ଜାତୀୟ

ମନ୍ତ୍ରୀଙ୍କ ଘରେ ଇଡି ଚଢାଉ

କୋଲକାତା,୧୨।୧: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ନେତା ସୁଜିତ ବୋଷଙ୍କ ବିରୋଧରେ ଇଡି ଦ୍ୱାରା ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଚାଲିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କୋଲକାତାରେ ଥିବା ସୁଜିତଙ୍କ ବିଭିନ୍ନ ସ୍ଥାନ ଉପରେ ଚଢାଉ...

ସବୁ ଭାରିଆଣ୍ଟ ପାଇଁ ଉତ୍ତାପ ସହିଷ୍ଣୁ କୋଭିଡ୍‌ ଟିକା

ବେଙ୍ଗାଲୁରୁ,୧୨।୧: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି) ବୈଜ୍ଞାନିକମାନେ ଏକ ନୂଆ କରୋନା ଟିକା ବିକଶିତ କରିଛନ୍ତି। ଏହି ଭାକ୍ସିନ୍‌ ଏସ୍‌ଏଆର୍‌ଏସ୍‌-କୋଭ୍‌-୨ର ବର୍ତ୍ତମାନ ଏବଂ ଭବିଷ୍ୟତରେ ଦେଖାଦେବାକୁ ଥିବା ଭାରିଆଣ୍ଟଗୁଡ଼ିକଠାରୁ ସୁରକ୍ଷା ଦେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। କୋଭିଡ୍‌-୧୯...

ପ୍ରେମିକାଙ୍କୁ ବାହାହେଲେ ବ୍ରୁନେଇ ଯୁବରାଜ

ବନ୍ଦର ସେରି ବେଗାଓ୍ବନ,୧୨।୧:ଏସିଆର ଅନ୍ୟତମ ସବୁଠୁ ଯୋଗ୍ୟ ବ୍ୟାଚେଲର ଭାବେ ପରିଚିତ ବ୍ରୁନେଇର ଯୁବରାଜ ଅବଦୁଲ ମାଟିନ୍‌ ଏକ ସାଧାରଣ ପରିବାରରେ ଗୁରୁବାର ବିବାହ କରିଛନ୍ତି। ୧୦ ଦିନ ଧରି ଏହି ବିବାହ ଉତ୍ସବ ଚାଲିବ। ରାଜଧାନୀ ବନ୍ଦର ସେରି...

ଅଯୋଧ୍ୟା ଯିବେନାହିଁ ୪ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ,୧୨।୧:ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ୧୦ ଦିନ ବାକିଥିବାବେଳେ ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ...

ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ

ନୂଆଦିଲ୍ଲୀ,୧୧।୧: ଦେଶର ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ଅନେକ ଥର ଲୋକମାନେ ରେଲଓ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର ଅଭାବ ବିଷୟରେ ଅଭିଯୋଗ କରନ୍ତି। ଏବେ ବନ୍ଦେ ଭାରତ ଟ୍ରେନରେ ଯାତ୍ରା...

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ ଜେଏନ.୧ହେତୁ କରୋନା ସଂକ୍ରମଣ କେବଳ ବିଶ୍ୱରେ ବୃଦ୍ଧି ପାଇନାହିଁ, ବରଂ ୧୦ ହଜାରରୁ...

ଉତ୍ତରକାଶୀ ଟନେଲର ହିରୋଙ୍କୁ ଭେଟିଲେ ଶାହାରୁଖ, ନେଲେ ସେଲଫି

ମୁମ୍ବାଇ,୧୧।୧: ସୁପରଷ୍ଟାର ଶାହାରୁଖ ଖାଁ ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ, ସେ ଉତ୍ତରକାଶୀ ଟନେଲରେ ଫସି ଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ସେହି ହିରୋମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହ...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନୀତୀଶଙ୍କୁ ମିଳିଲା ନିମନ୍ତ୍ରଣ

ପାଟନା,୧୧।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଉଛି । ଏଥି ସହିତ ବିହାର...

‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲେ ମମତା

କୋଲକତା,୧୧।୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଠିକ ନୁହେଁ। ଏହା ଭାରତର ସାମ୍ବିଧାନିକ ମୌଳିକ ଢାଞ୍ଚା ବିରୋଧରେ ହେବ ବୋଲି ମମତା କହିଛନ୍ତି।...

ଗୁଜରାଟ, ଉତ୍ତରାଖଣ୍ଡ ପରେ ଆସାମରେ ଲାଗୁ ହେବ ଏହି ନିୟମ, ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି

ଗୁଆହାଟି,୧୧।୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଖୁବ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ପରି ୟୁସିସି ଆଣିବୁ। ଆସାମର ୟୁନିଫର୍ମ...

ଆଜମେର ଶରିଫ ଦରଗାହ ପାଇଁ ଚାଦର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୧: ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ସ ଅବସରରେ ଆଜମେର ଶରିଫ ଦରଗାହଠାରେ ଏକ ଚାଦର ଚଢାନ୍ତି। ଚଳିତବର୍ଷ ମଧ୍ୟ ସେ ଚାଦର ପଠାଇଛନ୍ତି। ସେ ପଠାଇଥିବା ଚାଦର ଜାନୁଆରୀ ୧୩ରେ ଚଢାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆଜମେର...

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୧।୧: ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁରୁବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଯାତ୍ରାର ଲୋଗୋ ଉନ୍ମୋଚନ କରିବା ଅବସରରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri