ଜାତୀୟ

Bullet Train: ୨୦୨୬ରେ ଗଡ଼ିବ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌, ସର୍ବପ୍ରଥମେ ଏହି ଦୁଇ ସହରରୁ ହେବ ଆରମ୍ଭ

ଗାନ୍ଧିନଗର,୧୨।୧: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ତା ସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ ବୋଲି କେନ୍ଦ୍ର...

Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌...

Fraud Alert: ଭୁଲ୍‌ରେ ବି *401# ନମ୍ବର ଡାଏଲ୍‌ କରି କରନ୍ତୁ ନାହିଁ ଫୋନ୍‌କଲ୍‌; ଠକେଇରେ ପଡ଼ିବେ…

ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍‌ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍‌ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା...

ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ, ଉପସ୍ଥାପିତ ହେବ ୧୭ତମ ଲୋକ ସଭାର ଅନ୍ତିମ ବଜେଟ

ନୂଆଦିଲ୍ଲୀ,୧୨।୧: ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ୧୭ତମ ଲୋକ ସଭାର ଅନ୍ତିମ ବଜେଟ ହେବ। ଏନେଇ ଶୁକ୍ରବାର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି...

ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ପୁଣି ଦାବି କଲେ ମମତା ବାନାର୍ଜୀ, କହିଲେ କ’ଣ ରଖାଯିବ

କୋଲକତା,୧୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଛନ୍ତି। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ମମତା ରାଜ୍ୟର ନୂଆ ନାଁ ପଶ୍ଚିମ ବଙ୍ଗ(ଓ୍ବେଷ୍ଟ...

‘ଅଟଳ ସେତୁ’ର ଉଦଘାଟନ କଲେ ମୋଦି, ୧୫ ମିନିଟରେ ଶେଷ ହେବ ୨ ଘଣ୍ଟାର ଯାତ୍ରା

ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଥିଲେ। ଏହାପୂର୍ବରୁ...

ଭଗବାନ ରାମ ଥିବା ସ୍ଥାନରେ ପୋଛା ଲଗାଇଲେ ମୋଦି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକର ପ୍ରଭୁ ରାମଙ୍କ ପ୍ରସିଦ୍ଧ କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ‘ଭଜନ-କୀର୍ତ୍ତନ’ରେ ଭାଗ ନେଇଥିଲେ। ଏହି ସମୟରେ ସେ କେବଳ ଝାଞ୍ଜ ମୃଦଙ୍ଗ ବଜାଇ ନାହାଁନ୍ତି, ପ୍ରଧାନମନ୍ତ୍ରୀ ମଧ୍ୟ କଲାରାମ ମନ୍ଦିରରେ...

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର ଦେଶରେ ୬୦୯ ନୂଆ କୋଭିଡ ରୋଗୀ ପଞ୍ଜିକୃତ ହୋଇଥିବାବେଳେ ସକ୍ରିୟ ସଂକ୍ରମଣ ସଂଖ୍ୟା...

୨୧ ବର୍ଷରେ ହେବ ଝିଅର ବିବାହ, କ୍ୟାବିନେଟରେ ପ୍ରସ୍ତାବ ପାସ

ଶିମଲା,୧୨।୧: ଶୁକ୍ରବାର ଶିମଲାରେ ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଝିଅମାନେ ୨୧ବର୍ଷ ବୟସରେ ରାଜ୍ୟରେ ବିବାହ କରିପାରିବେ। କ୍ୟାବିନେଟ (ହିମାଚଳ କ୍ୟାବିନେଟ ବୈଠକ) ଝିଅର ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ...

ଦେଶର ଏହି ସ୍ଥାନରେ ଅଛି ଦ୍ୱିତୀୟ ଅଯୋଧ୍ୟା, ପୂଜା ପାଉଛନ୍ତି ଶ୍ରୀରାମଙ୍କ ବଂଶଧର

ବେଗୁସରାଇ,୧୨।୧: ୟୁପିର ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଦେଶରୁ ଏବଂ ଦେଶ ବାହାରୁ ଅଯୋଧ୍ୟାରେ ଲକ୍ଷଲକ୍ଷ ଲୋକଙ୍କ ଜନସାମଗମ ଦେଖିବାକୁ ମିଳିବ। କିନ୍ତୁ ଦେଶରେ ଆଉ ଏକ ଅଯୋଧ୍ୟା ବିଷୟରେ ଜାଣିଛନ୍ତି କି?...

ଶାହାରୁଖଙ୍କୁ ନୋଟିସ, ବଢିପାରେ ସମସ୍ୟା

ମୁମ୍ବାଇ,୧୨।୧: ଅଭିନେତା ଶାହାରୁଖ ଖାଁଙ୍କ ସମସ୍ୟା ବଢିପାରେ। ବିହାରର ମୁଜାଫରପୁର ଜିଲା ଗ୍ରାହକ ଆୟୋଗ ଅଭିନେତା ଶାହାରୁଖ ଖାଁଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ ହେବ। ଫୁଟବଲର୍‌ ଲିଓନେଲ ମେସିଙ୍କୁ ମଧ୍ୟ ନୋଟିସ...

ସଞ୍ଜୟ ସିଂ, ଶ୍ୱାତି ମାଲିୱାଲଙ୍କ ସମେତ ଏଏପିର ୩ ନେତା ଯିବେ ରାଜ୍ୟ ସଭା

ନୂଆଦିଲ୍ଲୀ,୧୨।୧: ଆମ ଆଦମୀ ପାର୍ଟି(ଏଏପି)ର ୩ଜଣ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବାକୁ ପକ୍କା ହୋଇଯାଇଛି। ଅନ୍ୟ ଦଳର କୌଣସି ପ୍ରାର୍ଥୀ ଏହି ୩ଜଣଙ୍କ ବିରୋଧରେ ନାମାଙ୍କନ ଦାଖଲ କରିନାହାଁନ୍ତି। ତେଣୁ ସଞ୍ଜୟ ସିଂ, ଶ୍ୱାତି ମାଲିୱାଲ ଏବଂ ଏନଡି ଗୁପ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri