ଜାତୀୟ

ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ଗଲେ ମହୁଆ

ନୂଆଦିଲ୍ଲୀ,୧୮।୧: ପୂର୍ବତନ ତୃଳମୂଳ କଂଗ୍ରେସ (ଟିଏମସି) ଏମ୍‌ପି ମହୁଆ ମୋଇତ୍ରା ପୁଣିଥରେ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୪ ଜାନୁଆରୀ ୧୬ରେ ସେ ସରକାରୀ ବଙ୍ଗଳା ଖାଲି କରିବାକୁ ଏକ ନୋଟିସ ପାଇଥିଲେ। ନ୍ୟୁଜ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ମୋଦି ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ,୧୮।୧: ରାମ ମନ୍ଦିରର ଉଦ୍‌ଘାଟନକୁ ନେଇ ଜୋସୋରରେ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦି ସରକାର ଗୁରୁବାର (ଜାନୁଆରୀ ୧୮) ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା...

ଭଜନ ଗାଇଲେ ଫାରୁକ ଅବଦୁଲ୍ଲା, ରାମ ମନ୍ଦିରକୁ ବିରୋଧ କରୁଥିବା କପିଲ ସିବଲ ହେଲେ ରାମମୟ

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସମଗ୍ର ଦେଶ ଅପେକ୍ଷା କରିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଦେଶରେ ରାଜନୀତି ମଧ୍ୟ ଶିଖରରେ ପହଞ୍ଚିଛି। ଗୁରୁବାର ରାଜ୍ୟ ସଭା ଏମପି କପିଲ ସିବଲ ଏବଂ ଜମ୍ମୁ-କଶ୍ମୀରର...

FasTag Scamକୁ ସାବଧାନ ! ନିମିଷକେ ବ୍ୟାଙ୍କ ଖାତା ହେଉଛି ଖାଲି…

ନୂଆଦିଲ୍ଲୀ,୧୮।୧ : ଭାରତର ସମସ୍ତ ଟୋଲରେ ଡିଜିଟାଲ ଟୋଲ ଟ୍ୟାକ୍ସ ଦେବାକୁ ଫାସଟ୍ୟାଗ ବ୍ୟବହୃତ ହେଉଛି। ଏହି ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ବ୍ୟବସ୍ଥା ଫାସଟ୍ୟାଗ ମାଧ୍ୟମରେ ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଜାରି ହୋଇଛି। ଫାସଟ୍ୟାଗ ଅଧିଗ୍ରହଣ...

ଚେନ୍ନାଇ-ମାଲେସିଆ ବିମାନର ଟାୟାର ଫାଟିଲା, ବିମାନରେ ଥିଲେ ୧୩୦ ଯାତ୍ରୀ…

ଚେନ୍ନାଇ,୧୮।୧ : ଚେନ୍ନାଇରୁ କୁଆଲାଲମ୍ପୁର ଅଭିମୁଖେ ଯାଉଥିବା ଏକ ଅନ୍ତର୍ଜାତୀୟ ବିମାନ ଗୁରୁବାର ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ରକ୍ଷା ପାଇଛି। ଗୁରୁବାର ଏହି ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ହଠାତ ଟାୟାର ଫାଟି ଯାଇଥିଲା। ଟାୟାର ଫାଟିଯିବା...

ଜମ୍ମୁ-କଶ୍ମୀର ରାଜୌରୀରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ଯବାନ ଶହୀଦ, ୨ ଆହତ…

ଶ୍ରୀନଗର,୧୮।୧ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ନୋଶେରା ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହା ସହିତ ଦୁଇଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା...

‘ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼ ହିନ୍ଦୁ ମୋ ନଜରରେ ନାହାଁନ୍ତି’ , ରାଜନୀତି, ଧର୍ମକୁ ନେଇ ଭାଜପା ଉପରେ ବର୍ଷିଲେ ଆରଜେଡି ନେତା

ନୂଆଦିଲ୍ଲୀ,୧୮।୧: ଆରଜେଡି ଏମ୍‌ପି ମନୋଜ ଝା ଧର୍ମ ଏବଂ ରାଜନୀତି ସମ୍ପର୍କରେ ଗୁରୁବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମନୋଜ ଝା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଭାଜପା ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଠାରୁ...

ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶର ଯୋଗୀ ସରକାର ଆଖୁ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଗୀ କ୍ୟାବିନେଟ ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଆଖୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି...

ଅବେଳରେ ଲତା ଦିଦିଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ମନେ ପକାଇଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଗାଇଥିବା ଶ୍ଲୋକର ଲିଙ୍କ ପ୍ରଧାନମନ୍ତ୍ରୀ ଶେୟାର...

ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ

ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ...

ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’

ଲକ୍ଷ୍ନୌ,୧୮।୧: ବାଂଲାଦେଶର ଜଣେ ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୟୁପିର ମୁଙ୍ଗରବାଦଶାହପୁର ପୋଲିସ ଷ୍ଟେଷନ ଅଞ୍ଚଳର ଗରିଆନ୍‌ ଗ୍ରାମକୁ ଆସିଛନ୍ତି। ଟୁରିଷ୍ଟ ଭିସା ଆସିଥିବା ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ୧୫ ଦିନ ହେବ ରହିଆସୁଛି। କିନ୍ତୁ ତାଙ୍କ...

ରାମ ମନ୍ଦିର ଉଦଘାଟନ: ଡ୍ରାଇଭରଙ୍କୁ ସ୍ବତନ୍ତ୍ର ଟ୍ରେନିଂ,ପୋଲିସଙ୍କ ପାଇଁ ଡ୍ରେସ କୋଡ, ଭକ୍ତଙ୍କ ଲାଗି ୬ ସୁବିଧା…

ଅଯୋଧ୍ୟା,୧୮।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଚାଲିଛି। ସମଗ୍ର ଅଯୋଧ୍ୟାରେ ରାମଙ୍କ ନାମର ଝଲକ ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦୋ ମୁଖ୍ୟମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri