ଜାତୀୟ

ନୃଶଂସତା: ଜଲ୍ଲିକଟ୍ଟୁର ଷଣ୍ଢକୁ ମାଡ଼ି ବସି ଜିଅନ୍ତା କୁକୁଡ଼ା ଖୁଆଇଲେ ୩ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

ଚେନ୍ନାଇ,୧୯।୧: ତାମିଲନାଡ଼ୁର ଜଣେ ୟୁଟ୍ୟୁବ୍‌ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ୩ଜଣଙ୍କ ସହ ମିଶି ଜଲ୍ଲିକଟ୍ଟୁର ଷଣ୍ଢକୁ ଜିଅନ୍ତା କୁକୁଡ଼ା ଖାଇବାକୁ ଦେଇଥିବାର ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦୨୩ରେ ୟୁଟ୍ୟୁବ୍‌ରେ ଭିଡିଓ ଅପ୍‌ଲୋଡ ହୋଇଥିବା ବେଳେ ତାହା ଭାଇରାଲ...

ରାମ ମନ୍ଦିର ଉପରେ ରାୟ ଦେଇଥିବା ୫ ବିଚାରପତିଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ, VIP ତାଲିକାରେ ନାମ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି। ସୋମବାର, ଜାନୁଆରୀ ୨୨ ଲାଗି ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବଢ଼ୁଛି। ଏହି...

କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…

ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ...

୩ ସନ୍ଦିଗ୍ଧ ମିଳିବା ପରେ ହାଇ ଆଲର୍ଟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଅଯୋଧ୍ୟାରେ ପହଞ୍ଚି ପରଖିବେ ପ୍ରସ୍ତୁତି

ଲକ୍ଷ୍ନୌ,୧୯।୧: ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାକୁ...

ମଣିପୁରରେ ପୁଣି ହିଂସା: ୫ ମୃତ

ଇମ୍ଫାଲ,୧୯।୧: ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ବୁଧବାର (ଜାନୁଆରୀ ୧୭) ରାତି ଏବଂ ଗୁରୁବାର (ଜାନୁଆରୀ ୧୮) ସକାଳେ ରାଜ୍ୟର ବିଭିନ୍ନ ଜିଲାରେ ହୋଇଥିବା ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ତିନିଜଣ ସୀମା ସୁରକ୍ଷା ବଳ...

ପ୍ରାଣ ପ୍ରତିଷ୍ଠା ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଅଯୋଧ୍ୟାରେ ୩ ଅପରାଧୀଙ୍କୁ ଅଟକ ରଖିଛି UP ATS

ଅଯୋଧ୍ୟା,୧୯।୧: ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ୟୁପି ଏଟିଏସ୍‌ ୩ ଅପରାଧୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ...

ରାମଙ୍କ ଭକ୍ତିରେ ବିଭୋର ହେଲେ ପ୍ରଧାନମନ୍ତ୍ରୀ: ଶେୟାର କଲେ ଭଜନ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ପ୍ରଧାନମନ୍ତ୍ରୀ ସହିତ ମନ୍ଦିରର ଉଦଘାଟନ କରିବେ। ବର୍ତ୍ତମାନ ସେ ସ୍ବତନ୍ତ୍ର ରୀତିନୀତିରେ ଅଛନ୍ତି। ସେ ଶୁକ୍ରବାର ଏକ୍ସରେ କିଛି ଭଜନ ଶେୟାର...

କୋଚିଂ କ୍ଲାସ୍‌ରେ ଛାତ୍ରଙ୍କୁ ହୃଦ୍‌ଘାତ

ଇନ୍ଦୋର,୧୮।୧: ମଧ୍ୟପ୍ରଦେଶର ଇନ୍ଦୋରରେ ବୁଧବାର ସନ୍ଧ୍ୟାରେ ଏକ କୋଚିଂ କ୍ଲାସ୍‌ ଚାଲିଥିବାବେଳେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ର ହୃଦ୍‌ଘାତରେ ଟଳିପଡ଼ି ପ୍ରାଣ ହରାଇଛନ୍ତି। ଇନ୍ଦୋର ଭନଓ୍ବରକୁଆଁ ଅଞ୍ଚଳର ମାଧବ ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ...

Mahua Moitra: ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମାମଲାରେ ହାଇକୋର୍ଟରୁ ନିରାଶ ହେଲେ ମହୁଆ

ନୂଆଦିଲ୍ଲୀ,୧୯।୧: ପୂର୍ବତନ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ନିରାଶ ହୋଇଛନ୍ତି। ୨୦୧୪ ଜାନୁଆରୀ ୧୬ରେ ବଙ୍ଗଳା ଖାଲି କରିବାକୁ ସେ ଏକ ନୋଟିସ୍‌ ପାଇଥିଲେ। ଦିଲ୍ଲୀ ହାଇକୋର୍ଟ ଗୁରୁବାର ଉକ୍ତ ନୋଟିସ...

ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ

ନୂଆଦିଲ୍ଲୀ,୧୯।୧:୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ୫ ଦୋଷୀ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣ ଲାଗି ଅଧିକ ସମୟ ମାଗିଛନ୍ତି। ବୁଧବାର ଗୋବିନ୍ଦଭାଇ ନାଇ ଜେଲ୍‌...

ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ହରଣ ଜଣାନାହିଁ

ନୂଆଦିଲ୍ଲୀ,୧୯।୧: ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍‌ଇଆର୍‌) ବୁଧବାର ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ଛାତ୍ରୀଛାତ୍ରଙ୍କ ଗାଣିତିକ ଦକ୍ଷତା ଓ ପଠନ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ପଢ଼ୁଥିବା ୧୪ରୁ ୧୮ ବର୍ଷ ବୟସର...

ଟାଟା ଷ୍ଟିଲ୍‌ କରିବ ବଡ଼ ଛଟେଇ: ୩ ହଜାର କର୍ମଚାରୀଙ୍କ ଯିବ ଚାକିରି

ନୂଆଦିଲ୍ଲୀ,୧୯।୧: ପ୍ରତିକୂଳ ଅର୍ଥନୈତିକ ଅବସ୍ଥା ମଧ୍ୟରେ ଛଟେଇର ଝଟକା ବୃଦ୍ଧି ପାଉଛି। ନୂଆ ବର୍ଷରେ ମଧ୍ୟ ଦ୍ରୁତ ଗତିରେ ଛଟେଇ ଜାରି ରହିଛି ଏବଂ ଏହି ତାଲିକାରେ ବହୁ ନାମୀଦାମୀ କମ୍ପାନୀ ଯୋଗ ଦେଇଛନ୍ତି। ବୈଷୟିକ ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri