ଜାତୀୟ

ଇଣ୍ଡିଆର ଏବେ ବ୍ରେନ ଡେଡ ହୋଇସାରିଛି: କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧ : ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଦଳର ନେତାଙ୍କ ସହ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭାଜପା ବିରୋଧୀ ଇଣ୍ଡିଆ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା।...

Budget Session: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ପ୍ରଶ୍ନ ଏଡାଉଛନ୍ତି ସରକାର, ଅଭିଯୋଗ ଆଣିଲେ ଟିଏମସି ନେତା…

ନୂଆଦିଲ୍ଲୀ,୩୦।୧ : ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଦଳର ନେତାଙ୍କ ସହ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ଦଳ ଆମନ୍ତ୍ରିତ ହୋଇଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ...

ବିରୋଧୀ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ: ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଘୋଷଣା

ନୂଆଦିଲ୍ଲୀ,୩୦।୧: ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ସମ୍ପର୍କରେ ହୋଇଥିବା ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି ଯେ ସମସ୍ତ ଏମ୍‌ପିଙ୍କ...

ରାଞ୍ଚିରେ ଥିବା ନିଜ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଧାୟକଙ୍କ ସହ କଲେ ବୈଠକ

ରାଞ୍ଚି,୩୦।୧: ଲ୍ୟାଣ୍ଡ ସ୍କାମ ମାମଲାରେ ଗତ ଦୁଇ ଦିନ ଧରି ଦିଲ୍ଲୀରେ ତାଙ୍କ ବାସଭବନ ସମେତ ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଟିମ ଖୋଜୁଥିଲା, କିନ୍ତୁ ତାଙ୍କ ଅବସ୍ଥାନ ବିଷୟରେ କିଛି ଜଣା ପଡି ନଥିଲା। ବର୍ତ୍ତମାନ, ମଙ୍ଗଳବାର...

ଶିକ୍ଷାବିତ୍‌ ସତ୍‌ନାମ ସିଂ ସାନ୍ଧୁ ରାଜ୍ୟ ସଭା ପାଇଁ ମନୋନୀତ

ନୂଆଦିଲ୍ଲୀ,୩୦।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସଭାର ସଦସ୍ୟ ଭାବରେ ସତ୍‌ନାମ ସିଂ ସାନ୍ଧୁଙ୍କୁ ମନୋନୀତ କରିଛନ୍ତି। ଜଣେ କୃଷକଙ୍କ ପୁଅ ସତ୍‌ନାମ ହେଉଛନ୍ତି ଭାରତର ଅଗ୍ରଣୀ ଶିକ୍ଷାବିତ୍‌। ସେ ଆଜି ରାଜ୍ୟ ସଭା ସଦସ୍ୟତା ପାଇଁ ମନୋନୀତ ହୋଇଛନ୍ତି।...

ଭାଜପାର ବଡ଼ ବିଜୟ: ଏଏପି-କଂଗ୍ରେସକୁ ଝଟ୍‌କା

ଚଣ୍ଡିଗଡ,୩୦।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏଏପି-କଂଗ୍ରେସ ମିଳିତ ମେଣ୍ଟକୁ ଏକ ବଡ଼ ଝଟ୍‌କା ଲାଗିଛି। ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଆସିଥିବା ଏହି ଫଳାଫଳକୁ ଇଣ୍ଡିଆ ସହଯୋଗୀ ଦଳ...

ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାରି କ୍ଲିନିକରେ ଜୀବନ ହାରିଲେ ଡାକ୍ତର

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶର ଗୌଣ୍ଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାଇ ଡାକ୍ତର ସ୍ବାମୀ ନିଜ କ୍ଲିନିକରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ...

ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନ୍‌ଏସ୍‌ ସୁମିତ୍ରା: ୩୬ ଘଣ୍ଟା ମଧ୍ୟରେ ଦୁଇ ଜାହାଜକୁ କଲା ଉଦ୍ଧାର

ନୂଆଦିଲ୍ଲୀ,୩୦।୧: ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ସୁମିତ୍ରା ସେମାବାର ଇରାନର ଏକ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ଊଦ୍ଧାର କରିଥିବା ବେଳେ ପୁଣି ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇ ନିଜ ପରାକ୍ରମ ଦେଖାଇଛି। ଭାରତୀୟ ନୌସେନା ସୋମାଲିଆ...

ବିହାରରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ବାପୁଙ୍କୁ ମନେ ପକାଇଲେ ରାହୁଲ

ପାଟନା,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରହିଛି। ତେବେ ବିହାରରେ ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ବାପୁଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ବାପୁ ସମଗ୍ର ଦେଶକୁ ପ୍ରେମ ସହ...

ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫ୍‌ଆଇର ୧୫ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

ଥିରୁଭାନନ୍ତପୁରମ୍‌,୩୦।୧: ଆରଏସଏସ ନେତା ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଓକିଲ ତଥା ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ...

କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ସୋରେନ, ବିଏମଡବ୍ଲୁ କାର୍‌ ସହ ୩୬ ଲକ୍ଷ ଟଙ୍କା ଜବତ

ରାଞ୍ଚି,୩୦।୧: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଇଡି ତାଙ୍କୁ ଖୋଜୁଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୋରେନ ଇଡିଙ୍କୁ ଏକ ଚିଠି ଲେଖି ରାଜନୈତିକ ଏଜେଣ୍ଡା...

ଅଜିତ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ୨ ସପ୍ତାହ ଘୁଞ୍ଚିଲା

ନୂଆଦିଲ୍ଲୀ,୩୦।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଏନ୍‌ସିପି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବା ସମୟସୀମାକୁ ସୁପ୍ରିମକୋର୍ଟ ଫେବୃଆରୀ ୧୫ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଶରଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri