ଜାତୀୟ

ସପ୍ତାହେ ମଧ୍ୟରେ ଦେଶରେ ଲାଗୁହେବ ସିଏଏ: କେନ୍ଦ୍ରମନ୍ତ୍ରୀଙ୍କ ସୂଚନା…

ନୂଆଦିଲ୍ଲୀ,୨୯।୧ : ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ବିଷୟରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଆଇନ ସାରା ଦେଶରେ କେବେ କାର୍ଯ୍ୟକାରୀ ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଦେଶରେ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି ଟିମ୍

ନୂଆଦିଲ୍ଲୀ,୨୯ା୧: ଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପହଞ୍ଚିଛି। ଜମି ଡିଲ୍ ସ୍କାମରେ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଇଡି ସମୟ...

ହାତ ପତେଇବୁ ନି, ଭିକ ମାଗିବୁ ନାହିଁ: ମୋଦି ସରକାରଙ୍କ ନୂଆ ଲକ୍ଷ୍ୟ, ୩୦ ସହର ପାଇଁ ମାଷ୍ଟରପ୍ଲାନ…

ନୂଆଦିଲ୍ଲୀ,୨୯।୧ : ହାତ ପତେଇବୁ ନାହିଁ, ଭିକ ମାଗିବୁ ନାହିଁ। ଏହି ସ୍ଲୋଗାନ ଦେଇ ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଜର ନୂଆ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏଥିପାଇଁ ୩୦ ଟି ସହରର ଏକ ତାଲିକା ମଧ୍ୟ...

ସମ୍ରାଟ ଚୌଧୁରୀଙ୍କ ପିତାଙ୍କ ଆଶା…ପୁଅ ହେବେ ମୁଖ୍ୟମନ୍ତ୍ରୀ

ପାଟନା,୨୯।୧: ବିହାର ଭାଜପା ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ବର୍ତ୍ତମାନ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଗ୍ରାମବାସୀ ସମ୍ରାଟ ଚୌଧୁରୀଙ୍କ ଘର ବାହାରେ ବାଣ ଫୁଟାଇ ଉତ୍ସବ ପାଳନ...

ଅଯୋଧ୍ୟା ରାମ ମନ୍ଦିର: ପ୍ରଥମ ସପ୍ତାହରେ ପ୍ରଭୁଙ୍କ ଦର୍ଶନ କଲେ ୧୯ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୨୯ା୧: ଭଗବାନ ରାମ ଲାଲାଙ୍କ ପ୍ରତିମାକୁ ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ଆଧ୍ୟାତ୍ମିକ ଉତ୍ସାହର ଏକ ତରଙ୍ଗ ପ୍ରବାହିତ ହେଉଛି। ଯାହା ଦୂର ଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କୁ ଆକର୍ଷିତ କରୁଛି। ସମର୍ପଣ ସମାରୋହର ମାତ୍ର ଛଅ ଦିନ ମଧ୍ୟରେ, ଆଶ୍ଚର୍ୟ୍ୟଜନକ...

ତଳ ମହଲାରେ ଲୁଚି ରହିଛି ଜ୍ଞାନବାପୀ ମନ୍ଦିରର ରହସ୍ୟ: ସୁପ୍ରିମକୋର୍ଟ ଯିବୁ, ସତ୍ୟ କହିବୁ, କହିଲେ ହିନ୍ଦୁ ମହିଳା…

ବାରାଣସୀ,୨୯।୧ : ଜ୍ଞାନବାପୀ ମସଜିଦରେ ଏକ ମନ୍ଦିର ରହିଥିବାର ରହସ୍ୟ ତଳ ମହଲାରେ ଲୁଚି ରହିଛି। ଏହି ଦାବି ମାମଲାର ଆବେଦନକାରୀ ପକ୍ଷରୁ କରାଯାଇଛି। ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିବେ ପ୍ରତିବାଦୀ ପକ୍ଷ। ମସଜିଦର ସିଲ ହୋଇଥିବା ବେସମେଣ୍ଟ...

ଶିଶୁ ବଳାତ୍କାର ମାମଲା: ୬ ବର୍ଷରେ ବଢ଼ିଛି ୯୬ ପ୍ରତିଶତ…

ନୂଆଦିଲ୍ଲୀ,୨୯।୧ : ୨୦୧୬ ରୁ ୨୦୨୨ ଗତ ୬ ବର୍ଷ ମଧ୍ୟରେ ଶିଶୁ ବଳାତ୍କାର ମାମଲା ୯୬ ପ୍ରତିଶତ ବୃଦ୍ଧି ପାଇଛି। ଶିଶୁ ଅଧିକାର ଏନଜିଓ କ୍ରାଏ (ସିଆରଓ୍ବାଇ) ଦ୍ୱାରା ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ତଥ୍ୟର ବିଶ୍ଳେଷଣ...

ନୀତୀଶ ୬ମାସରେ ପୁଣି ମାରିବେ ଲମ୍ଫ! ଛାଡିବେ ଭାଜପାର ହାତ…, ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ

ପାଟନା,୨୯।୧: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ଆନ୍ଦୋଳନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କୁ ନବମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ବଡ ଦାବି କରିଛନ୍ତି। ରବିବାର ଅର୍ଥାତ୍‌ ଜାନୁଆରୀ ୨୮ରେ ସେ କହିଛନ୍ତି ଯେ...

ମେଣ୍ଟ ବଦଳାଇ ନବମ ପାଳି, ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୧: ୧ ଦଶନ୍ଧି ମଧ୍ୟରେ ଏହା ହେଉଛି ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ। ବାରମ୍ବାର ମେଣ୍ଟ ବଦଳାଉଥିବାରୁ ତାଙ୍କୁ ରାଜନୈତିକ ମହଲରେ ‘ପଲ୍‌ଟୁ ରାମ’ ଓ ‘ପଲଟୁ କୁମାର’ ଭଳି ଆଖ୍ୟା ଦିଆଯାଇଛି। ନୀତୀଶ ୨୦୦୦ ମାର୍ଚ୍ଚରେ ଭାଜପା ସମର୍ଥନରେ...

୭୫ ବର୍ଷରେ ସୁପ୍ରିମକୋର୍ଟ: କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ମଞ୍ଜୁର

ନୂଆଦିଲ୍ଲୀ,୨୯।୧: ସୁପ୍ରିମକୋର୍ଟ ୭୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କୋର୍ଟ କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀକୁ ଦୃଷ୍ଟିରେ ରଖି ସରକାର ଆଇନର ଆଧୁନିକୀକରଣ...

ରାମ ମନ୍ଦିର ହେବ ଅଭେଦ୍ୟ, ଯେବେ ଆକାଶ ମାର୍ଗରେ ରହିବ ଇସ୍ରାଏଲର ଆଣ୍ଟି ଡ୍ରୋନ ସିଷ୍ଟମ

ନୂଆଦିଲ୍ଲୀ,୨୯।୧: ଅଯୋଧ୍ୟାରେ ରାମ ମନ୍ଦିରର ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଉଛି। ଏହି ସମୟରେ, ପୋଲିସ ସୂତ୍ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ନିଶ୍ଚିତ କରିଛି ଯେ ଉତ୍ତରପ୍ରଦେଶର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସହିତ ଅଯୋଧ୍ୟା ରାମ ମନ୍ଦିରର...

ବାଣ କାରଖାନାରେ ବିସ୍ଫୋରଣ: ୩ ମୃତ, ଅନେକ ଆହତ

ବେଙ୍ଗାଲୁରୁ,୨୯ା୧: କର୍ନାଟକର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।  ୩ ମୃତକ ହେଲେ ସ୍ବାମୀ (୫୫), ଭର୍ଗେସ (୬୮) ଏବଂ ଚେତନ (୨୫)। ଦକ୍ଷିଣ କନ୍ନାଡାର ବେଲଥାନଗଡ଼ିରେ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri