ଜାତୀୟ

ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା…

ପାଟନା,୩୦।୧: ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍‌ ଜବ୍‌ ସ୍କାମ୍‌’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍‌ଜେଡି ମୁଖ୍ୟ...

ମୁଖ୍ୟମନ୍ତ୍ରୀ ହେବେ କଳ୍ପନା ସୋରେନ ! ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ…

ରାଞ୍ଚି,୩୦।୧ : ଦେଶର ନଜର ଏବେ ଝାଡଖଣ୍ଡର ରାଜନୀତି ଉପରେ ରହିଛି। ଏଠାରେ ସିଏମ ହେମନ୍ତ ସୋରେନଙ୍କ ବିରୋଧରେ ଇଡି ଚଢ଼ାଉ କରାଯାଉଛି। ଜମି ସ୍କାମ ମାମଲାରେ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ଚାଲିଛି। ତାଙ୍କୁ ଯେକୌଣସି ସମୟରେ...

ଛତିଶଗଡ ସୀମାରେ ମାଓ ହମଲା: ପାଲଟା ଜବାବ ଦେଲେ ସୁରକ୍ଷାକର୍ମୀ, ୬ ମାଓବାଦୀଙ୍କୁ ଏନକାଉଣ୍ଟର

ମାଲକାନଗିରି,୩୦।୧: ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ...

ଝାଡ଼ଖଣ୍ଡରେ ଲାଗିବ କି ରାଷ୍ଟ୍ରପତି ଶାସନ…ରାଜନୈତିକ ଅସ୍ଥିରତା ମଧ୍ୟରେ କାହିଁକି ଚର୍ଚ୍ଚାରେ ଅନୁଚ୍ଛେଦ-୩୫୫?

ରାଞ୍ଚି,୩୦।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମିଳିଛନ୍ତି। ତାଙ୍କ ବାସଭବନରେ ତଦନ୍ତ ଲାଗି ପହଞ୍ଚିଥିବା ଇଡି ଟିମ୍‌ ତାଙ୍କୁ ଖୋଜିଲେ ବି ପାଇ ନ ଥିଲା। ଏବେ ନାଟକୀୟ ଢ଼ଙ୍ଗରେ ସେ ରାଞ୍ଚି ପହଞ୍ଚିଛନ୍ତି। ଏପରିକି ବିଧାୟକମାନଙ୍କ ସହ ବୈଠକ...

ଅସମ୍ଭବ ! ଗୋଟିଏ ଦିନରେ ୬ ନାବାଳିକାଙ୍କୁ ଅଭିଯୁକ୍ତ କରି ପାରିବେନି ବଳାତ୍କାର: ହାଇକୋର୍ଟଙ୍କ ରାୟ…

କୋଚି,୩୦।୧ : ୬ ଜଣ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗର ବିଚାର କରି କୋଝିକୋଡେର ଜଣେ ଶିକ୍ଷକଙ୍କୁ କେରଳ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଗୋଟିଏ ଦିନରେ...

ଛତିଶଗଡରେ ମାଓବାଦୀଙ୍କ ବଡ ଆକ୍ରମଣ: ୩ ଯବାନ ଶହୀଦ, ୧୪ ଆହତ

ମାଲକାନଗିରି,୩୦।୧: ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି...

ସଡ଼କ ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଜଶଓ୍ବନ୍ତ ସିଂଙ୍କ ବୋହୂଙ୍କର ମୃତ୍ୟୁ…

ଜୟପୁର,୩୦।୧ : ରାଜସ୍ଥାନର ଅଲୱାରରୁ ବଡ ଖବର ଆସୁଛି। କୁହାଯାଉଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶୱନ୍ତ ସିଂଙ୍କ ବୋହୂଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଗାଡି ଡିଭାଇଡରକୁ ଧକ୍କା ଦେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ପୂର୍ବତନ...

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି…

ନୂଆଦିଲ୍ଲୀ,୩୦।୧: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନୂ ପୂର୍ବରୁ ଚର୍ଚ୍ଚାରେ କଂଗ୍ରେସର ନୂଆ ରଣନୀତି। ଦଳର ନେତା ସୋନିଆ ଗାନ୍ଧୀ ଅଥବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସଭା ଯାଇପାରନ୍ତି। ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ...

ଏଲଏସି ପାର ହେଲେ ଭାରତୀୟ ମେଷପାଳକ: ଚାଇନା ସୈନିକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲା, ଭିଡ଼ିଓ ଭାଇରାଲ…

ଲଦାଖ,୩୦।୧ : ଭାରତୀୟ ମେଷପାଳକମାନଙ୍କ ଏଲଏସି ପାର ହେବା ମାମଲା ସାମ୍ନାକୁ ଆସିବା ପରେ ଏହା ସମଗ୍ର ଦେଶରେ ଆଲୋଚନା ହେଉଛି। ପ୍ରକୃତରେ ଏହି ମେଷପାଳକମାନେ ବୁଲିବା ସମୟରେ ଏଲଏସି ଅତିକ୍ରମ କରିଥିଲେ। ଏନେଇ ଚାଇନାର ସୈନିକମାନଙ୍କ ମଧ୍ୟରେ ଉତ୍ତେଜନା...

Income Tax HRA Rule: ସ୍ତ୍ରୀଙ୍କୁ ଘରଭଡ଼ା ଦେଇ ନେଇ ହେବ ଏଚଆରଏ ରିହାତି, ଏସବୁ ହେଉଛି ସର୍ତ୍ତ…

ନୂଆଦିଲ୍ଲୀ,୩୦।୧ : ଆୟକର ଉପରେ ଟିକସ ବୋଝ ହ୍ରାସ କରିବାକୁ ସରକାର ପୁରୁଣା ଟିକସ ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ରିହାତି ସହିତ ଅନେକ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଏଚଆରଏର ଅର୍ଥାତ ହାଉସ ରେଣ୍ଟ ଆଲାଉନ୍ସ।...

ଆମକୁ ନୀତୀଶ କୁମାରଙ୍କ ଆବଶ୍ୟକତା ନାହିଁ: ରାହୁଲ

ପାଟନା,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିହାରରେ କରାଯାଇଥିବା ଜାତିଗତ ସର୍ଭେ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ସର୍ଭେ ପାଇଁ ଆମେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କହିଥିଲୁ, କିନ୍ତୁ ଭାଜପା ଏଥିରେ...

ଭାଜପାରେ ହେବ ଏହି ସେକୁଲାର ପାର୍ଟିର ବିଲୟ: ଦଳୀୟ ଅଧ୍ୟକ୍ଷ ଦେଲେ ଏଭଳି ମନ୍ତବ୍ୟ…

କୋଟ୍ଟାୟମ,୩୦।୧ : ଏକ ଧର୍ମନିରପେକ୍ଷ’ପାର୍ଟି ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି(ଭାଜପା) ସହିତ ମିଶିପାରେ। ବାସ୍ତବରେ, କେରଳର ପୂର୍ବତନ ବିଧାୟକ ପି ସି ଜର୍ଜ ମଙ୍ଗଳବାର ସୂଚାଇ ଦେଇଛନ୍ତି ତାଙ୍କ ନେତୃତ୍ୱରେ କେରଳ ଜନପକ୍ଷମ (ସେକୁଲାର) ପାର୍ଟି ଭାଜପା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri