ଜାତୀୟ

ପିଲାଙ୍କ ଭୁଲ ପାଇଁ ମାତାପିତା ଯିବେ ଜେଲ…

ଲକ୍ଷ୍ନୌ,୪।୧ : ପିଲାମାନଙ୍କର ଭୁଲ ପାଇଁ ଏବେ ମାତାପିତା ଜେଲରେ ରହିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଏହି ନୂତନ ନିୟମ ଲାଗୁ ହୋଇଛି। ଯାହା ଅନୁଯାୟୀ ମାତାପିତାଙ୍କୁ ସେମାନଙ୍କ ପିଲାମାନଙ୍କ ଭୁଲ ପାଇଁ ଜେଲ...

ଅସୁସ୍ଥ ହେଲେ ଡାକ୍ତରଖାନା ନ ଯାଇ ମନ୍ଦିରକୁ ଯିବା କି? ରାମ ମନ୍ଦିର ନେଇ ତେଜସ୍ବୀଙ୍କ ପ୍ରଶ୍ନର ଭାଜପା ଦେଲା ଜବାବ…

ପାଟନା,୪।୧ : ୨୨ ଜାନୁୟାରୀ ୨୦୨୪ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିହାର ଡେପୁଟି ସିଏମ ତେଜସ୍ବୀ ଯାଦବ ଭାଜପା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା...

ମୁଁ ଜଣେ ସଚ୍ଚୋଟ ବ୍ୟକ୍ତି, ମୋ ଛବି ଖରାପ କରୁଛି ଭାଜପା: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ବାରମ୍ବାର ଇଡି ସମନ କରୁଛି। ଏନେଇ କେଜ୍‌ରିୱାଲ କହିଛନ୍ତି, ସିବିଆଇ ମୋତେ ୮ ମାସ ପୂର୍ବରୁ ଡକାଇଥିଲା, ମୁଁ ଯାଇଥିଲି। କିନ୍ତୁ...

କଂଗ୍ରେସରେ ଯୋଗଦେଲେ ଶର୍ମିଳା

ହାଇଦ୍ରାବାଦ୍‌,୪।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଳା ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ।...

ଶ୍ରୀରାମ ଥିଲେ ମାଂସାହାରୀ: ଏନସିପି ନେତାଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୪।୧ : ୟୁପିର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅନେକ ରାଜ୍ୟରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରା ଯାଇଛି। ଏହି କ୍ରମରେ ଭାଜପା ନେତା ରାମ କଦମ ମଧ୍ୟ...

କେଜରିଓ୍ବାଲଙ୍କ ଘରେ ବଢ଼ିଲା ସୁରକ୍ଷା: ଗିରଫଦାରୀକୁ ଏକ ଗୁଜବ ବୋଲି କହିଲା ଇଡି…

ନୂଆଦିଲ୍ଲୀ,୪।୧ :ଲୋକସଭା ନିର୍ବାଚନ ପୂର୍ବରୁ  ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଆମ ଆଦମୀ ପାର୍ଟି ଦାବି କରିଛି ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବ। ତେବେ,...

ଏମ୍ସରେ ଅଗ୍ନିକାଣ୍ଡ, ପହଞ୍ଚିଲା ୭ ଦମକଳ ଗାଡ଼ି…

ନୂଆଦିଲ୍ଲୀ,୪।୧ : ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ୭ ଟି ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।...

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପା ପାଇଛି ୭୦% ଚାନ୍ଦା

ନୂଆଦିଲ୍ଲୀ,୪।୧: ୨୦୨୨-୨୩ରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ୍‌ ବଣ୍ଡ୍‌ରୁ ଯେଉଁ ପାଣ୍ଠି ପାଇଛନ୍ତି, ସେଥିରୁ ଭାଜପା କେବଳ ୭୦% ଚାନ୍ଦା ପାଇଛି ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟ୍ରିକ ରିଫର୍ମର୍ସ(ଏଡିଆର୍‌) ପକ୍ଷରୁ ପ୍ରକାଶ ପାଇଛି। ଏଡିଆର୍‌ ରିପୋର୍ଟ ଅନୁସାରେ ଭାରତ ରାଷ୍ଟ୍ରୀୟ ସମିତି(ବିଆର୍‌ଏସ୍‌)...

ଜେଲରେ ଜାତିଆଣ ଭେଦଭାବ: କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୪ା୧(ପି.ଟି.):ଦେଶର ଜେଲଗୁଡ଼ିକରେ ପ୍ରିଜନ୍‌ ମାନୁଆଲ ଅନୁସାରେ ନିୟମ ଚାଲୁନାହିଁ। ଜାତି ଭିତ୍ତିରେ କଏଦୀମାନଙ୍କୁ କାର୍ଯ୍ୟ ଓ ସୁବିଧା ଦିଆଯାଉଥିବା ଦର୍ଶାଇ ମହାରାଷ୍ଟ୍ରର କଲ୍ୟାଣ ନିବାସୀ ସୁକନ୍ୟା ସନ୍ଥ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଛନ୍ତି। ତାଙ୍କ ପକ୍ଷରୁ...

ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସିଂ କଲେ ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭିଜିତ୍‌ ସିଂ, ଓମ୍‌ ପ୍ରକାଶ ଏବଂ ହେମରାଜ। ଅଶ୍ଳିଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଯୋଗୁ ଦିବ୍ୟାଙ୍କୁ ହତ୍ୟା କରିଥିବା...

ଗୁରଗାଓଁରେ ମଡେଲଙ୍କୁ ହତ୍ୟା କରି ମୃତଦେହ ସାଙ୍ଗରେ ନେଇଗଲେ ଅଭିଯୁକ୍ତ, ଥିଲେ ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା

ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ଜଣେ ମଡେଲଙ୍କୁ ହତ୍ୟା କରି ବିଏମ୍‌ଡବ୍ଲ୍ୟୁ କାର୍‌ରେ ମୃତଦେହକୁ ନେଇଯାଇଛନ୍ତି ଅଭିଯୁକ୍ତ। ମୃତକ ହେଲେ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲୀଙ୍କ ପ୍ରେମିକା ଦିବ୍ୟା ପାହୁଜା। ତେବେ ୨୦୧୬ରେ ମୁମ୍ବାଇର ହୋଟେଲରେ ପୋଲିସ ସହ ମୁହାଁମୁହିଁରେ ସନ୍ଦୀପଙ୍କ...

ମିଛର ହୋଲସେଲର୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ

ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri