ଜାତୀୟ

ଆସିଲା ହରିୟାଣାର ଶପଥ ଗ୍ରହଣ ସମାରୋହର ତାରିଖ, ୫ ଦିନ ବନ୍ଦ ରହିବ ଦୋକାନ

ଚଣ୍ଡିଗଡ଼,୧୦।୧୦: ଅକ୍ଟୋବର ୧୫ରେ ପଞ୍ଚକୁଲାରେ ହରିୟାଣାର ନୂତନ ସରକାର ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଅକ୍ଟୋବର ୧୫ରେ, ନୂତନ ମୁଖ୍ୟମନ୍ତ୍ରୀ ସେକ୍ଟର ୫ରେ ପ୍ୟାରେଡ ଗ୍ରାଉଣ୍ଡରେ ରାଜ୍ୟପାଳଙ୍କ ଦ୍ୱାରା...

ଭାରତର ଶତ୍ରୁ ଏବେ ଚାଲିଲାଣି ‘ଲାଠି’ର ସାହାରାରେ!

ନୂଆଦିଲ୍ଲୀ,୧୦।୧୦: ଯଦି ଆମେ ଭାରତର ଶତ୍ରୁମାନଙ୍କ ବିଷୟରେ କହିବା, ତେବେ ଚାଇନା ଏବଂ ପାକିସ୍ତାନର ନାମ ସମସ୍ତଙ୍କ ମନକୁ ଆସିବ। ହେଲେ ଏବେ ସମୟ ବଦଳିଲାଣି। ଏହି ଦୁଇଦେଶର ନାଲି ଆଖି ଏବେ ଧିରେ ଧିରେ ଫିକା ପଡିବାରେ ଲାଗିଲାଣି।...

ଜୟଶଙ୍କର ହଁ କହିବାରୁ ଖୁସି ହୋଇଗଲା ପାକିସ୍ତାନ…,ହେଲେ ଖରାପ ହେବ କି ସମ୍ପର୍କ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ/ଇସଲାମାବାଦ,୧୦।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେ ପ୍ରାୟ ୧୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଉଛନ୍ତି।...

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

ମୁମ୍ବାଇ,୧୦ା୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ବୁଧବାର ରାତିରେ ଦେହାନ୍ତ ହୋଇଛି। ସେ...

ଏହି ଗୋଟିଏ ମାତ୍ର ଫିଲ୍ମର ପ୍ରଯୋଜକ ଥିଲେ ରତନ ଟାଟା, ଅଭିନୟ କରିଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ,୧୦ା୧୦: ଜଣେ ଶିଳ୍ପପତି ହେବା ବ୍ୟତୀତ ରତନ ଟାଟା ମଧ୍ୟ ଜଣେ ଫିଲ୍ମପ୍ରେମୀ ଥିଲେ। ୨୦୦୪ରେ ରତନ ଟାଟା ଏକ ବଲିଉଡ୍‌ ଫିଲ୍ମର ପ୍ରଯୋଜନା କରିଥିଲେ। ରତନ ଟାଟା ଏହି ଫିଲ୍ମଟି ଜତିନ କୁମାରଙ୍କ ସହ ପ୍ରଯୋଜନା କରିଥିଲେ। ୧୯୯୬ରେ...

କାହିଁକି ସମ୍ପୂର୍ଣ୍ଣ ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ କହିଥିଲେ ରତନ ଟାଟା

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରସିଦ୍ଧ ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪) ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ହୋଇଛି। ନିଜର ସରଳ ସ୍ବଭାବ ଏବଂ ଦୟାର୍ଦ ହୃଦୟ ପାଇଁ ଲୋକଙ୍କ ହୃଦୟରେ...

କାହିଁକି ସମସ୍ତଙ୍କ ସାମ୍ନାରେ କାନ୍ଦିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଭାବୁକ

ନୂଆଦିଲ୍ଲୀ,୧୦।୧୦: ସାଧାରଣତଃ ଆପଣ ଦେଖିଥିବେ ନେତାମାନେ ଭୋଟ ମାଗନ୍ତି, ଦଳର ସଫଳତାକୁ ଗଣନା କରନ୍ତି କିମ୍ବା ବିରୋଧୀ ଦଳ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। କିନ୍ତୁ ଜଣେ ନେତାଙ୍କୁ ସର୍ବସାଧାରଣରେ କାନ୍ଦୁଥିବା ଦେଖିବାକୁ ବହୁତ କମ୍‌ ମିଳେ। କିନ୍ତୁ...

ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’, ଏହାର ଅର୍ଥ କ’ଣ? ରତନ ଟାଟାଙ୍କ ସହ ସମ୍ପର୍କ କ’ଣ…

ନୂଆଦିଲ୍ଲୀ,୧୦।୧୦: ଯାତ୍ରା ସମୟରେ ଆପଣ ଟ୍ରକ୍‌ ପଛରେ କବିତା ସହ ଦୁଇଟି ଶବ୍ଦ ଲେଖାଯାଇଥିବା ଦେଖିଥାଇପାରନ୍ତି। ତାହା ହେଲା-OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର ନମ୍ବରଠାରୁ ବଡ଼ ଅକ୍ଷରରେ ଲେଖାଯାଇଥାଏ। ଅଧିକାଂଶ ଲୋକ ଏହାର ଅର୍ଥ ଜାଣନ୍ତି ନାହିଁ।...

ରାହୁଲ କହିଲେ କେଉଁ ନେତାଙ୍କ ପାଇଁ ହରିୟାଣାରେ ହାରିଲା କଂଗ୍ରେସ

ନୂଅଦେିଲ୍ଲୀ,୧୦।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟକୁ ସହଜରେ ହଜମ କରିପାରୁ ନାହିଁ। ଫଳସ୍ବରୂପ, ବିଜୟକୁ ନେଇ ଅତ୍ୟଧିକ ଆତ୍ମବିଶ୍ୱାସୀ କଂଗ୍ରେସ ମଧ୍ୟ ଏହି ଫଳାଫଳକୁ ବିଶ୍ଳେଷଣ କରିବା ପାଇଁ ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି। ଏହି...

ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଆସିଲା ପ୍ରିୟର କୁକୁର ‘ଗୋଆ’

ମୁମ୍ବାଇ,୧୦ା୧୦: ଭାରତର ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା ୮୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ପରେ ଟାଟାଙ୍କ ମୃତଦେହ ମୁମ୍ବାଇର ଏନସିପିଏ ଲନ୍ ବାହାରେ ତାଙ୍କର ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏଠାରେ ରତନଙ୍କର ପ୍ରିୟ କୁକୁର...

ବେଙ୍ଗାଲୁରୁରେ ଲୁଚିଛପି ହିନ୍ଦୁ ନାଁରେ ରହୁଛନ୍ତି ପାକିସ୍ତାନ ମୁସଲମାନ!

ବେଙ୍ଗାଲୁରୁ,୧୦।୧୦: କର୍ନାଟକର ରାଜଧାନୀରେ ପୋଲିସ ଏକ ବଡ ଠକେଇର ଫର୍ଦ୍ଦାଫାଶ କରିଛି। ପାକିସ୍ତାନୀ ନାଗରିକମାନେ ହିନ୍ଦୁ ନାମରେ ବର୍ଷ ବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ ଏବଂ ନକଲି ପରିଚୟ ସହ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଭାରତୀୟ ଜୀବନଶୈଳୀ ଗ୍ରହଣ କରିଥିଲେ।...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସିଏମ୍‌ ଆବାସ ଖାଲି କରାଯିବାକୁ ନେଇ ଆପ୍‌ ଭାଜପାକୁ ଟାର୍ଗେଟ କରିଛି। ନବରାତ୍ରୀ ସମୟରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri