ଜାତୀୟ

ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ

ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ଥିବାରୁ ୨୦୦୦ ଟଙ୍କା ନୋଟ ବଦଳାଇବା ସୁବିଧା ଉପଲବ୍ଧ...

ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ମୁମ୍ବାଇ,୨୦।୧: ମହାରାଷ୍ଟ୍ର ଥାନେର ଏକ ଅତାଲତ ଖବରଦାତା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ବୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର...

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଅଗଣତାନ୍ତ୍ରିକ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: ଏକ ଦେଶ ଏକ ନିର୍ବାଚନ ଚିନ୍ତାଧାରା ଅଗଣତାନ୍ତ୍ରିକ ଏବଂ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ କହି କଂଗ୍ରେସ ଏହାର ଦୃଢ଼ ବିରୋଧ କରିଛି। ଏହା ସଂଘବାଦ ଗ୍ୟାରେଣ୍ଟିର ବିରୋଧ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏଭଳି...

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଅଯୋଧ୍ୟା ରାୟ ଦେଇଥିବା ବିଚାରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦ା୧: ୨୦୧୯ ନଭେମ୍ବର ୯ରେ ଐତିହାସିକ ଅଯୋଧ୍ୟା ରାୟ ଆସିଥିଲା। ବିବାଦୀୟ ବାବ୍ରି ମସ୍‌ଜିଦ ସ୍ଥଳ ରାମଲାଲାଙ୍କର ବୋଲି ରାୟ ଦେଇଥିବା ସାମ୍ବିଧାନିକ ପୀଠର ସମସ୍ତ ବିଚାରପତିଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ...

ଅଯୋଧ୍ୟାରେ ରାମଲଲାଙ୍କ ଅସ୍ଥାୟୀ ମନ୍ଦିର ଦର୍ଶନ ଶେଷ, ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ମହାପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶର କୋଣଅନୁକୋଣରେ ବହୁବିଧ କାର୍ଯ୍ୟକ୍ରମ ଚାଲିଛି । ଏହିକ୍ରମରେ ୫୧ ଇଞ୍ଚ ଉଚ୍ଚତାର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଅଣାଯାଇ ମନ୍ଦିର ପରିସର ଭିତରେ ରଖାଯାଇଛି । ଗଣପତି ଓ ଅନ୍ୟ ଦେବତାଙ୍କୁ...

ବିଲ୍‌କିସ୍‌ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୧୧ ଅପରାଧୀଙ୍କୁ ଆସନ୍ତା ରବିବାର ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ...

ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା

ନୂଆଦିଲ୍ଲୀ,୧୯ା୧: ରାଜଧାନୀ ଦିଲ୍ଲୀରେ କୁକୁର ଆତଙ୍କ ବଢ଼ିବାରେ ଲାଗିଛି। ଏକ ଅଭାବନୀୟ ଘଟଣା କ୍ରମେ ଜେଜେଙ୍କ କୋଳରୁ ଦେଢ଼ ବର୍ଷର ନାତୁଣୀକୁ ଟାଣି ନେଇ କାମୁଡ଼ିଛି ପିଟ୍ ବୁଲ୍ କୁକୁର। ଏଥିରେ ଶିଶୁକନ୍ୟାଟିର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା...

କେନ୍ଦ୍ର ସରକାର ଅନୁମତି ଦେଲେ ଇତିହାସ ରଚିବ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୧: ଇତିହାସ ରଚିବାକୁ ଯାଉଛି ସୁପ୍ରିମକୋର୍ଟ। କାରଣ ସର୍ବୋଚ୍ଚ ନ୍ୟାୟାଳୟରେ ଦାୟିତ୍ୱ ପାଇବାକୁ ଯାଉଛନ୍ତି ଆଉ ଜଣେ ଦଳିତ ବିଚାରପତି। ଏନେଇ ସୁପ୍ରିମକୋର୍ଟର କଲେଜିୟମମାନେ ଏକ ବୈଠକରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପିବି ବରାଲେଙ୍କ ନାମ ସୁପାରିଶ କରିଛନ୍ତି।...

ରାମଲଲାଙ୍କ ଦର୍ଶନ ପାଇଁ ଘରୁ ଲୁଚି ପଳାଇଲେ ଦୁଇ ନାବାଳିକା ଭଉଣୀ

ଇନ୍ଦୋର,୧୯।୧: ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ କେବଳ ଅଯୋଧ୍ୟା ନୁହେଁ ସାରା ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ଏହି ଅବସରରେ ଦେଶ-ବିଦେଶରୁ ବହୁ ଲୋକ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଟେଲିଭିଜନ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ରାମ ମନ୍ଦିର...

ବ୍ୟାଙ୍କର ନାଁ ‘ସୀତାରାମ’, ହୁଏନି ଟଙ୍କାପଇସା ନେଣଦେଣ

ଅଯୋଧ୍ୟା,୧୯।୧: ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଜାନୁଆରୀ ୨୨ରେ ମନ୍ଦିରରେ ବିରାଜମାନ କରିବେ ରାମଲଲା। ଶୁକ୍ରବାର ପ୍ରଥମ ଥର ପାଇଁ ରାମଲଲାଙ୍କ କମନୀୟ ମୂର୍ତ୍ତି ଲୋକଲୋଚନକୁ ଆସିଛି। ତେବେ ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ...

ରାମ ମନ୍ଦିର ପ୍ରତିଷ୍ଠା ପାଇଁ କରିଥିଲେ ଭୀଷ୍ମ ପ୍ରତିଜ୍ଞା, ୩୧ବର୍ଷ ହେଲା ପେଟକୁ ଯାଇନି ଅନ୍ନ

ଅଯୋଧ୍ୟା,୧୯।୧: ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏବେ ଗଗନେ ପବନେ କେବଳ ରାମନାମର ହିଁ ଗୁଞ୍ଜରଣ ହେଉଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଥମ ଥର ରାମଲଲାଙ୍କ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଛି। କେବଳ ଦେଶବାସୀ ନୁହେଁ ମନ୍ଦିର...

ମଧୁର ହସ, ମଥାରେ ତିଳକ: ସାମ୍ନାକୁ ଆସିଲା ରାମ ଲାଲାଙ୍କର ପୂର୍ଣ୍ଣବୟବ ମୂର୍ତ୍ତିର ଫଟୋ

ନୂଆଦିଲ୍ଲୀ,୧୯।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ସାମ୍ନାକୁ ଆସିଛି ରାମଲାଲାଙ୍କ ପୂର୍ଣ୍ଣବୟବ ମୂର୍ତ୍ତିର ଫଟୋ। ଭକ୍ତମାନେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ଫଟୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri