ଜାତୀୟ

ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ

କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି...

ପ୍ରାଣ ପ୍ରତିଷ୍ଠା ନେଇ ଖୁସି ନୁହନ୍ତି କମଲ ହାସନ: କହିଲେ ୩୦ ବର୍ଷ ତଳର ସେହି ପୁରୁଣା ମନ୍ତବ୍ୟ ମୁଁ ଦେବି…

ଚେନ୍ନାଇ,୨୪।୧ : ଯେଉଁଠାରେ ଭାରତର ଅନେକ ସେଲିବ୍ରିଟି ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ଉତ୍ସବ ପାଳନ କରୁଛନ୍ତି। ଏପରିସ୍ଥଳେ ଦକ୍ଷିଣ ହିନ୍ଦୀ ସିନେମାର ସୁପରଷ୍ଟାର କମଲ ହାସନ ଏପରି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି।...

ରାମଭକ୍ତଙ୍କ ପାଇଁ ଖୁସି ଖବର: ଏବେ ରାତିରେ ୩ ଘଣ୍ଟା ଅଧିକ ରାମଲାଲାଙ୍କ ଦର୍ଶନ କରିହେବ…

ଅଯୋଧ୍ୟା,୨୪।୧ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବାକୁ ଯାଉଥିବା ରାମ ଭକ୍ତଙ୍କ ପାଇଁ ଖୁସି ଖବର ରହିଛି। ଏବେ ରାତିରେ ୩ ଘଣ୍ଟା ଅଧିକ ରାମଲାଲାଙ୍କ ଦର୍ଶନ କରିହେବ । ମନ୍ଦିର ପ୍ରଶାସନ ଦର୍ଶନ ସମୟ ବଢ଼ାଇବାକୁ...

ଶାହାଙ୍କ ହାତରେ କାଠକଣ୍ଢେଇ ପାଲଟିଛନ୍ତି ହିମନ୍ତ: ରାହୁଲ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୪।୧ : ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏକାଦଶ ଦିନରେ ରାହୁଲ ଗାନ୍ଧୀ ଆସାମର ବାରପେଟାରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି। ବୁଧବାର ଦିନ ଯାତ୍ରା ଆରମ୍ଭରେ ରାହୁଲ କହିଛନ୍ତି ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା ଦେଇଥିବା...

ମୋଦିଙ୍କ ଉପବାସ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା: କହିଲେ, ୧୧ ଦିନ କେବଳ ପଇଡ ପାଣି ବଞ୍ଚିବା କଷ୍ଟକର

ବେଙ୍ଗାଲୁରୁ,୨୪।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ କରିଥିବା ଉପବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପିଏମ ମୋଦି ପ୍ରକୃତରେ ଉପବାସ ପାଳନ କରିଛନ୍ତି କି ନାହିଁ...

ଜଣେ ପ୍ରକୃତ ଜନ ନେତା ଥିଲେ କର୍ପୁରୀ ଠାକୁର: ମୋଦି

ନୂଆଦିଲ୍ଲୀ,୨୪।୧: ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଥିବା କର୍ପୁରୀ ଠାକୁରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ। କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଜାନୁଆରୀ ୨୪ ଅର୍ଥାତ୍‌ ଆଜି। ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର...

‘ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପ୍ରତି ବିପଦ’, ଶାହାଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଆସାମରେ ହୋଇଥିବା ସଂଘର୍ଷ ସମ୍ପର୍କରେ କଂଗ୍ରେସ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପରେ ଆକ୍ରମଣ ଜାରି ରଖିଛି। ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ...

ରାମଲାଲାଙ୍କୁ ଦର୍ଶନ କଲେ ‘ହନୁମାନଜୀ’: ରାମନ୍ଦିରରେ ଅଲୌକିକ ଦୃଶ୍ୟ

ଅଯୋଧ୍ୟା,୨୪।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାର ଉତ୍ସାହ ସମଗ୍ର ଦେଶରେ ଦେଖାଯାଇଥିଲା। ୫୦୦ ବର୍ଷ ଅପେକ୍ଷା କରିବା ପରେ ଭଗବାନ ଶ୍ରୀ ରାମ ତାଙ୍କ ମହାନ ତଥା ଈଶ୍ୱରୀୟ ମନ୍ଦିରରେ ବସିଥିଲେ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା...

ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭୂତାଣୁ

ନୂଆଦିଲ୍ଲୀ,୨୪।୧: ଆର୍ଟିକ୍‌ ବରଫ ତଳେ ପୋତିହୋଇ ରହିଥିବା ଜୋମ୍ବି ଭୂତାଣୁ ଆଉ ଏକ ଭୟଙ୍କର ମହାମାରୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ମାନବଜାତି ପାଇଁ ବଡ଼ ବିପଦ ଆସୁଥିବା ସେମାନେ ସତର୍କ କରାଇଛନ୍ତି। ଆର୍କ୍ଟିକର ସ୍ଥାୟୀ...

ପ୍ରଥମ ଦିନରେ ଅଯୋଧ୍ୟାରେ ୩ ଲକ୍ଷ ଭକ୍ତ

ଅଯୋଧ୍ୟା,୨୪।୧: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ସମ୍ପନ୍ନ ହେବା ପରେ ମଙ୍ଗଳବାର ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମ ଦିନ ଅପରାହ୍ନ ସୁଦ୍ଧା ପାଖାପାଖି ୩ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିବାବେଳେ...

ମାଳଦ୍ୱୀପ ଅଭିମୁଖେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୨୪।୧: ‘ଗବେଷଣା’ ଜାହାଜର ବାହାନା କରୁଥିବା ଚାଇନାର ଗୁପ୍ତଚର ଜାହାଜ ମାଳଦ୍ୱୀପ ଅଭିମୁଖେ ଯାଉଥିବାରୁ ଏହା ଭାରତର ଚିନ୍ତା ବଢ଼ାଇଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଳଦ୍ୱୀପର ୩ ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ଦୁଇ ଦେଶ ମଧ୍ୟରେ...

ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ: କପୂର୍ରୀଙ୍କୁ ଭାରତ ରତ୍ନ ଘୋଷଣା କରି ଇଣ୍ଡିଆ ସମ୍ମୁଖରେ ଖେଳିଲେ ପଛୁଆବର୍ଗ କାର୍ଡ…

ନୂଆଦିଲ୍ଲୀ,୨୩।୧ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଚଳିତ ବର୍ଷ ମରୋଣପରାନ୍ତ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। କର୍ପୁରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଥରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଦଳିତ ତଥା ପଛୁଆ ବର୍ଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri