ଜାତୀୟ

ପିଉଛନ୍ତି କି ବୋତଲ ପାଣି, ହୋଇ ଯାଆନ୍ତୁ ସାବଧାନ ! ବ୍ରେନ-ହାର୍ଟରେ ପହଞ୍ଚିବ ଏସବୁ…

ନୂଆଦିଲ୍ଲୀ,୯।୧ : ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ...

ଆତଙ୍କବାଦୀ ହବିବୁଲ୍ଲାଙ୍କ ବିରୋଧରେ ଏନଆଇଏର କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୯।୧ : ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଷଡଯନ୍ତ୍ର କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର...

ପୁଅକୁ ହତ୍ୟା କରି ମୃତ ଦେହକୁ ସୁଟକେସରେ କଲେ ଭର୍ତ୍ତି ମା’…

ପଣଜୀ,୯।୧ : ବେଙ୍ଗାଲୁରୁରୁ ଗୋଆକୁ ଆସିଥିବା ଏକ ଷ୍ଟାର୍ଟଅପ କମ୍ପାନୀର ସିଇଓ ତାଙ୍କ ଚାରି ବର୍ଷର ପୁଅକୁ ହୋଟେଲ ରୁମରେ ହତ୍ୟା କରିଛନ୍ତି। ଏହି ଅପରାଧ କରିବା ପରେ ମହିଳା ମୃତ ଦେହକୁ ସୁଟକେସରେ ଭର୍ତ୍ତି କରି ଘଟଣାସ୍ଥଳରୁ ପଳାଇଥିଲେ।...

ଆଉ ଦାଖଲ କରିବାକୁ ପଡ଼ିବନି ସ୍ପିଡ ଗଭର୍ନର ସାର୍ଟିଫିକେଟ : ଗାଡି ମାଲିକଙ୍କ ପାଇଁ ଖୁସି ଖବର…

ନୂଆଦିଲ୍ଲୀ,୯।୧ : ବାଣିଜି୍ୟକ ଗାଡି ମାଲିକଙ୍କ ପାଇଁ ଖୁସି ଖବର ଆସିଛି। ଏବେ ଆଉ ସେମାନଙ୍କୁ ଯାନଗୁଡିକ ସ୍ପିଡ ଗଭର୍ନର ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ନାହିଁ। ଦିଲ୍ଲୀ ସରକାର ଏହି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ...

ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି।...

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ଅଯୋଧ୍ୟା,୯।୧: ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଙ୍ଗଳବାର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ ଲାଗିଛି। ଏହିଭଳି ଆଉ ୧୩ ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ...

ମେଟ୍ରୋ ଟ୍ରେନରେ ଯାତ୍ରୀଙ୍କୁ ଧମକାଇ ଭୟଭୀତ କରାଇ ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଯୁବକ, ଏବେ ହେଲା ଏଭଳି…

ବେଙ୍ଗାଲୁର,୯।୧ : ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଲୋକମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। କେତେକ ମେଟ୍ରୋରେ ନାଚୁଛନ୍ତି ଏବଂ କେହି କେହି ଷ୍ଟଣ୍ଟ କରୁଛନ୍ତି। କିନ୍ତୁ ଜଣେ ଯୁବକଙ୍କ ପାଇଁ ଏହା କରିବା ମହଙ୍ଗାହୋଇଛି। ଏହି ଯୁବକ...

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ କାର୍ତ୍ତି ଚିଦାମ୍ବରମ: କଂଗ୍ରେସ ଜାରି କଲା ନୋଟିସ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ମହଙ୍ଗା ପଡିଛି। କାରଣ ବର୍ତ୍ତମାନ କଂଗ୍ରେସ ତାଙ୍କୁ ଏକ ନୋଟିସ ପଠାଇଛି ଏବଂ ୧୦ ଦିନ ମଧ୍ୟରେ ତାଙ୍କ ପ୍ରତିକ୍ରିୟା ଦାଖଲ କରିବାକୁ କହିଛି। କାର୍ତ୍ତି...

ଘୋଷଣା ହେଲା NEET 2024 ପରୀକ୍ଷା କାର୍ଯ୍ୟସୂଚୀ, ଜୁଲାଇରୁ ଆରମ୍ଭ ହେବ ପରୀକ୍ଷା

ନୂଆଦିଲ୍ଲୀ,୯।୧: ଘୋଷଣା ହୋଇଛି ନିଟ ପିଜି ୨୦୨୪ ପରୀକ୍ଷା ତାରିଖ। ୨୦୨୪ ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏଗଜାମିନେଶନ ଇନ ମେଡିକାଲ ସାଇନ୍ସେସ(ଏନବିଇଏମଏସ) ନିଜ ଅଫିସିଆଲ ଓ୍ବେବସାଇଟ nbe.edu.in ରେ ପରୀକ୍ଷା କାର୍ଯ୍ୟସୂଚୀ...

#Maldivesboycott : ମୋଦି ପ୍ରତିଟି କାର୍ଯ୍ୟକୁ ନିଜର ବ୍ୟକ୍ତିଗତ କରୁଥିବା କହିଲେ ଖାର୍ଗେ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ମନ୍ତ୍ରୀମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ବିରୋଧରେ ଦେଶର ଲୋକଙ୍କ ମଧ୍ୟରେ...

ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ…

ନୂଆଦିଲ୍ଲୀ,୯।୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି...

ଓଜନ କମ୍‌ କରିବା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କଲେ ଭାଇବ୍ରେଟିଙ୍ଗ ସ୍ମାର୍ଟ ପିଲ୍‌, ବଜେଟ୍‌ ଫ୍ରେଣ୍ଡଲି ରହିଛି ଦାମ୍‌

ନୂଆଦିଲ୍ଲୀ,୯।୧:ବିଶ୍ୱରେ ଥିବା ସବୁ ବୈଜ୍ଞାନିକ ମାନବକଲ୍ୟାଣ ପାଇଁ ବିଭିନ୍ନ ଆବିଷ୍କାର କରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏପରି ଏକ ଟାବଲେଟ ବା ପିଲ୍‌ ତିଆରି କରିଛନ୍ତି ଯାହାଦ୍ୱାରା ଓଜନ ଅତି ସହଜରେ କମି ପାରିବ। ଗୋଟିଏ ଟାବଲେଟରେ କମିଯିବ ଓଜନ। ସାଇନ୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri