ଜାତୀୟ

ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ମଣିପୁରର ସେକମାଇରୁ ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କୁ ସ୍ବାଗତ କରିବାକୁ ବାଟରେ ଠିଆ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ରାହୁଲ ଗାନ୍ଧୀ କିଛି...

‘ରାହୁଲ ଗାନ୍ଧୀ ଏହାକୁ ମନେ ରଖିବା ଉଚିତ୍‌’, ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ କହିଲେ ଟିଏମସି ନେତା

କୋଲକାତା,୧୫।୧: ରବିବାର (ଜାନୁୟାରୀ ୧୪ ରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପଶ୍ଚିମବଙ୍ଗକୁ ସାମିଲ କରିବା ଉପରେ ବରିଷ୍ଠ ତୃଳମୂଳ କଂଗ୍ରେସ (ଟିଏମସି) ନେତା ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି,...

ଟୁ-ଫିଙ୍ଗର ଟେଷ୍ଟ କରିବାକୁ ନେଇ ଡାକ୍ତରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଶିମ୍‌ଲା,୧୫।୧ : ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ଟୁ-ଫିଙ୍ଗର ଟେଷ୍ଟ କରିଥିବା ପାଲାମପୁର ସିଭିଲ୍‌ ହସ୍ପିଟାଲର ଡାକ୍ତରମାନଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଡାକ୍ତରଙ୍କ ତ୍ରୁଟି ପାଇଁ ରାଜ୍ୟ ସରକାର ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା...

ମଙ୍ଗଳବାର ସୁନ୍ଦରକାଣ୍ଡ ପାଠ କରିବେ କେଜ୍‌ରିଓ୍ବାଲ, ସୋସିଆଲ ମିଡିଆରେ ଦେଲେ ସୂଚନା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସୁନ୍ଦରକାଣ୍ଡ ପାଠ କରିବାକୁ ନିଷ୍ପତ୍ତି ନେଇଛି। ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏଏପି ଏହି ଘୋଷଣା କରିଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ...

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଧୋନିଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନିମନ୍ତ୍ରଣ ମିଳିଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହିତ ଜଡିତ ଲୋକ ଧୋନିଙ୍କୁ...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଏହି ରାଜ୍ୟରେ ବନ୍ଦ ରହିବ ମଦ ଦୋକାନ, ଘୋଷଣା କଲେ ସରକାର

ଚଣ୍ଡିଗଡ,୧୫।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ସେହି ଦିନ ହରିୟାଣାରେ ମଦ ଦୋକାନ ବନ୍ଦ ରହିବ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସୋମବାର ଏହି ଘୋଷଣା...

ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି...

ମୋଦି ସରକାରଙ୍କ ୯ ବର୍ଷରେ ଦାରିଦ୍ର୍ୟରୁ ବାହାରିଛନ୍ତି ୨୫ କୋଟି, ନୀତି ଆୟୋଗ ରିପୋର୍ଟରେ ଦାବି

ନୂଆଦିଲ୍ଲୀ,୧୫।୧: ୨୦୧୩-୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ନଅ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ବାହାରିଛନ୍ତି। ନୀତି ଆୟୋଗ ସୋମବାର ଏକ ରିପୋର୍ଟରେ ଏହି ଦାବି କରିଛି। ଏହି ସମୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ବହୁମୁଖୀ ଦାରିଦ୍ର୍ୟର...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କୁ ସମନ ଜାରି କଲା ଇଡି

ହାଇଦ୍ରାବାଦ,୧୫।୧: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତା କବିତାଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ସମନ ଜାରି କରିଛି। ବୁଧବାର (ଜାନୁଆରୀ ୧୬)ରେ ଏହି ମାମଲାରେ ପଚରାଉଚରା...

ନିଜର ୪ ଛୁଆଙ୍କୁ ମାରିବା ପରେ ୩୦ ଲୋକଙ୍କୁ ଗୋଡେଇ କାମୁଡିଲା ପୋଷା କୁକୁର

ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶର ମୋହନଲାଲଗଞ୍ଜରେ ଏକ ପୋଷା କୁକୁର ଆତଙ୍କ ସୃଷ୍ଟି କରିଛି। ପ୍ରଥମେ ତାର ଚାରି ପିଲାଙ୍କୁ ମାରିବା ପରେ ଗାଁର ୩୦ ଲୋକଙ୍କୁ ଗୋଡେଇ କାମୁଡିଥିଲା। କୁକୁର ଦ୍ୱାରା ଭୟଭୀତ ହୋଇ ଲୋକମାନେ ତାକୁ ହତ୍ୟା କରିଥିଲେ।...

୩ ଦିନ ହେଲା ରାଜଧାନୀ ଦିଲୀରେ ଖସୁଛି ପାରଦ: ଚିନ୍ତା ବଢାଉଛି ଘନ କୁହୁଡ଼ି

ନୂଆଦିଲ୍ଲୀ,୧୫।୧: ରାଜଧାନୀ ଦିଲ୍ଲୀରେ କିଛି ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ, ସୋମବାର ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୩.୩ଡିଗ୍ରୀକୁ ଖସି ଆସିଛି। ଏପରିକି ଲୋଧି ରୋଡ଼ରେ ତାପମାତ୍ରା ୩.୧ ଡିଗ୍ରୀକୁ...

ରାମମନ୍ଦିରରେ ସ୍ଥାପିତ ହେବ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୧୫।୧: ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି। ଏହି ମୂର୍ତ୍ତିର ଓଜନ ୧୫୦ ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri