ଜାତୀୟ

ହିଟ୍‌ ଆଣ୍ଡ ରନ୍‌ କ୍ଷତିପୂରଣ ବଢ଼ାଅ

ନୂଆଦିଲ୍ଲୀ,୧୫।୧(ପି.ଟି.): ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସରକାର ୮ ସପ୍ତାହ ମଧ୍ୟରେ ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ କୋର୍ଟ...

ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଇବାକୁ କହିଲା ମାଳଦ୍ଵୀପ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ଭାରତ ପକ୍ଷରୁ ନିୟୋଜିତ ସମସ୍ତ ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ କହିଛି। ଏଥିପାଇଁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛି ଦ୍ବୀପଦେଶ। ଭାରତ ସରକାର କହିଛନ୍ତି ଯେ ଉଭୟ...

ମାଳଦ୍ଵୀପ ବୁଲିଯିବା ଯୋଜନା ବାତିଲ କଲେ ନାଗାର୍ଜୁନ, ପରିବାର ସହ ଲାକ୍ଷାଦ୍ଵୀପରେ କାଟିବେ ଛୁଟି

ନୂଆଦିଲ୍ଲୀ ,୧୪।୧: ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି। ନିକଟରେ ତାଙ୍କ ଅଭିନୀତ...

ରାମ ମନ୍ଦିର ପ୍ରତିଷ୍ଠାରେ କ’ଣ ହେଉଛି ଅଶାସ୍ତ୍ରୀୟ କାର୍ଯ୍ୟ ? ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଦେଲେ ଏହାର ଉତ୍ତର

ନୂଆଦିଲ୍ଲୀ ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ। ଏବେ ଏହାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଜଡିତ ବିବାଦ ଥମିବାର ନାଁ ନେଉନାହିଁ। ଏହି ବିଷୟରେ ଗଣମାଧ୍ୟମ ସହିତ ଆଲୋଚନା...

ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବେ ନାହିଁ ପ୍ରଭୁ ଶ୍ରୀରାମ: ତେଜପ୍ରତାପ ଯାଦବଙ୍କୁ ହେଲା ସ୍ବପ୍ନାଦେଶ

ପାଟନା,୧୪।୧: ରାଷ୍ଟ୍ରୀୟ ଜନତା ଦଳ ଜାତୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ରାଜ୍ୟ ନୀତୀଶ କୁମାର ସରକାରଙ୍କ ମନ୍ତ୍ରୀ ତେଜ ପ୍ରତାପ ପୁଣି ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରଭୁ ରାମ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ...

ଦିଲ୍ଲୀକୁ ଫେରିଲା ପୁଣି କଟକଣା

ନୂଆଦିଲ୍ଲୀ,୧୪।୧: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ନିକୃଷ୍ଟତର ହେବା ପରେ ପୁଣି ଥରେ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ବିଏସ୍‌-୩ ପେଟ୍ରୋଲ ଓ...

ରୋଷେଇ ନ ଆସିବାରୁ ଦିଅର କଲେ ଅଭିଯୋଗ ମହିଳା ପହଞ୍ଚିଲେ କୋର୍ଟ, ଏବେ ଆସିଲା ଏହି ରାୟ

ମୁମ୍ବାଇ,୧୪।୧: ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ‘କିପରି ରାନ୍ଧିବା ଜାଣେ ନାହିଁ’ ଉପରେ ଦିଆଯାଇଥିବା ମନ୍ତବ୍ୟ ଆଇପିସିର ଧାରା 498A ଅନୁଯାୟୀ କ୍ରୁରତା ନୁହେଁ। ବାସ୍ତବରେ ଜଣେ ମହିଳା ସ୍ବାମୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏଫଆଇଆର...

ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଯୋଧ୍ୟାରେ ରାମାୟଣ ଉପରେ ଆଧାରିତ ନୃତ୍ୟ ଉପସ୍ଥାପନ କରିବେ ହେମା ମାଳିନୀ

ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏହି ତାଲିକାରେ ହେମା ମାଳିନୀ ମଧ୍ୟ ରହିଛନ୍ତି। ଭେଟେରାନ ଅଭିନେତ୍ରୀ ତଥା ରାଜନେତା ଘୋଷଣା କରିଛନ୍ତି ଯେ ସେ...

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ହେବ ସବୁଠାରୁ ବଡ ଦଳ: ଥରୁର

ନୂଆଦିଲ୍ଲୀ,୧୪।୧: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ସବୁଠୁ ବଡ ଦଳ ହେବ ବୋଲି କଂଗ୍ରେସ ଏମପି ଶଶି ଥରୁର ପୂର୍ବାନୁମାନ କରିଛନ୍ତି। ଗତଥର ତୁଳନାରେ ଭାଜପା କମ ଆସନ ପାଇବ ବୋଲି ସେ ଦାବି...

ଭାରତ ଯୋଡୋ ନ୍ୟାୟ ଯାତ୍ରା ମଞ୍ଚରେ କ୍ଷମା ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ରବିବାର ମଣିପୁରର ଥୋବାଲରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଆରମ୍ଭ ପୂର୍ବରୁ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ମଞ୍ଚକୁ ଯାଇ...

ତୁମ ମଫଲର ମୋର ହୋଇଗଲା, ଭାଇରାଲ ହେଉଛି ମଲ୍ଲିକାର୍ଜୁନଙ୍କ ମଫଲର ଷ୍ଟାଇଲ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବରେ ସିଟ ବାଣ୍ଟିବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି।...

ଭାଙ୍ଗିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଟିମ୍: ୨୦୧୯ରୁ ଏପର୍ଯ୍ୟନ୍ତ ହାତ ଛାଡ଼ିଲେଣି ୧୧ ବଡ଼ ନେତା

ନୂଆଦିଲ୍ଲୀ,୧୪।୧: ମିଲିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଦଳକୁ ଏକ ବଡ଼ ଝଟକା ଲାଗିଛି। କାରଣ ଲୋକସଭା ନିର୍ବାଚନ ବର୍ତ୍ତମାନଠାରୁ ମାତ୍ର କିଛି ମାସ ପୂର୍ବରୁ ମିଲିନ୍ଦ କଂଗ୍ରେସ ଛାଡ଼ି ଭାଜପାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri