ଜାତୀୟ

ମିଛ ଶ୍ରେୟ ନେଉଛନ୍ତି ରାହୁଲ ଗାନ୍ଧୀ: ନୀତୀଶ

ପାଟନା,୩୧।୧: ଏନଡିଏ ସହିତ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ବିହାରରେ ଜନଗଣନା ପାଇଁ ଶ୍ରେୟ ନେଉଛନ୍ତି କି ବୋଲି ପ୍ରଶ୍ନରେ...

ବଜେଟ୍‌ ଅଧିବେଶନରେ ବି ଶୁଭିଲା ରାମନାମ

ନୂଆଦିଲ୍ଲୀ,୩୧।୧: ପ୍ରଭୁ ରାମ ମଧ୍ୟ ଭାଜପା ସରକାରଙ୍କ ରାଜନୀତିର କେନ୍ଦ୍ରକୁ ଆସୁଥିବାର ଦେଖାଯାଉଛି। ଜାନୁଆରୀ ୩୧ରେ ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ’ରାମ-ରାମ’ ସହିତ ନିଜ ସମ୍ବୋଧନ ଆରମ୍ଭ କରିଥିଲେ। ବଜେଟ ଅଧିବେଶନରେ ସରକାର ରାମ...

ଜ୍ଞାନବାପୀ ମାମଲା: ହିନ୍ଦୁଙ୍କୁ ମିଳିଲା ପୂଜା ଅନୁମତି

ବାରଣାସୀ,୩୧।୧: ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବାରଣାସୀ କୋର୍ଟ। ହିନ୍ଦୁୁପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛିି। ବ୍ୟାସ ତହଖାନାରେ ହିନ୍ଦୁପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ...

‘ଇଭିଏମ୍‌ ଅଛି ତ ମୋଦି ଅଛନ୍ତି’

ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍‌...

ସିଗନାଲ ନ ମାନି ଟେକଅଫ୍‌ କଲା ଇଣ୍ଡିଗୋ ବିମାନ, ତା’ପରେ

ନୂଆଦିଲ୍ଲୀ,୩୧।୧: କିଛିଦିନ ଧରି ଦେଶରେ ବିମାନ ଯାତ୍ରା ରାମଙ୍କ ଭରସାରେ ଚାଲିଛିି। କେତେବେଳେ ବିମାନ ୧୨ ଘଣ୍ଟାରୁ ବିଳମ୍ବରେ ଟେକଅଫ୍‌ କରୁଛି ତ କୌଣସି ଣସି ସ୍ଥାନରେ ଯାତ୍ରୀ ବିମାନ କ୍ୟାପଟେନଙ୍କୁ ଚାପୁଡ଼ା ମାରୁଛନ୍ତି। ନିକଟରେ ଯାତ୍ରୀମାନେ ରନୱେରେ ବସି...

ବିନା ପ୍ୟାନ କାର୍ଡରେ କିଣି ହେବ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ! ବଜେଟ ପୂର୍ବରୁ ଚର୍ଚ୍ଚା…

ନୂଆଦିଲ୍ଲୀ,୩୧।୧ : ବଜେଟର ଉପସ୍ଥାପନା ପାଇଁ କେବଳ କିଛି ଘଣ୍ଟା ବାକି ଅଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ତାଙ୍କର ଷଷ୍ଠ ତଥା ପ୍ରଥମ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତଥାପି, ଏହି...

ଦୁଇଟି ଏମ୍‌ଫିଲ୍‌ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ

ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍‌ଫିଲ୍‌ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍‌ଫିଲ୍‌ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ...

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡି ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୧।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍‌ ଉପରେ ବୁଧବାର ଆକ୍ରମଣ କରାଯାଇଛି। କାର୍‌ ଉପରକୁ ପଥର ଫିଙ୍ଗାଯାଇଛି। ଯେଉଁଥିରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ପଥର ଫିଙ୍ଗିବା ପରେ...

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ...

ଇଣ୍ଡିଆ ନେଇ ନୀତୀଶଙ୍କ ମନ୍ତବ୍ୟ: ମୁଁ ଆରମ୍ଭରୁ କହିଥିଲି ନାମ ଠିକ ନୁହେଁ, ମୋ କଥା କେହି ଶୁଣିଲେ ନାହିଁ, ଭିଡ଼ିଓ ଭାଇରାଲ…

ପାଟନା,୩୧।୧ : ନିକଟରେ ଆରଜେଡି ଛାଡି ଭାଜପା ସହ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଉପରେ ଆକ୍ରମଣ କରିଛନ୍ତି। ନୀତୀଶ କୁମାର କହିଛନ୍ତି ମୁଁ ଆରମ୍ଭରୁ ବିରୋଧୀ ଦଳର ନାମକୁ ‘ଇଣ୍ଡିଆ’ ରଖିବା...

ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ…

ଚଣ୍ଡିଗଡ଼,୩୧।୧ : ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନୂତନ ମେୟରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଏବଂ ପ୍ରଶାସନକୁ ନୋଟିସ...

ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍‌ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri