ଜାତୀୟ

ଗୁମର ଖୋଲିଲା ଇରାନ ଏୟାର ଷ୍ଟ୍ରାଇକ! କେମିତି ନିଜ ଜାଲରେ ଫସିଗଲା ପାକିସ୍ତାନ

ନୂଆଦିଲ୍ଲୀ/ବାଗଦାଦ,୧୭।୧: ଇରାନ ଜୈଶ ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଦୁଇଟି ଆତଙ୍କବାଦୀ ବେସ ଉପରେ ବୋମା ପକାଇ ପାକିସ୍ତାନର ଗୁମର ଖୋଲିଛି। ପାକିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନର ଶିବିର ଉପରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଛି ଏବଂ...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ୫୭ବର୍ଷ ପୂର୍ବରୁ ଡାକ ଟିକେଟରେ ଲେଖାଯାଇଥିଲା ସମୟ!

ନୂଆଦିଲ୍ଲୀ,୧୭।୧: ରାମ ମନ୍ଦିରକୁ ନେଇ ନିକଟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଆଶା ଉଦ୍ଦୀପନା ସେତିକି ବୃଦ୍ଧି ପାଉଛି। ଏହାରି ଭିତରେ ନେପାଳର ଏକ...

ଭଏସ କ୍ଲୋନିଂରେ ଦେଶରେ ସର୍ବାଧିକ ଠକେଇ, ଏମିତି କଲ ଆସିଲେ କରିବେ କ’ଣ

ନୂଆଦିଲ୍ଲୀ,୧୭।୧: ଆଜିକାଲି ଭଏସ କ୍ଲୋନିଂ ଠକେଇର ଏକ ନୂଆ ମାଧ୍ୟମ ପାଲଟିଛି। ଠକମାନେ ପୀଡ଼ିତଙ୍କ ଘନିଷ୍ଠ ସମ୍ପର୍କୀୟ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହିତ ନିଜ ସ୍ବରରେ ଫୋନରେ କଥାବାର୍ତ୍ତା କରନ୍ତି ଏବଂ ଏହା ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଦର୍ଶାଇ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ

ଲକ୍ଷ୍ନୌ,୧୭।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ହାଇକୋର୍ଟରେ ଏକ ଜନହିତ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଷ୍ଟପର ଭାଙ୍ଗି ପ୍ଲାଟଫର୍ମରେ ପଶିଗଲା ଛତିଶଗଡ଼ ଏକ୍ସପ୍ରେସ

ବିଲାସପୁର,୧୭।୧: ଛତିଶଗଡ଼ର ବିଲାସପୁର ରେଳ ଷ୍ଟେଶନରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଛତିଶଗଡ଼ ଏକ୍ସପ୍ରେସ ମଙ୍ଗଳବାର ରାତିରେ ଷ୍ଟେଶନରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୂଚନାନୁସାରେ, ଇଞ୍ଜିନକୁ କୋଚରୁ ଅଲଗା କରୁଥିବା ବେଳେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି...

‘ତୁରନ୍ତ ଖାଲି କରନ୍ତୁ, ନହେଲେ ଜବରଦସ୍ତ ବାହାର କରାଯିବ’, ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆଙ୍କୁ ନୋଟିସ

ନୂଆଦିଲ୍ଲୀ,୧୭।୧: ତୃଳଭୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କ ଅଡୁଆ ସମାପ୍ତ ହେବାର କୌଣସି ସଙ୍କେତ ଦେଉନାହିଁ। ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏମ୍‌ପି ପଦ ହରାଇଥିବା ମହୁଆଙ୍କୁ ବର୍ତ୍ତମାନ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ଆସିଛି।...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ଶରଦ ପାଓ୍ବାରଙ୍କୁ ମିଳିଲା ନିମନ୍ତ୍ରଣ

ମୁମ୍ବାଇ,୧୭।୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି। ଏହି ନିମନ୍ତ୍ରଣ ସମ୍ପର୍କରେ ଶରଦ ପାୱାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଚିଠି ଲେଖି...

ରାମଲାଲା: ଅନିଲ ମିଶ୍ରା ମୁଖ୍ୟ କର୍ତ୍ତା

ଅଯୋଧ୍ୟା,୧୭।୧: ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ଅର୍ଦ୍ଧନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ହିନ୍ଦୁଧର୍ମର ୪ ଶଙ୍କରାଚାର୍ଯ୍ୟ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ଏହି ପ୍ରସଙ୍ଗକୁ ନେଇ ବଡ଼ ବିତର୍କ ମୁଣ୍ଡ ଟେକିଛି। ଏପରି କି ଆସନ୍ତା ୨୨ରେ...

ବିନା ସିମ୍‌ରେ ଉପଲବ୍ଧ ହେବ ଭିଡିଓ

ନୂଆଦିଲ୍ଲୀ,୧୭।୧: ଡାଇରେକ୍ଟ-ଟୁ-ମୋବାଇଲ୍‌ ବ୍ରଡ୍‌କାଷ୍ଟିଂ ନିକଟ ଭବିଷ୍ୟତରେ ବାସ୍ତବ ରୂପ ନେବାକୁ ଯାଉଛି। ଖୁବ୍‌ଶୀଘ୍ର ବିନା ସିମ୍‌କାର୍ଡ କିମ୍ବା ବିନା ଇଣ୍ଟରନେଟ୍‌ ସଂଯୋଗରେ ମୋବାଇଲ ବ୍ୟବହାରକାରୀଙ୍କ ନିକଟରେ ଭିଡିଓ ପହଞ୍ଚତ୍ପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଡାଇରେକ୍ଟ-ଟୁ-ମୋବାଇଲ୍‌ (ଡି୨ଏମ୍‌) ଟେକ୍ନୋଲୋଜି ଉପରେ ୧୯ଟି...

ଭାରତ ଚତୁର୍ଥ ସାମରିକ ଶକ୍ତି

ନୂଆଦିଲ୍ଲୀ,୧୭।୧: ଚଳିତବର୍ଷ ୧୪୫ ଦେଶର ସାମରିକ ସାମର୍ଥ୍ୟକୁ ନେଇ ର଼୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକା ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ଶକ୍ତି ହୋଇଥିବାବେଳେ ଏହା ପଛକୁ ରୁଷିଆ ଏବଂ ଚାଇନା ଅଛନ୍ତି। ଭାରତ ଏହି ତାଲିକାର...

‘ଇଣ୍ଡିଆ’ ଜିତିବ ଲୋକ ସଭା ନିର୍ବାଚନ

ଚିଫୋବୋଜୋଉ(ନାଗାଲାଣ୍ଡ),୧୭।୧: ଇଣ୍ଡିଆନ ନ୍ୟାଶନାଲ ଡେଭେଲପମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ) ବ୍ଲକ୍‌ର ଦଳଗୁଡ଼ିକ ମଧ୍ୟରେ ଆସନ ଭାଗବଣ୍ଟା ପ୍ରସଙ୍ଗର ଶୀଘ୍ର ସମାଧାନ ହୋଇଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ...

ଅଯୋଧ୍ୟାରେ ଖୋଲିବ ସାତ ତାରକା ନିରାମିଷ ହୋଟେଲ, ଦେଶରେ ପ୍ରଥମ

ଅଯୋଧ୍ୟା,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମଙ୍ଗଳବାର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହାରି ଭିତରେ ଅଯୋଧ୍ୟାକୁ ମିଳିବାକୁ ଯାଉଛି ଏକ ସାତ ତାରକା ହୋଟେଲ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri