ଜାତୀୟ

ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍‌ରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଶିନ୍ଦେ ଗୋଷ୍ଠୀର ଆଠ ଜଣ ବିଧାୟକ ଏବଂ ଜଣେ...

ଏହି ଦିନ ଶେଷ ହେଉଛି ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ନୂଆଦିଲ୍ଲୀ,୧୨।୧୧: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି। ଏହା କରିବାରେ ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ,...

ଚେକ୍‌ ହେବ ମୋଦି, ଯୋଗୀଙ୍କ ବ୍ୟାଗ! ଇସିକୁ ଚ୍ୟାଲେଞ୍ଜ କଲେ ଉଦ୍ଧବ

ମୁମ୍ବାଇ,୧୨।୧୧: ସୋମବାର ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିଥିବା ବେଳେ ନିର୍ବାଚନ ଆୟୋଗ ତାଙ୍କ ବ୍ୟାଗରେ ଖୋଜାଖୋଜି କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବ୍ୟାଗ...

ହେମନ୍ତଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ମୈଆ ଯୋଜନା

ନୂଆଦିଲ୍ଲୀ,୧୨।୧୧: ଝାଡ଼ଖଣ୍ଡ ନିର୍ବାଚନରେ ମାଗଣା ଯୋଜନା ସମସ୍ତ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବାକୁ ଯାଉଛି। ଓଡ଼ିଶା ମଡେଲରେ ସେଠାରେ ସୁଭଦ୍ରା ଭଳି ‘ଗୋ ଗୋ ଦିଦି’ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ୨୧୦୦ ଟଙ୍କା ଦେଇ ଭୋଟ ହାତେଇବାକୁ...

ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେଇ ନ ଥିଲେ ଶରଦ ପାଓ୍ବାର! ବଡ଼ ରହସ୍ୟ ଖୋଲି କହିଦେଲେ…

ମୁମ୍ବାଇ,୧୨।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି। ନିର୍ବାଚନର ମହଲ ଏବେ ଗରମ ରହିଛି। ଏହି ସମୟରେ ଏକ ବଡ ରହସ୍ୟ ଉନ୍ମୋଚିତ ହୋଇଛି। ବାସ୍ତବରେ ଏହି ରହସ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ...

ପଦ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୋଡରେ ସିଜେଆଇ ସଞ୍ଜୀବ ଖାନ୍ନା, ଓକିଲଙ୍କୁ ଶୁଣାଇଲେ…

ନୂଆଦିଲ୍ଲୀ,୧୨।୧୧: ଜଷ୍ଟିସ ସଞ୍ଜୀବ ଖାନ୍ନା ବର୍ତ୍ତମାନ ଦେଶର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବା ମାତ୍ରେ ତାଙ୍କ କାର୍ଯ୍ୟ ଏବେ ଦୃଶ୍ୟମାନ ହେଉଛି। ସିଜେଆଇ ଭାବରେ କାର୍ଯ୍ୟକାଳର ପ୍ରଥମ ଦିନରେ ସେ...

ଦିଅର ପାଇଁ ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ: ଆଉ ତା’ପରେ

କାନପୁର,୧୨।୧୧: ଉତ୍ତର ପ୍ରଦେଶର କାନପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଅର ପ୍ରେମରେ ପଡି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ବିଡୁ ପୋଲିସ ଷ୍ଟେଶନ ଅଞ୍ଚଳର ବାସିନ୍ଦା ଦୀନେଶ ଅବସ୍ଥିଙ୍କୁ ସ୍ତ୍ରୀ ଏବଂ ଦିଅର ମିଶି ହତ୍ୟା କରିଛନ୍ତି।...

ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୧୨।୧୧: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଦ୍ୱାରା ୧୬ ଓ ୧୭ ନଭେମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବାର ଧମକ ଦିଆଯାଉଥିବା ଅଡିଓ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି...

ଡେରାଡୁନରେ ଭୟଙ୍କର ଦୁର୍ଘଟଣା: ଏକାସଙ୍ଗେ ଚାଲିଗଲା ୬ ଜୀବନ, କାର୍‌ ଛିନ୍‌ଛତ୍ର

ନୂଆଦିଲ୍ଲୀ,୧୨।୧୧: ସୋମବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ତିନି ପୁଅ ଏବଂ ତିନି ଝିଅ ଅଛନ୍ତି।...

ଘରୁ ୫୦ ଭରି ସୁନା ନେଇଗଲେ ଚୋର: ମାଲିକାଣୀ କଲେ ଏମିତି କାମ,୧୫ ଦିନରେ ମିଳିଲା ସୁନା

ଜୟପୁର,୧୨।୧୧:ରାଜସ୍ଥାନର ଜୟପୁରରେ ଚୋରିର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ଚୋରମାନେ ଏଠାରେ ଥିବା ଏକ ଘରୁ ୫୦ ଭରି ସୁନା ଅଳଙ୍କାର ଚୋରି କରି ପଳାଇ ଯାଇଥିଲେ। ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ସନ୍ଦେହରେ...

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା...

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ ଯାଉଛନ୍ତି। ସେ ୨୦୧୭ଠାରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri