ଜାତୀୟ

ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍‌ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା

ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ...

କିଏ ଏହି ସୁପ୍ରିମକୋର୍ଟରେ ରେର୍କଡ ସୃଷ୍ଟି କରିଥିବା ଫାତିମା ବିବି, ପଦ୍ମ ଭୂଷଣରେ ହେବେ ସମ୍ମାନିତ

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଘୋଷଣା କରାଯାଇଛି। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ତାଲିକାରେ ୪୦ଜଣ ଓବିସି, ୯ଖ୍ରୀଷ୍ଟିଆନ ଓ ୮ଜଣ ମୁସଲମାନ ଇତ୍ୟାଦି ଅଛନ୍ତି।...

ରବିବାର ଶପଥ ନେବେ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ହେବେ ଭାଜପାର ସୁଶୀଲ ମୋଦି

ନୂଆଦିଲ୍ଲୀ,୨୬।୧: ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ। ଆରଜେଡି ହାତ ଛାଡି ନୀତୀଶ ପୁଣିଥରେ ଭାଜପା ଶିବିରକୁ ଫେରୁଥିବା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ରବିବାର ଭାଜପା ସହଯୋଗରେ ସରକାର ଗଠନ କରି ନୀତୀଶ...

ଆର୍‌ଏସ୍‌ଏସ୍‌ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୬।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ହାତରେ ମୋଦି ଭଳି ବ୍ୟବହାର କରୁଛନ୍ତି। ଏପରିକି ସଂଘ ଏବଂ ଭାଜପା ସମ୍ବିଧାନକୁ ବିକୃତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ...

ରାଜପଥ ନୁହେଁ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରଥମ ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬।୧: ଭାରତରେ ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ ଗଠିତ ହୋଇଥିଲା। ଗଣତନ୍ତ୍ର ଦିବସ ସବୁବେଳେ ଦିଲ୍ଲୀର ରାଜପଥ(କର୍ତ୍ତବ୍ୟ ପଥ)ରେ ଆଯୋଜିତ ହେଉଥିବାବେଳେ ପ୍ରଥମ ଗଣତନ୍ତ୍ର ଦିବସ ଏକ ଷ୍ଟାଡିୟମରେ ପାଳନ ହୋଇଥିଲା। ୧୯୩୦ ଦଶକର ଏହି ଏମଫିଥିଏଟରକୁ ସେତେବେଳେ ଷ୍ଟାଡିୟମ...

Bihar Crisis: ଜେଡିୟୁ ରାସ୍ତାରେ ଆର୍‌ଜେଡି, ଲାଲୁ ପକାଇଲେ ମାଞ୍ଝିଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ଥୋପ

ପାଟନା,୨୬।୧: ବିହାର ରାଜନୀତିରେ ହାଇଡ୍ରାମାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୀତୀଶ କୁମାର ଏନ୍‌ଡିଏ ସହ ଡିଲ୍‌ କରିବାକୁ ପ୍ରସ୍ତୁତ ଥିବା ବେଳେ ଆର୍‌ଜେଡି ମଧ୍ୟ ସରକାର ଗଢ଼ିବାକୁ ନେଇ ଜାଲ ବିଛାଉଛି। ଲାଲୁ...

ନୀତୀଶ-ତେଜସ୍ବୀଙ୍କ ମଝିରେ ପଡ଼ିଥିବା ଖାଲି ଚୌକି କହୁଛିି ମେଣ୍ଟ ଭାଙ୍ଗିବାର କାହାଣୀ

ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପଲଟୁରାମ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସେ ପୁଣିଥରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ହାତ ଛାଡ଼ି ଭାଜପା ସହ ମେଣ୍ଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ଜୋର ଧରିଛି। ଏସବୁ...

ମୋଦି, ମାକ୍ରୋନଙ୍କ କଥାବାର୍ତ୍ତାରେ ଅନେକେ ସହଭାଗିତାର ରାସ୍ତା ସଫା, ଡିଫେନ୍ସ, ସ୍ପେସ, ଏଆଇ ପର୍ଯ୍ୟନ୍ତ ବଡ ଡିଲ

ନୂଆଦିଲ୍ଲୀ,୨୬।୧: ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସାକ୍ଷାତ ପରେ ଭାରତ ଏବଂ ଫ୍ରାନ୍ସ ଏକ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀ (ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଭାଗିଦାରୀ) ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଯାହା ସାମରିକ, ମହାକାଶ, ସ୍ଥଳ...

କଂଗ୍ରେସ ପାଇଁ ବଢିଲା ଅଡୁଆ: ପଶ୍ଚିମବଙ୍ଗର ସିରୁଗୁଡିରେ ରାହୁଲଙ୍କ ରାଲିକୁ ମନା

ସିରୁଗୁଡି,୨୬।୧: ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଢି ଉଠିଥିଲା ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ। ହେଲେ ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଏବେ ବଡ ବିପର୍ଯ୍ୟୟର ସାମ୍ନା କରୁଛି।...

ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ କୁମାର, ଶନିବାର ପାଟନାରେ ଭାଜପାର ବୈଠକ

ପାଟନା,୨୬।୧: ପୁଣିଥରେ ବିହାରରେ ପ୍ରମୁଖ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସନ ପରିବର୍ତ୍ତନ ପାଇଁ ଆନ୍ଦୋଳନ ତୀବ୍ର ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜ ଭବନରେ ପହଞ୍ଚିଥିଲେ। ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ...

ପଦ୍ମ ପୁରସ୍କାର ୨୦୨୪: ୪୦ ଓବିସି, ୯ ଖ୍ରୀଷ୍ଟିଆନ, ୮ ମୁସଲମାନ……ଏଥର ସବୁଠାରୁ ଅଧିକ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଗଣତନ୍ତ୍ର ଦିବସ ୨୦୨୪ପୂର୍ବରୁ ଘୋଷଣା କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହା ପ୍ରଥମ ଥର ପାଇଁ ଅନ୍ୟ ପଛୁଆ...

ଶେଷ ହେବ କି ନୀତୀଶଙ୍କ କ୍ୟାରିୟର? ନମ୍ବର ଗେମ ପଡିପାରେ ଭାରି

ପାଟନା,୨୬।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଣମାଧ୍ୟମ ରିପୋର୍ଟ ଏବଂ ନୀତୀଶଙ୍କ ରାଜନୈତିକ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ ସେ ପୁଣି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri