ଜାତୀୟ

ପ୍ରାଣ ପ୍ରତିଷ୍ଠା ଦିନ ଗୋଦାବରୀ ନଦୀ କୂଳରେ ଆରତୀ କରିବେ ଉଦ୍ଧବ, କହିଲେ ମୁଁ ଦେଶଭକ୍ତ, ଅନ୍ଧଭକ୍ତ ନୁହେଁ

ମୁମ୍ବାଇ,୧୩।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତେ ଉତ୍ସାହ ଅଛନ୍ତି। ଏହି ସମୟରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି, ରାମ ମନ୍ଦିର ନିର୍ମାଣ କରାଯାଉଛି ଏବଂ...

Ram Mandir: ବିଦେଶରେ ବି ଜାନୁଆରୀ ୨୨କୁ ରହିବ ଛୁଟି, ଜାଣନ୍ତୁ କେଉଁ ଦେଶ କଲା ଘୋଷଣା

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଲୋକାର୍ପଣରେ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଛୁଟି ଘୋଷଣା କରିଛନ୍ତି। ତେବେ କେବଳ ଭାରତ ନୁହେଁ ରାମ ମନ୍ଦିରକୁ ନେଇ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ...

ବିମାନବନ୍ଦରରେ ବ୍ୟାଗ୍‌ ଯାଞ୍ଚ ବେଳେ ଯାତ୍ରୀଙ୍କ ଟଙ୍କା ଚୋରି

ମୁମ୍ବାଇ,୧୨।୧: ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍‌ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍‌ ପେନ୍‌ ଚୋରି ହୋଇଯାଇଛି। ବଣିପାଲ ଗ୍ରୁପ୍‌ କମ୍ପାନୀର ନିର୍ଦ୍ଦେଶକ ବିନୋଦ କୁମାର ମଣ୍ଡଳଙ୍କ ନିକଟରୁ...

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ସେ ୧୧ ଦିବସୀୟ ଏକ...

ପୁଞ୍ଚ୍‌ରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣ

ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ହେଲେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ପ୍ରଥମ ଗୁଳିବିନିମୟ ପରେ ଆତଙ୍କବାଦୀମାନେ ଖସି ପଳାଇଯାଇଥିବା ବିଶ୍ୱାସ...

ବାଂଲାଦେଶରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ମୁମ୍ବାଇ-ଗୁଆହାଟି ଇଣ୍ଡିଗୋ ବିମାନ

ଗୁଆହାଟି,୧୩।୧: ଶନିବାର ଘନ କୁହୁଡ଼ି ହେତୁ ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ବାଂଲାଦେଶର ଢାକା ଆଡକୁ ଯାଇଥିଲା। ଖବର ମୁତାବକ ଗୁଆହାଟୀ ବିମାନବନ୍ଦରର କୁହୁଡି ଏତେ ଘନ ଥିଲା ଯେ ପାଇଲଟ ନିକଟସ୍ଥ ଅବତରଣ ଷ୍ଟ୍ରିପକୁ...

ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଆସିଲେ ତାମିଲନାଡୁ ମଠର ଶଙ୍କରାଚାର୍ଯ୍ୟ, କରିବେ ୪୦ ଦିନିଆ ଖାସ୍‌ ଯଜ୍ଞ

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚାରି ପ୍ରମୁଖ ପୀଠର ଶଙ୍କରାଚାର୍ଯ୍ୟ ସର୍ବସମ୍ମତ ମନେ ହେଉନାହାଁନ୍ତି। ଜ୍ୟୋତିଷ ଏବଂ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏହି ସମାରୋହକୁ ବିରୋଧ କରୁଥିବାବେଳେ ଶ୍ରୀଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ...

କେଜ୍‌ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କଲା ଇଡି

ନୂଆଦିଲ୍ଲୀ,୧୩।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଚତୁର୍ଥ ସମନ ଜାରି କରିଛି। ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ପଠାଇଛି। ଜାନୁଆରୀ ୧୮ରେ ଦିଲ୍ଲୀ...

ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ନେଇ କ୍ରିକେଟରଙ୍କ ପରିବାରରେ କଳି

ରାଜକୋଟ,୧୩।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାମହୋତ୍ସବକୁ ନେଇ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପରିବାରରେ କଳହ ଆରମ୍ଭ ହୋଇଛି। ବାସ୍ତବରେ ଅଯୋଧ୍ୟା ନିମନ୍ତ୍ରଣକୁ ନେଇ ଭାଜପା ବିଧାୟକ ରିବାବା ଜାଡେଜା ଏବଂ କଂଗ୍ରେସ ନେତା ତଥା...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅମିତାଭ, ରଜନିକାନ୍ତ ହେବେ ବିଶେଷ ଅତିଥି, ୩୦୦ ଶ୍ରମିକ-ଭିକାରିଙ୍କୁ କରାଯାଇଛି ନିମନ୍ତ୍ରଣ

ଅଯୋଧ୍ୟା,୧୩।୧: ସମାଜର ପ୍ରତ୍ୟେକ ବିଶିଷ୍ଠ ଏବଂ ସାଧାରଣ ବର୍ଗ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରତିନିଧିତ୍ୱ କରିବେ। ୭ ହଜାରରୁ ଅଧିକ ଅତିଥିଙ୍କ ମଧ୍ୟରୁ ୪ ହଜାର ଧର୍ମଚାର୍ଯ୍ୟ, ୩ହଜାରରୁ ଅଧିକ ଗୃହସ୍ଥ ଏବଂ ଅନ୍ୟମାନେ ବିଭିନ୍ନ ବର୍ଗର ଅତିଥି...

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ମୁଖ୍ୟ ସଚିବଙ୍କୁ କ୍ଲିନ ଚିଟ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୩।୧: ଜାନୁଆରୀ ୫, ୨୦୨୨ ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭାଗବତ ମନ ପୂର୍ବତନ ରାଜ୍ୟ ସଚିବ ଅନିରୁଦ୍ଧ ତିୱାରୀଙ୍କୁ ଏକକ୍ଲିନ ଚିଟ ଦେଇଛନ୍ତି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ...

ରାମ ଜନ୍ମଭୂମିର ପବିତ୍ର ମାଟି ନେଇ ଫେରିବେ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିବା ଅତିଥି, ମୋଦିଙ୍କୁ ବିଶେଷ ଉପହାର

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ନିର୍ମିତ ପ୍ରସିଦ୍ଧ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହାକୁ ନେଇ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୧୧ହଜାରରୁ ଅଧିକ ଅତିଥି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri