ଜାତୀୟ

ସିଧା ଶୁଣାଇଦେଲେ ମୋଦି: କହିଲେ, ବିଶ୍ୱର କୌଣସି ଶକ୍ତି ଅନୁଚ୍ଛେଦ ୩୭୦କୁ କରିପାରିବ ନାହିଁ ପୁନଃ ଅବସ୍ଥାପିତ

ନାସିକ/ନୂଆଦିଲ୍ଲୀ,୯ା୧୧:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ଜମ୍ମୁ-କଶ୍ମୀରକୁ...

ଏଏମ୍‌ୟୁକୁ ସଂଖ୍ୟାଲଘୁ ମାନ୍ୟତା: ନୂଆ ପୀଠ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୯ା୧୧: ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ସଂଖ୍ୟାଲଘୁ ମାନ୍ୟତାକୁ ନେଇ ରହିଥିବା ବିବାଦୀୟ ଆଇନଗତ ପ୍ରଶ୍ନ ଉପରେ ନୂଆ ଖଣ୍ଡପୀଠ ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ଏହାର ୧୯୬୭ର ରାୟକୁ ଶୁକ୍ରବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଆଇନ ଦ୍ୱାରା ପ୍ରତିଷ୍ଠା ହୋଇଥିବା...

ବିଶ୍ୱରେ ପ୍ରତି ୧୩ ମିନିଟ୍‌ରେ ଜଣେ ପିଲା ହତ୍ୟାର ଶିକାର

ନୂଆଦିଲ୍ଲୀ,୯ା୧୧:ବିଶ୍ୱର ୧ ବିଲିୟନ୍‌ (୧୦୦ କୋଟି)ରୁ ଊର୍ଦ୍ଧ୍ୱ ଶିଶୁ ବିଭିନ୍ନ ପ୍ରକାର ହିଂସା ଦ୍ୱାରା ପ୍ରଭାବିତ। ପିଲାମାନେ ବିଶେଷକରି ଦୁର୍ବ୍ୟବହାର, ଠକେଇ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ହିଂସା ପୀଡ଼ିତ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ...

ମିଡିଆ ଟ୍ରାଏଲ୍‌ ବିରୋଧରେ ପ୍ରେସ୍‌ ଲକ୍ଷ୍ମଣରେଖା ଟାଣିବା ଜରୁରୀ: ହାଇକୋର୍ଟ

ନୂଆଦିଲ୍ଲୀ,୮ା୧୧: ସ୍ବାଧୀନ ମତବ୍ୟକ୍ତ କରିବା ଅଧିକାର ଗଣମାଧ୍ୟମର ରହିଛି, କିନ୍ତୁ ଏହି ଅଧିକାର ଆଳରେ ଗଣମାଧ୍ୟମ ଅଦାଲତର ଭୂମିକା ନିଭାଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। କୋର୍ଟ ରାୟ ପୂର୍ବରୁ ଗଣମାଧ୍ୟମ କୌଣସି ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିପାରିବ...

ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହେଲା ସିଙ୍ଗଡା, ଯାଞ୍ଚ କଲା ସିଆଇଡି

ନୂଆଦିଲ୍ଲୀ,୮।୧୧: କଂଗ୍ରେସ ଶାସନାଧୀନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଓ୍ବିନ୍ଦର ସିଂ ସୁଖୁଙ୍କ ସିଙ୍ଗଡ଼ା ତାଙ୍କ ସୁରକ୍ଷା କର୍ମୀମାନେ ଖାଇଦେଇଥିବା କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ୍‌ ଡିପାର୍ଟମେଣ୍ଟ (ସିଆଇଡି) ତଦନ୍ତରୁ ଜଣାପଡ଼ିବା ପରେ ଶୁକ୍ରବାର ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ସିଆଇଡି...

ଭାଜପାରେ ଯୋଗଦେବା ପାଇଁ ପଡୁଛି ଚାପ: ଚାଞ୍ଚଲ୍ୟକର ଖୁଲାସା କଲେ ସଞ୍ଜୟ ରାଉତ

ପୁଣେ,୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସେପଟେ ଉଦ୍ଧବ ଠାକ୍‌ରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ରହିଛି। ଏଥିସହ ଭାଜପା କେବଳ ବିଭାଜନ...

ଭାରତକୁ ମହାନ ଶକ୍ତି କହିଲେ ପୁଟିନ; ଚାଇନା-ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ, ୮।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତରେ ସମ୍ଭାବନାକୁ ଖୁବ ପ୍ରଶଂସା କରିଥିଲେ। ପୁଟିନ ବଦ୍ଲାଇ ଆଲୋଚନାରେ ରୁଷିଆ ଏବଂ...

ଅବସର ପରେ ଚନ୍ଦ୍ରଚୂଡଙ୍କୁ କ’ଣ ମିଳିବ ସୁବିଧା: ଜାଣନ୍ତୁ ନିୟମ ବିଷୟରେ…

ନୂଆଦିଲ୍ଲୀ,୮।୧୧: ଭାରତରେ ସୁପ୍ରିମକୋର୍ଟର ମୁଖ୍ୟ ଅର୍ଥାତ୍‌ ପ୍ରଧାନ ବିଚାରପତି (ସିଜେଆଇ) ହେଉଛି ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ଏହା କେବଳ ଏକ ସମ୍ମାନଜନକ ପଦବୀ ନୁହେଁ, ବରଂ ଏହା ସହିତ ବିଶେଷ ଅଧିକାର ମଧ୍ୟ ବହନ କରେ,ଯାହା ପ୍ରଧାନ...

‘ମହା ବିକାଶ ଅଘାଡ଼ି’ ଗାଡିର ଡ୍ରାଇଭର ସିଟ୍ ପାଇଁ ଝଗଡ଼ା: ମହାରାଷ୍ଟ୍ରରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ୍ ସମୟ ଥିବା ବେଳେ ସରକାରୀ ଓ ବିରୋଧୀ ଜୋରଦାର ପ୍ରଚାର କରୁଛନ୍ତି। ଉଭୟଙ୍କ ପକ୍ଷରୁ ବୟାନବାଜି ଜାରି ରହିଛି। ଏହାରି ମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କାର୍ଯ୍ୟକାଳର ଶେଷ ଦିନରେ ଭାବୁକ ହେଲେ ଚନ୍ଦ୍ରଚୂଡ, କହିଲେ କ୍ଷମା କରିବେ…

ନୂଆଦିଲ୍ଲୀ,୮।୧୧: ଆଜି ଅବସର ନେଉଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଶେଷ ଦିନରେ ସେ କିଛି ବିଶେଷ ବାର୍ତ୍ତା ଦେଇଛନ୍ତି। ନିଜ କାର୍ଯ୍ୟକାଳର ଅନ୍ତିମ ଦିନରେ ଔପଚାରିକ ପୀଠରୁ ସାରା ବିଶ୍ୱ ଦେଶ ପାଇଁ ଏକ ବିଶେଷ...

ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତି ହେଉଛନ୍ତି ଭାରତର ସବୁଠୁ ବଡ଼ ଦାନବୀର

ନୂଆଦିଲ୍ଲୀ,୮।୧୧: ଭାରତରେ ଶିଳ୍ପପତିମାନେ ବହୁ ଅର୍ଥ ଉପାର୍ଜନ କରନ୍ତି। ସେମାନେ ନିଜ ଅର୍ଜିତ ଅର୍ଥକୁ ଦାନ କରନ୍ତି। ବେଳେବେଳେ ମନରେ ପ୍ରଶ୍ନ ଆସେ, ଭାରତର ସବୁଠାରୁ ବଡ ଦାତା କିଏ, ଯିଏ ନିଜର ଲାଭର ସର୍ବାଧିକ ପରିମାଣକୁ ଦାନକୁ ଦିଅନ୍ତି।...

କେବେ ନେବେ ରାଜନୀତିରୁ ସନ୍ୟାସ, ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ମହାରାଷ୍ଟ୍ର,୮।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଗରମ ରହିଛି। ଏହି ସମୟରେ ଏନସିପି-ଏସପି ମୁଖ୍ୟ ଶରଦ ପାୱାରଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାର ସମୟରେ ଯେତେବେଳେ ଶରଦ ପାୱାରଙ୍କୁ ପଚରାଯାଇଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri