ଜାତୀୟ

୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ…

ନୂଆଦିଲ୍ଲୀ,୨୯।୧ : ଫେବୃଆରୀ ୨୭ ରେ ଦେଶର ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଫେବୃଆରୀ ୧୫...

‘ମମି, ପାପା, ମୁଁ JEE କରିପାରିବି ନାହିଁ’: ଭାବପ୍ରବଣ ନୋଟ ଲେଖି କୋଟାରେ ଆତ୍ମହତ୍ୟା କଲେ ନାବାଳିକା

ନୂଆଦିଲ୍ଲୀ,୨୯ା୧: ସୋମବାର ରାଜସ୍ଥାନର କୋଟାରେ ଜଣେ ୧୮ ବର୍ଷ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀ ଜଣକ ପରୀକ୍ଷା ହେବାର ଦୁଇ ଦିନ ପୂର୍ବରୁ ଚରମ ନିଷ୍ପତ୍ତି ନେଇଛନ୍ତି। ଜେଇଇ ମେନ୍ସ ପାଇଁ ପ୍ରସ୍ତୁତ...

Pariksha Pe Charcha 2024: ପିଲାଙ୍କ ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ.ନ କରନ୍ତୁ, କହିଲେ ମୋଦି…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତି ପାଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଗୁରୁମନ୍ତ୍ରା ପ୍ରଦାନ କରିଛନ୍ତି। ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ପ୍ରଦର୍ଶନ ଏବଂ...

ପୈତୃକ ଘର ଦାନ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୯।୧: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବାବେଳେ ସୋମବାର ସକାଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଞ୍ଚିଥିଲେ। ଏଠାରେ ଥିବା ତାଙ୍କ ପୈତୃକ ଘର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ଏହି ସମୟରେ ସେ କହିଥିଲେ,...

Video:‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଶା ଝିଅ

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କୁ ସମ୍ବୋଧନ କରି କହିଛନ୍ତି, ନିଜ ପାଇଁ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ।...

ରାହୁଲ ଭାଜପାର ବଡ଼ ଷ୍ଟାର ପ୍ରଚାରକ: କହିଲେ ହିମନ୍ତ…

ଗୁଆହାଟୀ,୨୯।୧ : ଗତ କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଜାରି ରହିଛି। କଂଗ୍ରେସ ହିମନ୍ତଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହୁଥିବାବେଳେ ସେ କଂଗ୍ରେସକୁ...

ପଚରାଉଚରା ପାଇଁ ଇଡି ଅଫିସ୍‌ରେ ପହଞ୍ଚିଲେ ଲାଲୁ

ପାଟନା,୨୯।୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ଚାକିରି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଇଡି ପଚରାଉଚରା କରିବ। ଇଡି ଦଳ ପାଟନାରେ ପହଞ୍ଚିଛି। ଲାଲୁ ଯାଦବ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପାଟନାରେ ଥିବା...

ଜେନେରାଲ ପ୍ରାର୍ଥୀଙ୍କୁ ଦିଆ ଯିବନି SC, ST, OBC ସିଟ: UGC ଦେଲା ସ୍ପଷ୍ଟୀକରଣ…

ପ୍ରୟାଗରାଜ,୨୯।୧ : ସଂରକ୍ଷଣ ସମ୍ବନ୍ଧରେ ଜାରି ବିବାଦୀୟ ନିର୍ଦ୍ଦେଶାବଳୀ ଉପରେ ୟୁଜିସି ସ୍ପଷ୍ଟୀକରଣ ଦେଇଛି। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରଦ୍ଦକୁ ବିରୋଧ କରାଯିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ୟୁଜିସି କହିଛି କୌଣସି ସଂରକ୍ଷିତ ବର୍ଗ...

Video: ସରକାରୀ କଲେଜ ଶିକ୍ଷକଙ୍କୁ ରୁମରେ ତାଲା ପକାଇ ଜୀବନ୍ତ ଜାଳିଦେଲେ, ସ୍ତ୍ରୀ, ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୨୯ା୧: ଉତ୍ତରପ୍ରଦେଶର କାନପୁରର ପାନକି ଅଞ୍ଚଳରେ ଏକ କୋଠରୀରେ ତାଲା ପକାଇ ନିଆଁ ଲଗାଇ ଦିଆଯିବା ପରେ ଜଣେ 48 ବର୍ଷିୟ ସରକାରୀ କଲେଜ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ରବିବାର ଏହି ବିଭତ୍ସ ଘଟଣା ଘଟିଛି। ମୃତ୍ୟୁ ବୁର୍ବରୁ ଶିକ୍ଷକ...

Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା...

ଭୟକର ନାହିଁ ଖୁସି ମନରେ ପରୀକ୍ଷା ଦିଅ: ଛାତ୍ରୀଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ମନୋବଳ ବୃଦ୍ଧି କରାଇବା ସହିତ ଭୟ ନ କରି ଖୁସି ମନରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ସମୟରେ ମାନସିକ ଚାପରୁ ଦୁରେଇ ରହିବା...

ପୁଅଠାରୁ ବି ଗରିବ ନୀତୀଶ କୁମାର! ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି କେତେ

ପାଟନା,୨୯।୧: ବିହାରରେ ନବମଥର ପାଇଁ ମୁଖ୍ୟମନ୍ତନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ବର୍ତ୍ତମାନ ରାଜ୍ୟରେ ଏନଡିଏ ସରକାର ଅଛି। ବିଜୟ କୁମାର ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କୁ ଡେପୁଟି ସିଏମ କରାଯାଇଛି। ନୀତୀଶ କୁମାରଙ୍କ ନିଜ ରାଜନୈତିକ କ୍ୟାରିୟରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri