ଜାତୀୟ

ଦିଲ୍ଲୀ, ନଏଡା, ଗାଜିଆବାଦରେ ଭୂକମ୍ପ

ନୂଆଦିଲ୍ଲୀ,୨୩।୧: ସୋମବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଘଟିଥିବା ଭୂକମ୍ପ ପରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖଇବାକୁ ମିଳିଥିଲା। ଜାତୀୟ...

ବାସଭବନରେ ଦୀପ ଜଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧: ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମାପ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଦୀପ ଜାଳିଛନ୍ତି। ଏଥିସହ ରାମଜ୍ୟୋତି ପ୍ରଜ୍ଜଳିତ କରି ନିଜ ଘରେ ରାମଲାଲାଙ୍କୁ ସ୍ବାଗତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ...

ବିଲ୍‌କିସ ମାମଲା: ଆତ୍ମସମର୍ପଣ କଲେ ସମସ୍ତ ୧୧ ଦୋଷୀ

ଗୋଧ୍ରା,୨୨।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍‌ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜାଣନ୍ତୁ କ’ଣ କହିଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା,୨୨।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଖ୍ୟାତନାମା ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ପ୍ରତିକ୍ରିୟା ଆସିଛି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାତା ଅରୁଣ ନିଜକୁ ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଅନୁଭବ କରୁଥିବା ସୋମବାର ପ୍ରକାଶ କରିଛନ୍ତି। ଭଗବାନ ରାମ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ ଆଜି ଜୀବନ ଧନ୍ୟ ହୋଇଗଲା…

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସିଏମ ଯୋଗୀ ଲେଖିଛନ୍ତି,...

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦି, ୧ କୋଟି ଘରେ ଲାଗିବ ସୋଲାର, ଏହି ମାନେ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍‌। ପିଏମ...

ପ୍ରାଣ ପ୍ରତିଷ୍ଠା ସମାରୋହରେ ଆସିଥିବା ଅତିଥିଙ୍କୁ ମିଳିଲା ଏହି ସବୁ ଉପହାର

ଅଯୋଧ୍ୟା , ୨୨।୧: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ସମାରୋହ ମଧ୍ୟରେ ରାମଲାଲାଙ୍କ ନୂତନ ପ୍ରତିମାର ପ୍ରାଣ ପ୍ରତିଷ୍ଠା ହୋଇଛି। ଏହି ରୀତିନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ,...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ମମତାଙ୍କ ସର୍ବଧର୍ମ ରାଲି, କାଳୀଘାଟ ମନ୍ଦିରରେ କଲେ ପୂଜା

କୋଲକାତା,୨୨।୧: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି। ହାଜରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବଧର୍ମ ରାଲିରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି...

ଅତିଥିଙ୍କୁ ଅଣଦେଖା କରି ନାହାନ୍ତି ମୋଦି

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀ ଓହ୍ଲାଇ ଆସି ଲୋକଙ୍କ ମଧ୍ୟରେ ପହଞ୍ଚିଥିଲେ। ସେ ଗ୍ୟାଲେରୀରେ ବସିଥିବା ସେଲିବ୍ରିଟିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପରେ ସେ ରବିନ୍ଦ୍ର ଜାଡେଜା, ପି.ଟି ଉଷା, ରଜନୀକାନ୍ତ, କୁମାର ମଙ୍ଗଲମ ବିର୍ଲା, ମୁକେଶ...

ଟିମ୍‌ ଇଣ୍ଡିଆର ଜର୍ସି ପ୍ରସ୍ତୁତ କରିଥିବା ବ୍ୟକ୍ତି ହିଁ କରିଛନ୍ତି ରାମଲାଲାଙ୍କ ପୋଷାକ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ସ୍ବପ୍ନ ସାକାର ହୋଇଛି। ଏହି ଅବସରରେ ରାମଲାଲାଙ୍କ ପାଇଁ ପୋଷାକ ତିଆରି କରିଥିବା ଆମ୍ବେଦକର ନଗରର ଡିଜାଇନର୍‌ ମନୀଷ ତ୍ରିପାଠୀ ବେଶ୍‌...

ଏଥର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ରାମ ମନ୍ଦିରର ଝଲକ

ନୂଆଦିଲ୍ଲୀ,୨୨।୧: ଜାନୁଆରୀ ୨୬ରେ ଦେଶ ଏହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ପ୍ରତିବର୍ଷ ପରି ଦେଶର ସମସ୍ତ ରାଜ୍ୟ ସେମାନଙ୍କ ପ୍ରଜ୍ଞାପନ ମେଢ ଉପସ୍ଥାପନ କରିବେ। ଏଥର ଉତ୍ତରପ୍ରଦେଶର ‘ବିକଶିତ ଭାରତର ସମୃଦ୍ଧ ଐତିହ୍ୟ’ ବିଷୟବସ୍ତୁ ଉପରେ...

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ କଂଗ୍ରେସ ମନ୍ତ୍ରୀ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ହିମାଚଳ ପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ମୁଁ ଏଠାରେ ଉପସ୍ଥିତ ରହି ନିଜକୁ ଭାଗ୍ୟବାନ ମନେ କରୁଛି। ଆଜି ଦେଶ ତଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri