ଜାତୀୟ

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ, ସନ୍ଧ୍ୟାରେ ଭେଟିବେ ରାଜ୍ୟପାଳଙ୍କୁ

ପାଟନା,୨୭।୧: ବିହାରରେ ଦ୍ରୁତ ଗତିରେ ବଦଳୁଥିବା ରାଜନନୈତିକ ସମିକରଣ ମଧ୍ୟରେ ଖବର ଅଛି ଯେ ଆସନ୍ତାକାଲି ଅର୍ଥାତ୍‌ ରବିବାର ଅପରାହ୍ନ ୩ ଟାରେ ଭାଜପା-ଜେଡିୟୁର ନୂତନ ମିଳିତ ସରକାର ଶପଥ ଗ୍ରହଣ କରିବେ। ଏହି ସୂଚନା ପ୍ରଦାନ କରୁଥିବାବେଳେ ସୂତ୍ରରୁ...

ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ

ଭିଣ୍ଡ,୨୭।୧: ଦେଶର ଅନେକ ସ୍ଥାନରେ ମହାବୀର ହନୁମାନଙ୍କ ମନ୍ଦିର ରହିଛି। ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ। ଦୁଷ୍ଟଶତ୍ରୁ ହେଉ କି ଭୂତ ପିଶାଚ ଆସୁରିକ ପ୍ରବୃତ୍ତି କେହି ବି...

ନିର୍ବାଚନ ପୂର୍ବରୁ ୟୁପି, ଉତ୍ତରାଖଣ୍ଡରେ ନୂଆ ପ୍ରଭାରୀ ଘୋଷଣା କଲା ଭାଜପା

ନୂଆଦିଲ୍ଳୀ,୨୭।୧: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ଶନିବାର ଭାଜପା ୨୩ଟି ରାଜ୍ୟର ନୂଆ ପ୍ରଭାରୀ ନାମ ଘୋଷଣା କରିଛି। ଏହାର ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ନୂତନ ପ୍ରଭାରୀ ନାମ ଘୋଷଣା...

ୟୁପିରେ ଛିଣ୍ଡିଲା କଂଗ୍ରେସ-ଏସପି ମଧ୍ୟରେ ଆସନ ଭାଗବଣ୍ଟା, ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ଆସନ

ଲକ୍ଷ୍ନୌ,୨୭।୧: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା କରାଯାଇଛି। ୟୁପିରେ ୧୧ ଆସନରେ କଂଗ୍ରେସ ନିର୍ବାଚନ ଲଢିବ। ଶନିବାର ସୋସିଆଲ ମିଡିଆରେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ଅଖିଳେଶ କହିଛନ୍ତି, କଂଗ୍ରେସ...

ଆସିଲା ବଡ ଅପଡେଟ୍‌: ଏହି ଦିନ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ

ପାଟନା,୨୭।୧: ବିହାରରେ ବର୍ତ୍ତମାନ ରାଜନୈତିକ ତାପମାତ୍ରା ତୀବ୍ର ରହିଛି। ଏ ସମ୍ପର୍କରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଏହି ପରିସ୍ଥିତିରେ ଟିକିଏ ଚିତ୍ର ସ୍ପଷ୍ଟ ହେବା ପରି ଲାଗୁଛ। ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଦୂରତା ବୃଦ୍ଧି ପାଇଛି ଏବଂ ମୁଖ୍ୟମନ୍ତ୍ରୀ...

ହରିୟାଣାରେ ଏକାକୀ ନିର୍ବାଚନ ଲଢିବ ଏଏପି

ନୂଆଦିଲ୍ଲୀ,୨୭।୧: ହରିୟାଣାରେ ୨୦୨୪ରେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ମୋଡରେ ଥିବା ଜଣାପଡିଛି। ତେବେ କଂଗ୍ରେସ-ଆମ ଆଦମୀ ପାର୍ଟି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ...

ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ପଠାଇଲା ଇଡି

ରାଞ୍ଚି,୨୭।୧: ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛି। ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସେ ୨୯ କିମ୍ବା ୩୧ଜାନୁଆରୀ ତାରିଖ ଦେବାକୁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ କହିଛି।...

ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍‌

ଜାନୁଆରୀ ୧୫ରୁ ଶେଷ ହୋଇଛି ଖର ମାସ। ଖର ମାସ ସମାପ୍ତ ହେଉଣୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି। ଘରେଘରେ ଲୋକମାନେ ବିବାହ ପ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯଦି ଏଠାରେ ବିବାହ କଥା ଉଠୁଛି ତେବେ ଭୋଜି...

କେଜରିଓ୍ବାଲଙ୍କ ବଡ଼ ଅଭିଯୋଗ: ୭ ଏଏପି ନେତାଙ୍କୁ ୨୫ କୋଟିରେ କିଣିବାକୁ ଚେଷ୍ଟା କରୁଛି ଭାଜପା

ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର ଭାଜପା ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭାଜପା ତାଙ୍କ ଦଳର ୭ଜଣ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏଏପି ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ଭାଜପା ୨୫...

ମରାଠା ସଂରକ୍ଷଣ: ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଭାଙ୍ଗିଲେ ମନୋଜ ଜରାଙ୍ଗେ

ମୁମ୍ବାଇ,୨୭।୧: ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସମସ୍ତ ଦାବି ଗ୍ରହଣ କରାଯିବା ପରେ ସମର୍ଥକଙ୍କ ଭିଡ ମଧ୍ୟରେ ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ପାଟିଲ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଅନଶନ ଶେଷ କରିଛନ୍ତି। ମରାଠା ସମ୍ପ୍ରଦାୟର ଲୋକଙ୍କ...

ରାମଲାଲାଙ୍କ ଦର୍ଶନ ପାଇଁ ଆଜି ବି ଅଯୋଧ୍ୟାରେ ଭିଡ, ବଦଳିଲା ଦର୍ଶନ ସମୟ, ଏବେ ଏହି ସମୟରେ କରିପାରିବେ ଦର୍ଶନ

ଅଯୋଧ୍ୟା,୨୭।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଞ୍ଚ ଦିନ ପରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳେ ଅଯୋଧ୍ୟାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଥଣ୍ଡା ସତ୍ତ୍ୱେ ଦର୍ଶନ ପାଇଁ ଭକ୍ତ...

ରାମଲାଲାଙ୍କୁ ମିଳିଲା ୩୫୦୦ କୋଟିରୁ ଅଧିକ ଦାନ, ୧୦ ଗୁଣା ବଢିଲା ଭକ୍ତଙ୍କ ସଂଖ୍ୟା

ଅଯୋଧ୍ୟା,୨୭।୧: ଧାର୍ମିକ ସହର ଅଯୋଧ୍ୟାରେ ପ୍ରସିଦ୍ଧ ରାମ ମନ୍ଦିର ଉଦଘାଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜାନୁୟାରୀ ୨୨ ରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା, ଏହାପରେ ରାମ ମନ୍ଦିରର ଦ୍ୱାର ସର୍ବସାଧାରଣଙ୍କ ପୂଜା ପାଇଁ ଖୋଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri