ଜାତୀୟ

ବିନା ବିଶ୍ରାମରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ଦେଲେ ବାଳକ ରାମ

ଅଯୋଧ୍ୟା,୨୪।୧: ଥଣ୍ଡା ଶୀତରେ ‘ଶିଶୁ ରାମ’ ଭକ୍ତମାନଙ୍କୁ ୧୮ ଘଣ୍ଟା ପର୍ଯ୍ୟନ୍ତ ବିନା ବିଶ୍ରାମରେ ଦର୍ଶନ ଜାରି ରଖିଥିଲେ। ନିଜର ନୂଆ ମନ୍ଦିରରେ ରହିବାର ତୃତୀୟ ଦିନରେ ସମସ୍ତଙ୍କର ପ୍ରିୟ ବାଳକ ରାମ ସକାଳ ୪ଟାରୁ ନିଦରୁ ଉଠିଲେ ଏବଂ...

ପ୍ରଥମ ଦିନ ରାମଲାଲାଙ୍କୁ ଦାନରେ ମିଳିଛି ୩ କୋଟି ୧୭ ଲକ୍ଷ ଟଙ୍କା, ଆଜିଠୁ ବଦଳିଲା ଦର୍ଶନ ସମୟ

ଅଯୋଧ୍ୟା,୨୫।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ମନଖୋଲି ଦାନ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ...

ବିହାରରେ ଗଠବନ୍ଧନ ଛାଡ଼ି ପୁଣି ଭାଜପା ସହ ହାତ ମିଶାଇ ପାରନ୍ତି ନୀତୀଶ କୁମାର:ରିପୋର୍ଟ

ନୂଆଦିଲ୍ଲୀ,୨୫ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଶିବିର ବଦଳାଇବାର ଆଲୋଚନା ହେଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୀତୀଶ କୁମାର ଶେଷ ମୁହୂର୍ତ୍ତରେ ୟୁ-ଟର୍ନରେ ମାରି ଆସନ୍ତା ଲୋକସଭା ନିର୍ବାଚନରେ ​​ଭାଜପା ସହ ହାତ ମିଶାଇ ପାରନ୍ତି। ଗତ...

‘ଆପଣମାନେ ମୋ ପରିବାର, ଆପଣଙ୍କ ସ୍ବପ୍ନ ପୂରା କରିବା ମୋର ସଂକଳ୍ପ’

ନୂୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଭୁ ରାମଙ୍କ ନାମ ନେଇଛନ୍ତି। ବୁଲନ୍ଦସହରରେ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି,...

ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର

ନୂଆଦିଲ୍ଲୀ,୨୫।୧: ସବୁକିଛ ଠିକ ଚାଲୁନାହିଁ ଇଣ୍ଡିଆ ମେଣ୍ଟରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବର ଭଗବନ୍ତ ମନ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିହାରରୁ ଏହି ସଙ୍କେତ ଆସୁଥିବା ଜଣାପଡୁଛି। ସୂଚନାନୁସାରେ, ନୀତୀଶ କୁମାର ରାହୁଲ...

ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…

ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ...

ଇଣ୍ଡିଆରେ ଫାଟ ବଢ଼ିଲା: କଂଗ୍ରେସଠାରୁ ଦୂରେଇଲେ ନୀତୀଶ, ଭାରତ ନ୍ୟାୟ ଯାତ୍ରାରେ ହେବେନି ସାମିଲ…

ପାଟନା,୨୫।୧ : ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ। ଏହୀ ଯାତ୍ରା ୨୯ ଜାନୁଆରୀରେ ବିହାରରେ ପହଞ୍ଚିବାକୁ ଯାଉଛି। ନୀତୀଶଙ୍କ ଏହି ପଦକ୍ଷେପକୁ ଇଣ୍ଡିଆରେ ବଢୁଥିବା ଫାଟର ଆଉ ଏକ...

ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ…

ସୋଲନ,୨୫।୧ : ଶାକାହାରୀମାନେ ଯେଉଁମାନେ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତି ସେମାନେ ଏବେ ଛତୁରେ ଚିକେନ ଏବଂ ମଟନର ସ୍ବାଦ ପାଇ ପାରିବେ। ସେମାନଙ୍କ ପାଇଁ ଏଭଳି ଛତୁ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ସୋଲାନର ସେଣ୍ଟ୍ରାଲ ମଶରୁମ...

ବକ୍ସିଂରୁ ଅବସର ନେଇ ନାହିଁ: ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍‌…

ନୂଆଦିଲ୍ଲୀ,୨୫।୧ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ନେଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି। ମେରି କମ କହିଛନ୍ତି ସେ...

ଟେମ୍ପୋକୁ ଧକ୍କାଦେଲା ଟ୍ୟାଙ୍କର, ୧୨ ମୃତ, ଘନ କୁହୁଡ଼ି ଦୁର୍ଘଟଣାର କାରଣ…

ଶାହାଜାହାନପୁର,୨୫।୧ : ଗୁରୁବାର ସକାଳେ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଆଲ୍ଲାହାଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳରେ ଟେମ୍ପୋକୁ...

ପାହାଡ଼ ଉପରେ କ୍ରିକେଟ ଖେଳର ଭିଡ଼ିଓ ଶେୟାର କଲେ ଆନନ୍ଦ ମହିନ୍ଦ୍ରା, କହିଲେ ଭାରତ କ୍ରିକେଟକୁ ଏକ ଅନ୍ୟ ସ୍ତରକୁ ନେଇଯାଇଛି…

ନୂଆଦିଲ୍ଲୀ,୨୫।୧ : ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ତାଙ୍କ ଫଲୋଅରଙ୍କ ସହିତ ମଜାଳିଆ ଭିଡିଓ ଶେୟାର କରନ୍ତି। ସେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାହାଡରେ କ୍ରିକେଟ ଖେଳୁଥିବା ସ୍ଥାନୀୟ ଲୋକଙ୍କ ଏକ...

Gallantry Awards: ୧୧୩୨ କର୍ମଚାରୀ ହେବେ ସମ୍ମାନୀତ, ଜମ୍ମୁ-କଶ୍ମୀର ପୋଲିସର ସର୍ବାଧିକ ୭୨ ଜଣ, ତାଲିକାରେ ଓଡ଼ିଶାର ୧୫ ଜଣ…

ନୂଆଦିଲ୍ଲୀ,୨୫।୧ : କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri