ଜାତୀୟ

ସନାତନ ଧର୍ମକୁ ‘ଡେଙ୍ଗୁ-ମ୍ୟାଲେରିଆ’ କହିଥିବା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଲା, ସମନ ଜାରି କଲେ କୋର୍ଟ

ବେଙ୍ଗାଲୁରୁ, ୩।୨: ଗତବର୍ଷ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ଅଡ଼ୁଆ ବଢ଼ିଛି। ବେଙ୍ଗାଲୁରୁ କୋର୍ଟ ଉଦୟାନିଧିଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାର୍ଚ୍ଚ ୪ରେ ତାଙ୍କୁ କୋର୍ଟରେ...

ଥଣ୍ଡା,ଜ୍ୱର, ସୁଗାର ସମେତ ୩୯ ଔଷଧ ହେଲା ଶସ୍ତା

ନୂଆଦିଲ୍ଲୀ,୩।୨: ସାଧାରଣ ଲୋକମାନେ କୌଣସି ରୋଗର ମୁକାବିଲା କରିବା ସମୟରେ ଚିନ୍ତାରେ ପଡିଯାଆନ୍ତି। କରୋନା ମହାମାରୀ ପରେ ଦେଶରେ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଏହି ଦିଗରେ...

ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ

ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍‌ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ...

ବ୍ରେକଫାଷ୍ଟ ନ ଦେବାରୁ ରଡରେ ପିଟିପଟି ମାଆକୁ ମାରିଦେଲା ପୁଅ

ବେଙ୍ଗାଲୁରୁ,୩।୨: କର୍ନାଟକର ବେଙ୍ଗାଲୁରୁରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ବ୍ରେକଫାଷ୍ଟ ବା ସକାଳ ଭୋଜନ ମାଆ ପ୍ରସ୍ତୁତ ନ କରି ଦେବାରୁ ନାବାଳକ ପୁଅ ନିଜ ମାଆଙ୍କୁ ହତ୍ୟା କରିଛି। ପରେ ପୁଅ ପୋଲିସ ଷ୍ଟେଶନ ଯାଇ ନିଜ...

ବିହାର ରାଜନୀତି: ଜିତନ ରାମ ମାନ୍‌ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ

ପାଟନା,୩।୨: ବିହାରରେ ଏନଡିଏ ସରକାର ଗଠନ ହୋଇଛି। ହେଲେ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ‘ହମ’ ସଂଯୋଜକ ଜିତନ ରାମ ମାନ୍‌ଝୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜିତନ ରାମ ମାନ୍‌ଝୀ ‘ହମ’ ପାଇଁ ଦୁଇଟି...

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ ଶନିବାର ପହଞ୍ଚିଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍‌ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୋଲିସ ରାତିରେ...

ଝାଡଖଣ୍ଡରେ ଭାରତ ଯୋଡୋ ନ୍ୟାୟ ଯାତ୍ରା: ଭାଜପା ଉପରେ ବର୍ଷିଲେ ରାହୁଲ, କହିଲେ ଘୃଣା ବିସ୍ତାର କରୁଛି ଭାଜପା

ରାଞ୍ଚି,୩।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଝାଡଖଣ୍ଡରେ ପହଞ୍ଚିଛି। ଏହି ସମୟରେ ରାହୁଲ କହିଛନ୍ତି, ଦେଶରେ ଘୃଣା ବ୍ୟାପିବା ପାଇଁ ଭାଜପା କାର୍ଯ୍ୟ କରୁଛି ଏବଂ ଆମେ ଲୋକଙ୍କୁ ଏକଜୁଟ କରିବା ପାଇଁ କାର୍ଯ୍ୟ...

ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ

ମୁମ୍ବାଇ,୩।୨: ମହାରାଷ୍ଟ୍ରର ଥାଣେ ଜିଲାର ଉହ୍ଲାସନଗର ପୋଲିସ ଷ୍ଟେଶନରେ ଗୁଳି ବିନିମୟରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଷ୍ଟେଶନରେ ଗୁଳି ଚଳାଇଥିବାରୁ ଭାଜପା ବିଧାୟକ ଗଣପତ ଗାୟକୱାଡଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାଣେ...

ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା

ନୂଆଦିଲ୍ଲୀ,୩।୨: ଜମି ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାରଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା...

‘ବଞ୍ଚିଛନ୍ତି ପୁନମ…କଲେ ପବ୍ଲିସିଟି ଷ୍ଟଣ୍ଟ’, କଜିନଙ୍କ ସହ କଥା ହୋଇ ଟୁଇଟ କଲେ ଫିଲ୍ମ କ୍ରିଟିକ, ଦର୍ଶକେ ମାଗିଲେ ପ୍ରମାଣ

ମୁମ୍ବାଇ,୩।୨: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକମାନେ ଦୁଃଖିତ। ଗର୍ଭାଶୟ କର୍କଟ କାରଣରୁ ପୁନମ ୩୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ଆସିଛି। ତାଙ୍କ ମ୍ୟାନେଜର...

କଂଗ୍ରେସ କ୍ଷମା ମାଗି ମାୟାବତିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥି କରିଥିଲେ…, ବିଏସପି ଏମପିଙ୍କ ବୟାନ

ନୂଆଦିଲ୍ଲୀ,୩।୨: ବିରୋଧୀ ଦଳର ଇଣ୍ଡିଆ ମିଳିତ ମଞ୍ଚରେ ବିଭାଜନ ହୋଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏହି ମେଣ୍ଟର ହାତ ଛାଡିଥିବା ବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଛାଡିଛି। ସେହିଭଳି ବଞ୍ଚିତ ବାହୁଜନ ଅଘାଡି...

ଅରବିନ୍ଦ କେଜରିଓ୍ବାଲଙ୍କ ପରେ ଆତିଶିଙ୍କ ଘରେ ପହଞ୍ଚିଲେ କ୍ରାଇମ ବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ସୂଚନାନୁସାରେ, ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri