୍ରଦେଶର ଧାର୍ମିକ ସହର, ବିଶେଷକରି ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜ ଏବଂ ଧାର୍ମିକ ସହର ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri