ଜାତୀୟ

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା: ନିର୍ବାଚନ କମିଶନ ଦେଲେ ସ୍ପଷ୍ଟୀକରଣ…

ନୂଆଦିଲ୍ଲୀ,୨୩।୧ : ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ୧୬ ଏପ୍ରିଲରେ ଲୋକସଭା ନିର୍ବାଚନ କରିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର...

NEET MDS 2024: ତିନି ଘଣ୍ଟାରେ ୨୪୦ ପ୍ରଶ୍ନ, ମୋଟ ମାର୍କ ୯୬୦, ଜାଣନ୍ତୁ କିପରି ହେବେ ସଫଳ…

ନୂଆଦିଲ୍ଲୀ,୨୩।୧ : ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌)ମାଧ୍ୟମରେ କରାଯାଇଥାଏ। ଏଥିରେ ଏମବିବିଏସ,ଏମଡି, ବିଡିଏସ ତଥା ଏମଡିଏସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥାଏ। ୩୧ ମାର୍ଚ୍ଚ ୨୦୨୪ ରେ NEET MDS 2024 ପରୀକ୍ଷା...

ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବାରେ ଅସମର୍ଥ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ : ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ,୨୩।୧: ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏଆଇ କୃଷିଠୁ...

ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ,୨୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ,୨୩।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ବୁଧବାର ଜାନୁଆରୀ ୨୪ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି।...

Dearness Allowance: ସରକାର ଦେବେ କରୋନା ସମୟର ବକେୟା ୧୮ ମାସର ମହଙ୍ଗା ଭତ୍ତା: ଆଶା ବାନ୍ଧିଛନ୍ତି କର୍ମଚାରୀ ସଂଗଠନ…

ନୂଆଦିଲ୍ଲୀ,୨୩।୧ : କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଆଶା କରୁଛନ୍ତି କରୋନା ମହାମାରୀ ସମୟରେ ଅଟକାଯାଇଥିବା ମହଙ୍ଗା ଭତ୍ତା (ଡିଏ)ର ୧୮ ମାସର ବକେୟା ସରକାର ରିଲିଜ କରିବ। ତେବେ ଏଭଳି ପ୍ରସ୍ତାବ ଉପରେ...

ଶ୍ରୀରାମ କଲେ ମାଲାମାଲ: ବଜାରରେ ଧାର୍ମିକ ପତାକା ଆଉଟ ଅଫ ଷ୍ଟକ, ତିନିଗୁଣା ଦାମ୍‌ରେ ବିକ୍ରି ହେଲା ଦୀପ…

ନୂଆଦିଲ୍ଲୀ,୨୩।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ନେଇ ରାଜଧାନୀ ଦିଲ୍ଲୀ ବଡ଼ ଧରଣର କାରବାର ହୋଇଛି। ରାମନାମୀ ଗେରୁଆ ପତାକା ଆଉଟ ଅଫ ଷ୍ଟକ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦୀପଗୁଡ଼ିକ ତିନି ଗୁଣା ଅଧିକ...

୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନାର ଅଳଙ୍କାର ପିନ୍ଧିଛନ୍ତି ରାମଲଲା

ଅଯୋଧ୍ୟା,୨୩।୧: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର। ସୋମବାର ମନ୍ଦିରକୁ ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା,...

ନିର୍ବାଚନ କମିଶନରଙ୍କ ଟ୍ବିଟକୁ ନେଇ ବଢିଲା ସମ୍ଭାବନା, ଏପ୍ରିଲରେ ହୋଇପାରେ ନିର୍ବାଚନ

ଆଦିଲ୍ଲୀ,୨୩।୧: ଚଳିତ ବର୍ଷର ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ। ନିର୍ବାଚନ କମିଶନରଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଥିବା ଟ୍ବିଟକୁ ନେଇ ବଢ଼ିଲା ସମ୍ଭାବନା। ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା। ଏନେଇ...

Aadhaar Biometric: ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବାୟୋମେଟ୍ରିକ ଲକ-ଅନଲକ କରିବାର ସହଜ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧ : ଆଧାର କାର୍ଡ ପ୍ରତି ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏଥିରେ ଜଣଙ୍କର ପ୍ରତ୍ୟେକ ତଥ୍ୟ ଅଛି। ଦେଶ ବୈଷୟିକ କ୍ଷେତ୍ରରେ ଯେତେ ବିକାଶ କରୁଛି, ବିପଦ ମଧ୍ୟ ସେତିକି ବଢୁଛି। ହ୍ୟାକରମାନେ ସର୍ବଦା ନୂଆ ଉପାୟରେ ଠକେଇ...

ରାମଲାଲାଙ୍କ ଦର୍ଶନ ମାତ୍ର ହଜାରେ ଟଙ୍କାରେ: ଯିବା-ଆସିବା-ଖାଇବା ମାଗଣା, କିଏ ଦେଉଛି ଜାଣନ୍ତୁ…

ଅଯୋଧ୍ୟା,୨୩।୧ : , ଅଯୋଧ୍ୟାରେ ଭଗବାନ ରାମଙ୍କ ନୂତନ ମନ୍ଦିର ଉଦଘାଟନ କରାଯାଇଛି। ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥିଲା। ଭକ୍ତଙ୍କ ଏହି ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ...

ରାମଲଲାଙ୍କ ଦର୍ଶନ ପାଇଁ ଭିଡ ବେକାବୁ: ପୋଲିସର ଲାଠିଚାର୍ଜ, ଭକ୍ତ ଆହତ

ଅଯୋଧ୍ୟା,୨୩।୧: ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ମଙ୍ଗଳବାର ପ୍ରବଳ ଭିଡ ହୋଇଛି। ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri