ଜାତୀୟ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସ୍ୱାମୀ

ନୂଆଦିଲ୍ଲୀ, ୨୧।୧: ଆତ୍ମଘୋଷିତ ଭଗବାନ ତଥା ପଳାତକ ବଳାତ୍କାର ଅଭିଯୁକ୍ତ ନିତ୍ୟାନନ୍ଦ ରବିବାର ଦାବି କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ତଥାକଥିତ ଦେଶ ‘କୈଳାଷ’ରେ...

ରାଜ୍ୟ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ରାହୁଲ

ଦିସପୁର,୨୧।୧: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ରବିବାର ୮ ଦିନ ପୂରଣ ହାଇଛି। ।ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅରୁଣାଚଳ ପ୍ରଦେଶର ରାଜଗଡ-ହୋଲୋଙ୍ଗୀ ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହି ଅଞ୍ଚଳ ଅରୁଣାଚଳ ପ୍ରଦେଶ ଏବଂ...

ବିରାଜିବେ ରାମଲାଲା, ୭୦ ବର୍ଷ ପରେ ଫେରିବେ ସ୍ବସ୍ଥାନ

ଅଯୋଧ୍ୟା,୨୧।୧: ଜାନୁୟାରୀ ୨୧ ରାତି ୮ଟାରେ ଶାୟନ ଆରତୀଙ୍କ ପରେ ରାମଲାଲା ବିରଜମାନର ମୂଳ ପ୍ରତିମାକୁ ନୂତନ ରାମ ମନ୍ଦିରକୁ ସ୍ଥାନାନ୍ତର କରାଯିବ। ଭଗବାନ ହନୁମାନଙ୍କ ମୂଳ ପ୍ରତିମା ତଥା ତାଙ୍କ ଭାଇ ପ୍ରଭୁ ଲକ୍ଷ୍ମଣ, ଶତ୍ରୁଘ୍ନନ ଏବଂ ଭରତ...

ରାମଙ୍କ ଭଜନ ଗାଇ ଚର୍ଚ୍ଚାରେ ସୀମା ହାଇଦର

ଲକ୍ଷ୍ନୌ,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିବେ। ଭକ୍ତମାନଙ୍କ ମଧ୍ୟରେ ରାମ ମନ୍ଦିରକୁ ବହୁତ ଉତ୍ସାହ...

‘ପ୍ରାଣ ପ୍ରତିଷ୍ଠା ଦିନରେ ଏହା କର ନାହିଁ …’, ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ, ୨୧।୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ପୁଣି ଥରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କୁ ଟାର୍ଗେଟ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାନୁଆରୀ ୨୨ ରେ ବାତାଦରବାରେ...

ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨୧।୧: ଆଫଗାନିସ୍ତାନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରୁଷିଆ ଯାଉଥିଲା ବେଳେ ପାହାଡ଼ରେ ପିଟି ହୋଇ ଖସିପଡିଥିବା କୁହାଯାଉଛି।...

ପ୍ରାଣ ପ୍ରତିଷ୍ଠାକୁ ଯିବେନି ଚନ୍ଦ୍ରଚୂଡ, ରାୟ ଦେଇଥିବା ୫ ଜଣିଆ ସାମ୍ବିଧାନିକ ବେଞ୍ଚର ଜଣେ ବିଚାରପତି ଉତ୍ସବରେ ଦେବେ ଯୋଗ…

ଅଯୋଧ୍ୟା,୨୧।୧ : ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ। ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ତତ୍କାଳୀନ...

ଆଫଗାନିସ୍ତାନରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ,୨୧।୧: ସ୍କୋ ଅଭିମୁଖେ ଯାଉଥିବା ଏକ ଭାରତୀୟ ବିମାନ ରବିବାର ଆଫଗାନିସ୍ତାନର ବଦାଖଶାନର ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବଦାଖଶାନ ପୋଲିସ କମାଣ୍ଡ କହିବା ଅନୁଯାୟୀ ଯାତ୍ରୀବାହୀ ବିମାନ ଗତକାଲି ରାତିରେ...

ମହାକାଶରୁ କିପରି ଦେଖାଯାଉଛି ରାମ ମନ୍ଦିର, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର…

ଅଯୋଧ୍ୟା,୨୧।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମହାକାଶରୁ ରାମ ମନ୍ଦିରର ଚିତ୍ର ଜାରି କରିଛି। ଇସ୍ରୋ ଏହାର ସ୍ବଦେଶୀ ସାଟେଲାଇଟ ବ୍ୟବହାର...

ରାମଲଲାଙ୍କ ଶଶୁରଙ୍କ ଘରୁ ଆସିଲା ୨୫୧ ପ୍ରକାର ଭାର, ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ଉପହାର

ଅଯୋଧ୍ୟା,୨୧।୧: ରାମଙ୍କ ଶଶୁରଘରୁ ଆସିଲା ୨୫୧ ପ୍ରକାର ଭାର। ଅଯୋଧ୍ୟାରେ ଜାନୁଆରୀ ୨୨କୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଯାହାକୁ ନେଇ ବୈଶାଳୀ ଜିଲାର ପାତେପୁରସ୍ଥିତ ଶ୍ରୀରାମ-ଜାନକୀ ମଠରୁ ୨୫୧ ପ୍ରକାର ଭାର ପଠାଯାଇଛି। ମାତା ସୀତାଙ୍କ ସନ୍ମସ୍ଥଳୀ...

ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଅଯୋଧ୍ୟା, ଚାରିଆଡେ ଯବାନଙ୍କ କଡ଼ା ପହରା…

ଅଯୋଧ୍ୟା,୨୧।୧ : ଜାନୁଆରୀ ୨୨ରେ ଭଗବାନ ଶ୍ରୀରାମଙ୍କ ସହର ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ଜୋରସୋରରେ...

ଭାରୀ ଜିନିଷ ଅର୍ଡର କରନ୍ତୁ ନାହିଁ, ଥକ୍କି ପଡୁଛୁ; ଗ୍ରାହକଙ୍କୁ ନିବେଦନ କରିବାରୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲା ଆମାଜନ

ନୂଆଦିଲ୍ଲୀ,୨୧।୧: ଭାଇରାଲ ହେବା ପାଇଁ ଏବେ ଲୋକମାନେ ରିଲ୍ସ ଓ ସର୍ଟସ୍ପ ଭିଡିଓରେ ଅଜବଗଜବ ପ୍ରକାର କୌଶଳ ଆପଣାଉଛନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମାଜନ ପରି ବହୁ ଟେକ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri