ଜାତୀୟ

ଉଭୟ ପକ୍ଷଙ୍କୁ ମିଳିଲା ଏଏସ୍‌ଆଇ ସର୍ଭେ ରିପୋର୍ଟ

ବାରାଣସୀ,୨୭।୧: ପୂର୍ବରୁ ଥିବା ମନ୍ଦିରର ଭଗ୍ନାବଶେଷ ଉପରେ ଜ୍ଞାନବାପି ମସ୍‌ଜିଦ ନିର୍ମାଣ ହୋଇଥିବା ଏଏସ୍‌ଆଇ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ ଏହା କହିିଛନ୍ତି। ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦାଖଲ କରିଥିବା ୮୩୭...

ନୀତୀଶ ଇଣ୍ଡିଆ ମେଣ୍ଟରେ ରହିଥିଲେ ପ୍ରଧାନମନ୍ତ୍ରୀ ହୋଇ ପାରିଥାଆନ୍ତେ, ସେଠି ଯାଇ କ’ଣ ମିଳିବ: ଅଖିଳେଶ

ଲକ୍ଷ୍ନୌ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗଦେବା ନେଇ ଗୁଜବ ଆରମ୍ଭ ହୋଇଛି। ସେପଟେ ପୂର୍ବତନ ଉତ୍ତର ପ୍ରଦେଶି ମୁଖ୍ୟମନ୍ତ୍ରୀ ତଥା ଏସପି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ ନୀତୀଶ କୁମାର ଭାଜପାକୁ ସମର୍ଥନ...

ଶେଷ ହେଲା ମରାଠା ସଂରକ୍ଷଣ ଆନ୍ଦୋଳନ, ମନୋଜ ଜାରଙ୍ଗେ ଆଜି ଭାଙ୍ଗିବେ ଆନ୍ଦୋଳନ

ମୁମ୍ବାଇ,୨୭।୧: ମରାଠା ଆନ୍ଦୋଳନ ପୁଣି ଥରେ ମହାରାଷ୍ଟ୍ରରେ ଆଲୋଚନା ପରିସରକୁ ଆସିଛି। ତେବେ ଶୁକ୍ରବାର ରାତିରେ ଏହି ଆନ୍ଦୋଳନର ଏକ ନୂଆ ମୋଡ଼ ଆସିଛି। ମହାରାଷ୍ଟ୍ର ସରକାରୀ ପ୍ରତିନିଧି ଏବଂ ମରାଠା ଆନ୍ଦୋଳନର ନେତୃତ୍ୱ ନେଉଥିବା ମନୋଜ ଜାରଙ୍ଗେ ପାଟିଲଙ୍କ...

ଜଣେ ଜଣଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ଦୁଇ ବିଚାରପତି, ଏବେ ମାମଲା ସମାଧାନ କରିବେ ସୁପ୍ରିମକୋର୍ଟ

କୋଲକାତା,୨୭।୧: କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗାଙ୍ଗୋପାଧ୍ୟାୟଙ୍କ ସହକର୍ମୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ସ୍ବତଃ ଜ୍ଞାନ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ଶନିବାର ଏକ ସ୍ବତନ୍ତ୍ର ଶୁଣାଣି କରିବେ। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ସମେତ ସୁପ୍ରିମକୋର୍ଟର...

ବିହାର ରାଜନୀତିରେ ହଟଚମଟ ପରେ କଂଗ୍ରେସର ହଜିଲା ନିଦ! ୧୩ ବିଧାୟକଙ୍କ ଫୋନ ବନ୍ଦ

ପାଟନା,୨୭।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶନିବାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏଠାରେ ଜନତା ଦଳ (ୟୁନାଇଟେଡ) ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଭାଜପା ନେତୃତ୍ୱାଧୀନ ଏନଡିଏରେ ଯୋଗଦେବା ନେଇ କଳ୍ପନା ଜଳ୍ପନା...

ବିହାର ରାଜନୀତିକୁ ନେଇ ଜୋର ଧରିଲା ଚର୍ଚ୍ଚା, ନୀତୀଶ ଏନଡିଏ ଯିବା ନିଶ୍ଚିତ, ଆଶା ଛାଡିଲେ ଲାଲୁ

ପାଟନା,୨୭।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଜୋରଦାର ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ସୂଚନାନୁସାରେ, ବିହାରର ଗ୍ରାଣ୍ଡ ଆଲାଇନ୍ସ ଏବଂ ‘ଇଣ୍ଡି’ ଆଲାଇନ୍ସ ଠାରୁ ଅଲଗା ହେବା ପାଇଁ ଜେଡିୟୁ...

ଚାଟ୍‌ଜିପିଟି, ବାର୍ଡକୁ ମୁକାବିଲା କରିବା ପାଇଁ ଓଲା ଲଞ୍ଚ କଲା ସ୍ବଦେଶୀ AI ‘କୃତିମ’

ନୂଆଦିଲ୍ଲୀ,୨୬।୧: ଗଣତନ୍ତ୍ର ଦିବସ ଅବସରରେ ଓଲା କମ୍ପାନୀ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଭାରତର ସ୍ବଦେଶୀ AI ’କୃତିମ’ ଲଞ୍ଚ କରିଛି। ଚାଟ ଜିପିଟି ଓ ଗୁଗୁଲ ବାର୍ଡ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାପରେ ଓଲାର ସ୍ବଦେଶୀ...

ନୀତୀଶଙ୍କ ଆଉ କେତେ ଥର ଭାଜପାକୁ ଯିବେ, କ’ଣ ଇତିହାସ ରଚିବେ: ଶିବାନନ୍ଦ

ପାଟନା,୨୬।୧: ନୀତୀଶ କୁମାରଙ୍କ ପଲଟୁରାମ ନୀତି ଯୋଗୁ ବିହାର ରାଜନୀତି ଏବେ ଚର୍ଚ୍ଚାରେ ରହିଛି। ଆର୍‌ଜେଡିର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି। ଏବେ ଲାଲୁ ଯାଦବଙ୍କ ହାତ ଛାଡ଼ିବା ଲାଗି ପ୍ରସ୍ତୁତ ଥିବା ନୀତୀଶଙ୍କ ହାବଭାବ ଦେଖି...

Budget 2024: ଫେବୃଆରୀ ୧ରେ ଆନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଭାଙ୍ଗିବେ ମୋରାରଜୀ ଦେସାଇଙ୍କ ରେକର୍ଡ

ନୂଆଦିଲ୍ଲୀ,୨୬।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨ରେ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥରର ବଜେଟ ସମ୍ପୂର୍ଣ୍ଣ ଉପସ୍ଥାପନ ହେବ ନାହିଁ କାରଣ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ...

ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍‌ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା

ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ...

କିଏ ଏହି ସୁପ୍ରିମକୋର୍ଟରେ ରେର୍କଡ ସୃଷ୍ଟି କରିଥିବା ଫାତିମା ବିବି, ପଦ୍ମ ଭୂଷଣରେ ହେବେ ସମ୍ମାନିତ

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରାଯାଇଛି। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ତାଲିକାରେ ୪୦ଜଣ ଓବିସି, ୯ଖ୍ରୀଷ୍ଟିଆନ ଓ ୮ଜଣ ମୁସଲମାନ ଇତ୍ୟାଦି ଅଛନ୍ତି।...

ରବିବାର ଶପଥ ନେବେ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ହେବେ ଭାଜପାର ସୁଶୀଲ ମୋଦି

ନୂଆଦିଲ୍ଲୀ,୨୬।୧: ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ। ଆରଜେଡି ହାତ ଛାଡି ନୀତୀଶ ପୁଣିଥରେ ଭାଜପା ଶିବିରକୁ ଫେରୁଥିବା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ରବିବାର ଭାଜପା ସହଯୋଗରେ ସରକାର ଗଠନ କରି ନୀତୀଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri