ଜାତୀୟ

ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ

ଦିଶପୁର,୨୦।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଛି ଆକ୍ରମଣ। ଆସାମର ଉତ୍ତର ଲକ୍ଷ୍ମୀପୁରରେ ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାତ୍ରାବେଳେ ଭାଜପାକର୍ମୀ ବହୁ ସଂଖ୍ୟାରେ...

ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା

ନୂଆଦିଲ୍ଲୀ,୨୦।୧: ଆଉ କେଇଟା ଦିନ ପରେ ଅଯୋଧ୍ୟାରେ ବିଜେ କରିବେ ଶ୍ରୀରାମ। ଏଥିପାଇଁ ସାରା ଅଯୋଧ୍ୟାରେ ଖୁସିର ମାହୋଲ ଜାରି ରହିଛି। ଏହି ଦିନକୁ ଅନେକ ରାଜ୍ୟ ଛୁଟି ଘୋଷଣା କରିଥିାବେଳେ କେନ୍ଦ୍ର ସରକାର ଓ ଓଡିଶା ସରକାର ଏହିଦିନକୁ...

୫୦୦ଟଙ୍କିଆ ନୋଟ୍‌ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ

ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍‌...

୩ ଫେବୃଆରୀ ପର୍ଯ୍ୟନ୍ତ ସିସୋଡିଆ-ସଞ୍ଜୟଙ୍କ ବୃଦ୍ଧି ହେଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍‌ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ...

ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ରୀତିନୀତି କରୁଛନ୍ତି। ଅନେକ ରାମ ଭଜନ ଶେୟାର ପରେ ଶନିବାର ପ୍ରଧାନମନ୍ତ୍ରୀ ମା ଶବରୀ ପ୍ରସଙ୍ଗ ସହ ଜଡିତ...

ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବାର ଗୁଜବ ଭିତରେ ପୁଣି ବିବାହ କଲେ ଶୋଏବ ମଲିକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ...

ରାମ ମନ୍ଦିର ପାଇଁ ଆଫଗାନିସ୍ତାନରୁ ଆସିଲା ଖାସ୍‌ ଉପହାର

ଲକ୍ଷ୍ନୌ,୨୦।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏଥିପାଇଁ ଆଜି ଶନିବାର ହେଉଛି ବୈଦିକ ରୀତିନୀତିର ପଞ୍ଚମ ଦିନ ଯାହା ଏକ ସପ୍ତାହ ପୂର୍ବରୁ ଚାଲିଥିଲା। ଏହି ସମୟରେ, ବିଶ୍ୱର ବିଭିନ୍ନ...

ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ

ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍‌ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ...

ଦିଲ୍ଲୀର ବାବର ରୋଡ୍‌ ସ୍ଥାନରେ ‘ଅଯୋଧ୍ୟା ମାର୍ଗ’…ପୋଷ୍ଟର ଲଗାଇଲା ହିନ୍ଦୁ ସେନା

ନୂଆଦିଲ୍ଲୀ,୨୦।୧: ଗୋଟିଏ ପଟେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ରୀତିନୀତି ଚାଲିଥିବାବେଳେ ଅନ୍ୟପକ୍ଷେ ଦିଲ୍ଲୀର ବାବର ରୋଡ୍‌ ବୋର୍ଡରେ ଅଯୋଧ୍ୟା ମାର୍ଗର ଏକ ପୋଷ୍ଟର ଲଗାଯାଇଛି। ହିନ୍ଦୁ ସେନା ପକ୍ଷରୁ ଶନିବାର ଏହି ପୋଷ୍ଟର ଲଗାଯାଇଛି। ପୂର୍ବରୁ...

ମୁଁ ଅଯୋଧ୍ୟା ନିଶ୍ଚୟ ଯିବି, ଯଦି କୌଣସି ଦଳକୁ ଆପତ୍ତି ଥାଏ ତେବେ ଫରକ ପଡେନା: ହରଭଜନ ସିଂହ

ନୂଆଦିଲ୍ଲୀ,୨୦।୧: ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କୁ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି। ଏହାକୁ ନେଇ କ୍ରିକେଟର...

Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା...

ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ

ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ଥିବାରୁ ୨୦୦୦ ଟଙ୍କା ନୋଟ ବଦଳାଇବା ସୁବିଧା ଉପଲବ୍ଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri