ଜାତୀୟ

ଓଜନ କମ୍‌ କରିବା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କଲେ ଭାଇବ୍ରେଟିଙ୍ଗ ସ୍ମାର୍ଟ ପିଲ୍‌, ବଜେଟ୍‌ ଫ୍ରେଣ୍ଡଲି ରହିଛି ଦାମ୍‌

ନୂଆଦିଲ୍ଲୀ,୯।୧:ବିଶ୍ୱରେ ଥିବା ସବୁ ବୈଜ୍ଞାନିକ ମାନବକଲ୍ୟାଣ ପାଇଁ ବିଭିନ୍ନ ଆବିଷ୍କାର କରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏପରି ଏକ ଟାବଲେଟ ବା ପିଲ୍‌ ତିଆରି କରିଛନ୍ତି ଯାହାଦ୍ୱାରା ଓଜନ ଅତି ସହଜରେ କମି ପାରିବ। ଗୋଟିଏ ଟାବଲେଟରେ କମିଯିବ ଓଜନ। ସାଇନ୍ସ...

ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍‌, ଏନେଇ ଲୋକେ ଅଜଣା…

ନୂଆଦିଲ୍ଲୀ,୯।୧ : ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍‌ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଏହି ସ୍ବାସ୍ଥ୍ୟ ସମସ୍ୟା ନେଇ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି, କିନ୍ତୁ...

ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ୬ ଦିିନ ଧରି ଖୋଜୁଛନ୍ତି କ’ଣ, କାହା ବିରୋଧରେ ସଂଗ୍ରହ ହେଉଛି ପ୍ରମାଣ ?…

ନୂଆଦିଲ୍ଲୀ,୯।୧ : ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ବିଭିନ୍ନ ସ୍ଥାନରରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ କୌଣସି ନେତା କିମ୍ବା ରାଜନେତାଙ୍କ ଘରେ ନୁହେଁ ବରଂ ବିଲଡରଙ୍କ ଘରେ ଚାଲିଛି।...

୩୦ ବର୍ଷ ହେବ ‘ମୌନ ବ୍ରତ’ କରିଛନ୍ତି ଏହି ମହିଳା: ଜାନୁୟାରୀ ୨୨ରେ ଭାଙ୍ଗିବେ

ରାଞ୍ଚି,୯।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ। ଝାଡଖଣ୍ଡର ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ତିନି ଦଶନ୍ଧି ଧରି ରଖିଥିବା ‘ମୌନ ବ୍ରତ’ ଭାଙ୍ଗିବେ। ୧୯୯୨ରେ ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା, ସେହି ଦିନ...

ପ୍ରଧାନମନ୍ତ୍ରୀଙ୍କ ଅପମାନ, ଆସନ ବୁଝାମଣା ନେଇ ବଡ଼ ବୟାନ ଦେଲେ ଶରଦ ପାୱାର

ନୂଆଦିଲ୍ଲୀ ,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ବୟାନ ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଶରଦ ପାୱାର କହିଛନ୍ତି ଯେ ଆମର ପରସ୍ପର ସହ ମତଭେଦ ରହିଛି କିନ୍ତୁ ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଆମ ପାଇଁ ଗ୍ରହଣୀୟ...

‘ରାମ ମନ୍ଦିର ସମସ୍ତଙ୍କର, ଭାଜପା ପାଖରେ ଏହାର ଲିଜ୍ ନାହିଁ’: କମଲ ନାଥ

ନୂଆଦିଲ୍ଲୀ ,୯।୧: ଜାନୁଆରୀ ୨୨ ରେ ରାମ ମନ୍ଦିରରେ ଭଗବାନ ରାମଙ୍କର ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହ ରହିଛି। ଏହି କାର୍ଯ୍ୟ ପାଇଁ ବିଜେପି ବହୁତ ଉତ୍ସାହିତ। ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ...

ଉପନିର୍ବାଚନ ହାରିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭାଜପା ନେତା

ଜୟପୁର,୯।୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନ୍ତର୍ଗତ କରନପୁର ବିଧାନସଭା କ୍ଷେତ୍ର ପାଇଁ ଡିସେମ୍ବର ୩୦ରେ ହୋଇଥିବା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସୁରେନ୍ଦ୍ର ପାଲ ସିଂ ଟିଟି ପରାଜିତ ହୋଇଛନ୍ତି। ପରାଜୟ ପରେ ସେ ମନ୍ତ୍ରୀ...

୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…

ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ...

ରାମଲଲାଙ୍କ ପ୍ରତିମାର ହେବନି ନଗର ଭ୍ରମଣ କାର୍ଯ୍ୟକ୍ରମ, ଏହି କାରଣରୁ ହେଲା ରଦ୍ଦ

ଲକ୍ଷ୍ନୌ,୯।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଜାନୁଆରୀ ୧୭ରେ ପ୍ରସ୍ତାବିତ ଦେବ ବିଗ୍ରହଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ ରଦ୍ଦ କରିଦେଇଛି। ସୋମବାର ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି ,...

ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯ା୧: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ପୂର୍ବରୁ ଏହି ଗସ୍ତ ନିର୍ଦ୍ଧାରିତ ହୋଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି। ଏହି ଖବର...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଆସନ ବଣ୍ଟନ ଉପରେ ଫର୍ମୁଲା ସ୍ଥିର, ଏତିକି ଆସନରେ ନିର୍ବାଚନ ଲଢିପାରନ୍ତି କଂଗ୍ରେସ-ଏନସିପି ସମେତ ୪ ଦଳ

ନୂଆଦିଲ୍ଲୀ,୯।୧: ଲୋକ ସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟ ଆସନ ବାଣ୍ଟିବା କାମ ଆରମ୍ଭ କରିଦେଇଛି। ଏହି କ୍ରମରେ ମହାରାଷ୍ଟ୍ରକୁ ନେଇ ଇଣ୍ଡିଆ ଆଲାଇନ୍ସ ରଣନୀତି ପ୍ରସ୍ତୁତ କରିଛି ଏବଂ ସିଟ ବାଣ୍ଟିବା...

ସ୍କୁଲରେ ବନ୍ଧୁଙ୍କ ସହ ନିର୍ବନ୍ଧ କଲେ ୪ ବର୍ଷର ବାଳକ: ଉପହାର ଦେଲେ ଏମିତି କିଛି, ମାତାପିତାଙ୍କ ଉଡିଗଲା ହୋଶ୍‌

ସାଧାରଣତଃ ପିଲାମାନେ ବହୁତ ସରଳ ଏବଂ ନିଷ୍କପଟ ହୋଇଥାନ୍ତି। ସେମାନଙ୍କ ମନରେ କାହା ପାଇଁ ପ୍ରତାରଣା ନ ଥାଏ। କିନ୍ତୁ ଅନେକ ଥର ପିଲାମାନଙ୍କର ଏହି ସରଳତା ମାତାପିତାଙ୍କ ପାଇଁ ମହଙ୍ଗା ପଡିଯାଏ। ଚାଇନାରେ ହୋଇଥିବା ଏକ ଘଟଣାରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri