ଜାତୀୟ

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା ଯାହା ହଜାର ହଜାର ଅନ୍ତର୍ଜାତୀୟ ଛାତ୍ରଙ୍କୁ କାନାଡାରେ ଉଚ୍ଚଶିକ୍ଷା ପାଇଁ ଶୀଘ୍ର ଭିସା...

ଯୋଗୀଙ୍କ ଯୋଗ୍ୟତାର ଯାଞ୍ଚ କରିବାକୁ ପଡିବ, କାହିଁକି ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ

କାନପୁର,୯।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣ ସମୟରେ କାନପୁର ଦେହାତରେ ବ୍ୟାଙ୍କରେ ଜନ୍ମ ହୋଇଥିବା ବାଳକ ଖଚାଞ୍ଜିଙ୍କ ଜନ୍ମଦିନ ପାଳନ କରିବା ପରେ ଅଖିଳେଶ ଗଣମାଧ୍ୟମକୁ କହିଛନ୍ତି ଯେ ଭାଜପା ଏବଂ...

ନୂଆ ସିଜେଆଇଙ୍କ ଟେନସନ ବଢାଇ ଦେଇ ଯାଉଛନ୍ତି ଚନ୍ଦ୍ରଚୂଡ଼? ଅବସର ନେଉ ନେଉ ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୯।୧୧: ନଭେମ୍ବର ୧୧, ସପ୍ତାହ ଆରମ୍ଭ ସହିତ ସୁପ୍ରିମକୋର୍ଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ୩୧୦୩ ଦିନର କାର୍ଯ୍ୟକାଳ ଶେଷ ହୋଇଛି। ଏହି ସମୟରେ ସେ ୭୩୨ ଦିନ (ନଭେମ୍ବର...

ଯଦି ଭାରତ ଉପରେ ଆମେରିକା ଆକ୍ରମଣ କରେ, ତେବେ କେଉଁ କେଉଁ ଦେଶ ଭାରତକୁ କରିବେ ସମର୍ଥନ

ନୂଆଦିଲ୍ଲୀ,୯।୧୧: ଆମେରିକା ଏବଂ ଭାରତ ମଧ୍ୟରେ ଗଭୀର ସମ୍ପର୍କ ଅଛି । ଏହା ସମସ୍ତେ ଜାଣନ୍ତି । ଉଭୟ ଦେଶ ପରସ୍ପରକୁ ରଣନୀତି ଓ କୂଟନୀତିର ଅଂଶୀଦାର ଭାବରେ ବିବେଚନା କରନ୍ତି । ବାଇଡେନ ହେଉ କି ଟ୍ରମ୍ପ ଦୁହେଁ...

ଜାଲିଆତିରେ ସବୁ ରେକର୍ଡ ଭାଙ୍ଗିଛି କଂଗ୍ରେସ: ମୋଦି

ମୁମ୍ବାଇ,୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜାଲିଆତିରେ ସବୁ ରେକର୍ଡ ଭାଙ୍ଗିଛି। ଏହି ଲୋକମାନେ ନିଜର ସମ୍ବିଧାନ କରିବାକୁ ଚାହୁଁଛନ୍ତି। ମହାରାଷ୍ଟ୍ର...

ଶାରଦାଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି

ପାଟନା,୯।୧୧: ବିହାରର ସ୍ବର କୋକିଳା ସ୍ବର୍ଗତ ଶାରଦା ସିହ୍ନାଙ୍କ ଦେହାନ୍ତ ପରେ ସୁପଲର ଗାନ୍ଧୀ ମୈଦାନରେ ଏକ ସମବେଦନା ସଭା ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ସହରବାସୀ ଏହି ସଭାରେ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି...

ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ଜିଅନ୍ତା ଜାଳିଦେଲେ, ସ୍ବାମୀ କହିଲେ ହୃଦୟ ବିଦାରକ କଥା

ଇମ୍ଫାଲ,୯ା୧୧: ମଣିପୁରର ଜିରିବାମ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ଗୁରୁବାର (ନଭେମ୍ବର ୭) ରାତିରେ ଜଣେ ୩୧ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇ ପରେ ଜିଅନ୍ତା ଜାଳି ଦିଆଯାଇଛି। ଏହି ସମୟ ମଧ୍ୟରେ...

ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୯।୧୧: ବିଦାୟ ନେଇଛନ୍ତି ଡି.ୱାଇ.ଚନ୍ଦ୍ରଚୂଡ଼। ଭାରତର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶୁକ୍ରବାର ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି। ସେ ନଭେମ୍ବର ୧୦ ତାରିଖରେ ଅବସର ନେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଶୁକ୍ରବାର...

କାର୍‌ର ହେଲା ଅନ୍ତିମ ସଂସ୍କାର; ଯୋଗଦେଲେ ୧୫ ହଜାର ଲୋକ: ଦେଖନ୍ତୁ ଭିଡିଓ

ଗାନ୍ଧୀନଗର,୯।୧୧: ସାଧାରଣତଃ ଅନେକ ପ୍ରକାରର ବିଦାୟ ସମାରୋହ ଦେଖିବାକୁ ମିଳେ। ସରକାରୀ କାର୍ଯ୍ୟାଳୟରୁ ଅଧିକାରୀଙ୍କ ବିଦାୟ, ବିବାହରେ କନ୍ୟାର ବିଦାୟ ଏବଂ ଜୀବନର ଅନ୍ତିମ ବିଦାୟ। କିନ୍ତୁ ଆପଣ କେବେ କାରର ଅନ୍ତିମ ବିଦାୟ ଦେଖିଛନ୍ତି କି? ହଁ, ଜଣେ...

ରାମମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ନୃପେନ୍ଦ୍ର ମିଶ୍ର କହିଲେ ପ୍ରକୃତ କାରଣ…

ଅଯୋଧ୍ୟା,୯ା୧୧: ଅଯୋଧ୍ୟାରେ ନିର୍ମିତ ରାମମନ୍ଦିର ନିର୍ମାଣ ବର୍ତ୍ତମାନ ତିନିମାସ ବିଳମ୍ବ ହୋଇପାରେ ଏବଂ ବର୍ତ୍ତମାନ ଏହି ମନ୍ଦିର ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ଅଛି। ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇ କହିଛନ୍ତି...

ମୁଖ୍ୟମନ୍ତ୍ରୀଙ୍କ ପିଏ ଘର ଉପରେ ଆଇଟି ଚଢାଉ

ରାଞ୍ଚି,୯।୧୧:: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଖବର ଆସିଛି। ଏଠାରେ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତା (ପିଏ) ସୁନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସହ ଜଡିତ ଲୋକଙ୍କ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା...

ଏକ୍ସପ୍ରେସ୍‌ ଟ୍ରେନ ଲାଇନଚ୍ୟୁତ: ଉଦ୍ଧାର ଜାରି

କୋଲକାତା,୯।୧୧: ପଶ୍ଚିମବଙ୍ଗ: ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଶନିବାର ସକାଳୁ ଲାଇନଚ୍ୟୁତ ହୋଇଛି। ହାୱଡ଼ା ନାଲପୁର ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ମୃତାହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri