ଜାତୀୟ

ଶେଷରେ ମାନିଲେ କଂଗ୍ରେସ ନେତା: ମୋଦିଙ୍କ ବିନା ସମ୍ଭବ ହୋଇପାରି ନ ଥାନ୍ତା ରାମମନ୍ଦିର

ନୂଆଦିଲ୍ଲୀ,୨୨।୧: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ତାଙ୍କ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ସେ ପାର୍ଟି ଲାଇନ ବାହାରେ ନିଜର ମତ ପ୍ରକାଶ କରନ୍ତି। ସେପଟେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଅଯୋଧ୍ୟାରେ ପହଞ୍ଚିଲେ ମୋଦି

ଅଯୋଧ୍ୟା,୨୨ା୧: ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି। ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ...

ସେନାରେ ୨୦୨୭ ସୁଦ୍ଧା ୧୨ ଲକ୍ଷ କର୍ମଚାରୀ ହରାଇବେ ଚାକିରି: ଖଚରଙ୍କ ସ୍ଥାନରେ କାମ କରିବ ଡ୍ରୋନ…

ନୂଆଦିଲ୍ଲୀ,୨୨।୧ : ଭାରତୀୟ ସେନାରେ ଲଗେଜ ନେଇଥିବା ଖଚରମାନେ ଏବେ ଇତିହାସ ପାଲଟିବେ। ସେମାନଙ୍କ ବଦଳରେ ସେନା ବର୍ତ୍ତମାନ ଡ୍ରୋନ ବ୍ୟବହାରକୁ ବୃଦ୍ଧି କରୁଛି। ଏହି ଖଚରଗୁଡିକ ତୁଷାରପାତ ପର୍ବତ ଏବଂ ଖରାପ ରାସ୍ତା ଦେଇ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ...

ରାମମନ୍ଦିର ନିର୍ମାଣ ପାଇଁ ହୃଦୟଖୋଲା ଦାନ କରିଛନ୍ତି ଏହିସବୁ ଅଭିନେତା: ଜାଣନ୍ତୁ କିଏ କେତେ ଦେଇଛନ୍ତି

ନୂଆଦିଲ୍ଲୀ,୨୨।୧: ଶେଷରେ ସେହି ଐତିହାସିକ ମୁହୂର୍ତ୍ତ ଆସିଛି, ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଜାନୁୟାରୀ ୨୨ ଅର୍ଥାତ୍‌ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।...

ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍‌ର ଏସବୁ କଳାକାର

ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ବର ପରି ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ...

ପ୍ରାଣ ପ୍ରତିଷ୍ଠା ଉତ୍ସବ: ନଡ୍ଡା-ଶାହା କାହିଁକି ଯିବେନି…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ରବିବାର ସନ୍ଧ୍ୟାଠାରୁ ଅତିଥିମାନେ ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ତେବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା...

ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…

ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍‌ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ...

ପ୍ରାଣ ପ୍ରତିଷ୍ଠା: ‘ଆରତି’ ସମୟରେ ଅଯୋଧ୍ୟାରେ ଫୁଲ ବର୍ଷା କରିବ ସେନା ହେଲିକପ୍ଟର

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଆରତି ସମୟରେ ଫୁଲ ବର୍ଷା କରାଇବ ଭାରତୀୟ ସେନା ହେଲିକପ୍ଟର ଏବଂ ମନ୍ଦିରରେ ଆରତୀ ସମୟରେ ୩୦ କଳାକାର ମନ୍ଦିର ପରିସରରେ ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ର ବଜାଇବେ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।...

ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗ ଦେବେନି ଲାଲକୃଷ୍ଣ ଆଡଭାଣୀ, ଏହା ହେଉଛି କାରଣ…

ଅଯୋଧ୍ୟା,୨୨।୧ : ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାଣୀ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂତ୍ରରୁ ପ୍ରକାଶ , ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା କମ। ଥଣ୍ଡା ଯୋଗୁ ଆଡଭାଣୀ...

ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧...

ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସହର ଉପରେ ୧୦,୭୧୫ ଏଆଇ କ୍ୟାମେରା ନଜର…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦,୭୧୫ ଏଆଇ ଆଧାରିତ କ୍ୟାମେରା ସହର ଉପରେ ନଜର ରଖିଛି। ଏନଏସଜିର ଦୁଇଟି ସ୍ନାଇପର ଦଳ ନିୟୋଜିତ ହୋଇଛନ୍ତି। ବିସ୍ଫୋରକ ସାମଗ୍ରୀ ପାଇଁ ଭୂମି ଯାଞ୍ଚ କରିବା ପାଇଁ...

ରାମମନ୍ଦିର ପ୍ରାଣପ୍ରତିଷ୍ଠା: ପଞ୍ଚମ ୧୨୧ ଆଚାର୍ଯ୍ୟଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ, ୨୨।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିନୀତି ଜାରି ରହିଛି। ପଞ୍ଚମ ଦିନରେ ଅନୂ୍ୟନ ୧୨୧ ଆଚାର୍ଯ୍ୟ ବିଭିନ୍ନ ଧର୍ମୀୟ ଉତ୍ସବ ଅନୁଷ୍ଠାନ କରିଛନ୍ତି। ପ୍ରଥମ ଦୁଇଦିନରେ ଧାର୍ମିକ କ୍ରିୟାକର୍ମ ମନ୍ଦିର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri