ଜାତୀୟ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୋଦିଙ୍କ ବ୍ରତ ଖୋଲିଥିବା ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ କିଏ

ଅଯୋଧ୍ୟା,୨୩।୧: ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସୋମବାର ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ସମ୍ପନ୍ନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଏହି ସମୟରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ମୋଦିଙ୍କ...

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ହେଉ ଭାରତ: ଏଲନ ମସ୍କ

ନୂଆଦିଲ୍ଲୀ,୨୩।୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ କେତେକ ପ୍ରସଙ୍ଗରେ ବିଶ୍ୱର ବୃହତ୍ତମ ସଂଗଠନ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା...

୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା

ଭୋପାଳ,୨୩।୧:ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ମହିଳା ଚିତା ଜ୍ୱାଳା ତିନି ଛୁଆକୁ ଜନ୍ମ ଦେଇଛି। ସମସ୍ତ ତିନୋଟି ଛୁଆ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାପୂର୍ବରୁ ଜ୍ୱାଳାଚିତା ଚାରି ଛୁଆ ଜନ୍ମ ଦେଇଥିଲା।...

୧୭ ହଜାର ଫୁଟ୍‌ ଉଚ୍ଚରେ ଖରାପ ହେଲା ଇଣ୍ଡିଗୋ ବିମାନର ଇଞ୍ଜିନ୍‌, ଥିଲେ ୧୬୦ ଯାତ୍ରୀ

ଜୟପୁର,୨୩।୧: ଜୟପୁରରୁ କୋଲକାତା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଛି। ଉଡାଣ ଭରିବାର ୩୫ ମିନିଟ ପରେ ଇଣ୍ଡିଗୋ ବିମାନ(6E-784)ର ଇଞ୍ଜିନ ଫେଲ୍‌ ହୋଇଯାଇଥିଲା। ଏଥିଯୋଗୁ ବିମାନଟିକୁ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଏଥିରେ ଥିବା...

ଭବ୍ୟ ମହଲରେ ବିରାଜମାନ ହେଲେ ବାଳକ ରଘୁନନ୍ଦନ…ଦେଶବାସୀ ଅଭିଭୂତ, ମୋଦି ଉପହାର ଦେଲେ ଚାନ୍ଦିର ଛତା

ଅଯୋଧ୍ୟା,୨୩।୧: ରାମନଗରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ସହିତ କେବଳ ଅଯୋଧ୍ୟାରେ ନୁହେଁ ଦେଶରେ ମଧ୍ୟ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସୋମବାର କୃଷ୍ଣଶିଳାରେ ପ୍ରାଣ ପ୍ରତିଷ୍ଠା ସହିତ ପାଞ୍ଚ ଶତାବ୍ଦୀର ଅପେକ୍ଷା ଶେଷ ହୋଇଥିଲା ଏବଂ ରାମଲାଲା...

ଶେଷ ହେବ ମ୍ୟାଲେରିଆ, ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ/ଜେନେଭା,୨୩।୧: ମ୍ୟାଲେରିଆ ହେଉଛି ଏକ ବିଶ୍ୱସ୍ତରୀୟ ରୋଗ, ଯେଉଁଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି। ଏଥିରେ ବହୁ ସଂଖ୍ୟକ ଶିଶୁ ରହୁଛନ୍ତି। ଆଫ୍ରିକୀୟ ମହାଦେଶରେ ପ୍ରତିବର୍ଷ ମ୍ୟାଲେରିଆର ପ୍ରକୋପ ଦେଖିବାକୁ ମିଳେ। ଏହି ରୋଗରେ ପୀଡିତମାନଙ୍କ...

ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧: ୨୦୨୨ ଜୁନ୍‌ରେ ଶିବସେନା ବିଭାଜିତ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ପ୍ରକୃତ ରାଜନୈତିକ ଦଳ ଘୋଷଣା କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ...

ଆତ୍ମସମର୍ପଣ କଲେ ୧୧ ବଳାତ୍କାରୀ

ଗୋଧ୍ରା,୨୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍‌ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା...

୧୫୦ ବର୍ଷର ଭବିଷ୍ୟବାଣୀ ହେଲା ସତ

ରାୟପୁର,୨୩।୧: ଛତିଶଗଡର ରାମନାମୀ ଏକ ଏମିତି ସମ୍ପ୍ରଦାୟ, ଯେଉଁମାନେ ରାମନାମ ଶରୀରରେ ଟାଟୁ କରନ୍ତି। ଏହି ଶ୍ରେଣୀର ପୂର୍ବପୁରୁଷମାନେ ପୂର୍ବରୁ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଶୁକ୍ଲପକ୍ଷ ଏକାଦାଶୀ ଏବଂ ତ୍ରୟୋଦଶୀ ମଧ୍ୟରେ ହେବ। ଆଜିକାଲି...

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର, ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ଭିଡ

ଅଯୋଧ୍ୟା,୨୩।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହେବା ଆରମ୍ଭ କରିଛନ୍ତି ଏବଂ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଆଜିଠାରୁ...

ରାମମନ୍ଦିର ପାଇଁ ଏତିକି ଟଙ୍କା ଦାନ ଦେଲେ ଅମ୍ବାନୀ ପରିବାର

ନୂଆଦିଲ୍ଲୀ,୨୩।୧: ଅମ୍ବାନୀ ପରିବାର ରାମ ଜନ୍ମଦିନ ତୀର୍ଥ କ୍ଷେତର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ସୋମବାର ଅଯୋଧ୍ୟାରେ ରାମ ଲାଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଅମ୍ବାନୀ ପରିବାର ହଜାର ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ...

ଦିଲ୍ଲୀ, ନଏଡା, ଗାଜିଆବାଦରେ ଭୂକମ୍ପ

ନୂଆଦିଲ୍ଲୀ,୨୩।୧: ସୋମବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଘଟିଥିବା ଭୂକମ୍ପ ପରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖଇବାକୁ ମିଳିଥିଲା। ଜାତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri