ଜାତୀୟ

ଭୋକରେ ହିତାହିତ ଜ୍ଞାନ ଭୁଲିଗଲେ ଯୁବକ, ଖାଇଲେ ବିଲେଇର କଞ୍ଚା ମାଂସ

କଟ୍ଟିପୁରମ,୫।୨: ଭୋକରେ ମଣିଷ ନିଜ ବିବେକ ହରାଇ ବସେ। କେତେବେଳେ କଣ କରୁଛି ସେ ନିଜେ ବି ଜାଣିପାରେନି। ଏହିପରି ଅନେକ ଉଦାହରଣ ଆମେ ସମାଜରେ ଦେଖି ଆସିଛୁ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ...

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କ ବଡ ବୟାନ, ‘ଜ୍ଞାନବାପି-କୃଷ୍ଣ ଜନ୍ମଭୂମି ଶାନ୍ତିରେ ଆମକୁ ମିଳିଗଲେ…

ଅଯୋଧ୍ୟା,୫।୨: ବାରଣାସୀର ଜ୍ଞାନବାପି ମସଜିଦ ପରିସରରେ ଥିବା ବ୍ୟାସ ତେଖାନାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ତେବେ ଏହାରି ଭିତରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜଙ୍କ ଏମ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି,...

ଆର୍ଥିକ ଦୂର୍ବଳ ଶ୍ରେଣୀ ରାଜ୍ୟରେ କେରଳ, ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ,୫।୨: କେରଳ ଦେଶର ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। ସୁପ୍ରିମକୋର୍ଟରେ କେରଳ ରାଜ୍ୟ ଯାଚିକାର ଜବାବ ରଖିବାବେଳେ କେନ୍ଦ୍ର ସରକାର କହିଛନ୍ତି, କେରଳ ଆର୍ଥିକ ରୂପରେ ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ। କେରଳ ସରକାର କୋର୍ଟରେ ଯାଚିକା ଦାଖଲବେଳେ କେନ୍ଦ୍ର...

ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ହ୍ବିପ୍‌ ଜାରି କଲେ ଜେଏମ୍‌ଏମ୍‌-କଂଗ୍ରେସ

ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ହ୍ବିପ୍‌ ଜାରି କରିଛନ୍ତି ଜେଏମ୍‌ଏମ୍‌-କଂଗ୍ରେସ। ଉଭୟ ଦଳର ସମସ୍ତ ବିଧାୟକ ସୋମବାର ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କ...

ଭାରତ ଆମର ସର୍ବୋତ୍ତମ ବନ୍ଧୁ: ୭୧ ପ୍ରତିଶତ ଇସ୍ରାଏଲ ନାଗରିକଙ୍କ ମତ…

ଜେରୁଜେଲମ,୫।୨ : ସମ୍ପ୍ରତି ବିଶ୍ୱ ପରିସଂଖ୍ୟାନ ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇସ୍ରାଏଲ ନାଗରିକମାନେ ଭାରତକୁ ସର୍ବୋତ୍ତମ ବନ୍ଧୁ ବୋଲି ବିବେଚନା କରୁଛନ୍ତି। ଏକ୍ସରେ ପୋଷ୍ଟ କରି ସେମାନେ ଲେଖିଛନ୍ତି ଆମେ ଆମର ଭାରତୀୟ ବନ୍ଧୁମାନଙ୍କୁ ବହୁତ ଭଲ...

‘ମୁଁ ମୋର ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବି ନାହିଁ’, କଂଗ୍ରେସ କାହିଁକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେଲାନାହିଁ କହିଲେ ଥରୁର

ନୂଆଦିଲ୍ଲୀ,୫।୨: କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ...

ଗ୍ରାମୀ ପୁରସ୍କାର ୨୦୨୪: ଶଙ୍କର ମହାଦେବନଙ୍କ ‘ଶକ୍ତି’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଜିତିଲା ପୁରସ୍କାର

ନୂଆଦିଲ୍ଲୀ,୫।୨: ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛି। ଭାରତ ପାଇଁ ଚଳିତ ବର୍ଷ ଗ୍ରମିସରେ ଏହା ବଡ଼ ପୁରସ୍କାର। ଏହି ଟିମରେ ଗୀଟାର ବାଦକ...

ନିର୍ବାଚନରେ ଜବତ ଅର୍ଥ ପରିମାଣ ବଢୁଛି: ସିବିଡିଟି

ନୂଆଦିଲ୍ଲୀ,୫।୨: ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନ ତୁଳନାରେ ଜବତ ଅର୍ଥ ପରିମାଣ ବଢ଼ିଚାଲିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି। ଆୟକର ବିଭାଗ ଏଭଳି ୩ଟି ମାମଲାର ତଦନ୍ତ ଚଳାଇଛି, ଯେଉଁଥିରେ ବିପୁଳ...

ଆଜି ଆସ୍ଥା ଲୋଡ଼ିବେ ଚମ୍ପାଇ

ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସରକାର ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ୩ ଦିନ ହେଲା ହାଇଦ୍ରାବାଦରେ ରହିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ରାଞ୍ଚି ଫେରୁଛନ୍ତି।...

ସର୍ବସାଧାରଣ ସମ୍ପତ୍ତି କ୍ଷତି ଆନ୍ଦୋଳନକାରୀଙ୍କଠାରୁ ଭରଣା ହେବ, ଆଇନ କମିଶନଙ୍କ ସୁପାରିସ

ନୂଆଦିଲ୍ଲୀ,୫।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର...

ଲଦାଖ ମାଗିଲା ରାଜ୍ୟ ମାନ୍ୟତା: ୪ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୫।୨: ରାଜ୍ୟ ମାନ୍ୟତା ସମେତ ୪ ଦାବି ନେଇ ଲଦାଖରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ଅନ୍ୟ ଦାବି ମଧ୍ୟରେ ରହିଛି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଲଦାଖକୁ ସାମିଲ କରାଯାଇ ଏହାକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା, ସ୍ଥାନୀୟ ଯୁବତୀଯୁବକଙ୍କ...

ମଣିଷ ନୁହେଁ…ପ୍ରଥମେ ଏହି ମହିଳା ରୋବର୍ଟକୁ ମହାକାଶକୁ ପଠାଇବ ଇସ୍ରୋ!

ନୂଆଦିଲ୍ଲୀ,୪।୨: ଭାରତୀୟ ମହିଳା ରୋବଟ ମହାକାଶଚାରୀ-ଭୋମିମିତ୍ରା (Vyommitra) ମହାକାଶରେ ଉଡ଼ିବାକୁ ପ୍ରସ୍ତୁତ! ଇସ୍ରୋର ଉଚ୍ଚାଭିଳାଷୀ ‘ଗଗନୟାନ’ ମିଶନ ପୂର୍ବରୁ ଭୋମିମିତ୍ରାର ଏହି ମହାକାଶ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଆଜି ଅର୍ଥାତ୍‌ ରବିବାର କେନ୍ଦ୍ର ମନ୍ତ୍ରୀ (ସ୍ବତନ୍ତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri