ଜାତୀୟ

ଇଣ୍ଡିଗୋ ବିମାନ ପାଇଲଟଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି କିଏ? ହନିମୁନ୍‌ ଲାଗି ଯାଉଥିଲେ ଗୋଆ, ଏବେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୬।୧: ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାରପିଟ୍‌ କରିବା ମାମଲା ଚର୍ଚ୍ଚାରେ ରହିଛି। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଥିଲା। ଏବେ ଅଭିଯୁକ୍ତ ଯାତ୍ରୀ ସାହିଲ କଟାରିଆ କ୍ଷମାପ୍ରାର୍ଥନା କରୁଥିବାର ଭିଡିଓ...

ଅଯୋଧ୍ୟାରେ ପହଞ୍ଚିଲେ ରାମ-ସୀତା! ଲକ୍ଷ୍ମଣ କହିଲେ…

ଅଯୋଧ୍ୟା,୧୬।୧: ରାମାନନ୍ଦ ସାଗରଙ୍କ ସୁପରହିଟ୍‌ ସିରିଏଲ ‘ରାମାୟଣ’ର ପ୍ରମୁଖ ଅଭିନେତା/ଅଭିନେତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଭୂମିକାର ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲ ଲୋହରୀ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି।...

ଭାରତକୁ ତର ଦେଖାଇଲା ମାଳଦ୍ୱୀପ: ତୁର୍କୀ ସହ କଲା ଘାତକ ଡିଲ୍‌

ମାଲେ,୧୬।୧: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି।...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: କେଜରିଓ୍ବାଲ-ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଶୁଣାଣି ଉପରେ ରହିତାଦେଶ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଏଏପି ଏମପି ସଞ୍ଜୟ ସିଂହଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଶୁଣାଣି ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର...

କୁନୋ ନ୍ୟାଶନାଲ ପାର୍କରେ ଆଖିବୁଜିଲା ଚିତା ‘ଶୌର୍ଯ୍ୟ’

ଭୋପାଳ,୧୬।୧: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ନାମିବ୍ୟାରୁ ଆସିଥିବା ଆଖି ବୁଜିଛି ଆଉ ଏକ ଚିତା। ମଙ୍ଗଳବାର ଚିତା ‘ଶୌର୍ଯ୍ୟ’ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିରେ ୭...

ଜ୍ଞାନବାପି ମାମଲା: ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ବାରାଣସୀ,୧୬।୧: ବହୁଚର୍ଚ୍ଚିତ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ମସଜିଦ୍‌ ପରିସରରେ ଥିବା ସିଲ୍‌ ଅଞ୍ଚଳକୁ ସଫା କରିବା ଲାଗି ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଜିଲା ମାଜିଷ୍ଟ୍ରେଟ୍‌ଙ୍କ ତତ୍ତ୍ୱାବଧାନରେ ଉକ୍ତ ଅଞ୍ଚଳକୁ ସଫା...

ଅଯୋଧ୍ୟା ଯିବେ କୋହଲି, ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ପ୍ରସ୍ତାବିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ନିମନ୍ତ୍ରଣ ମିଳିଛି। ଏହାପୂର୍ବରୁ ସୋମବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଥିଲା। ସୋସିଆଲ ମିଡିଆରେ...

ସୁନ୍ଦରକାଣ୍ଡ ପାଠ କଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୬।୧: ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲ ମଧ୍ୟ ରୋହିଣୀ ସେକ୍ଟର ୧୧ର ପ୍ରାଚୀନ...

ଓ୍ବାଇଏସ ଶର୍ମିଳା ରେଡ୍ଡୀ ହେଲେ ଆନ୍ଧ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୬।୧: ତୁରନ୍ତ ପ୍ରଭାବ ସହିତ ଓ୍ବାଇଏସ ଶର୍ମିଳା ରେଡ୍ଡୀ ଆନ୍ଧ୍ରପ୍ରଦେଶ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ବିଦାୟୀ ଅଧ୍ୟକ୍ଷ ଗିଦିଗୁ ରୁଦ୍ର ରାଜୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ବିଶେଷ ନିମନ୍ତ୍ରିତ ସଦସ୍ୟ ହେବେ। ଜାନୁଆରୀ ୪ରେ ଶର୍ମିଳା...

ଜଜ୍‌ଙ୍କୁ ଚିଠି ଲେଖିଲେ ଓକିଲ, ଜାନୁଆରୀ ୨୨ ପ୍ରାଣ ପ୍ରତିଷ୍ଠାରେ କୋର୍ଟରେ ଉପସ୍ଥିତ ରହି ପାରିବୁ ନାହିଁ

ନୂଆଦିଲ୍ଲୀ,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର । ମଙ୍ଗଳବାର ଠାରୁ ପ୍ରାଣ ପ୍ରତିଷ୍ଠାର ନୀତିକାନ୍ତି ଆରମ୍ଭ ହୋଇଛି। ଜାନୁଆରୀ ୨୨ରେ ସାରା...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଯୋଧ୍ୟା ଯିବେନାହିଁ ମମତା

କୋଲକାତା,୧୬।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ବରଂ ଏହି ଦିନ ସେ କାଳୀ ମନ୍ଦିରକୁ ଯାଇ ପୂଜା କରିବେ। ସୂଚନା ଅନୁଯାୟୀ,...

ହସ୍ପିଟାଲରେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଙ୍ଗଳବାର ଏଲଏନ୍‌ଜେପି ହସ୍ପିଟାଲକୁ ଅଣାଯାଇଛି। ଅର୍ଥୋପେଡିକ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିବା କୁହାଯାଉଛି। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri