ଜାତୀୟ

ଜାପାନ ସୁନାମୀ ପରେ ୩୩ ହଜାର ଘରୁ କଟିଲା ବିଜୁଳୀ, ଜାରି ହେଲା ହେଲ୍ପଲାଇନ ନମ୍ବର

ଟୋକିଓ/ନୂଆଦିଲ୍ଲୀ,୧।୧: ଜାପାନରେ ବଡ ଧରଣର ଭୂକମ୍ପ ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଇଶିକାୱାରେ ସମୁଦ୍ରର ଉଚ୍ଚ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି । ରୁଷିଆର ଉପକୂଳବର୍ତ୍ତୀ ଅଞ୍ଚଳରେ...

‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି ନୀତୀଶ କୁମାର

ନୂଆଦିଲ୍ଲୀ,୧।୧: ଇଣ୍ଡିଆ ଗଠବନ୍ଧନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ଆଲାଇନ୍ସର ସଂଯୋଜକ ହୋଇପାରନ୍ତି।ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବାସ୍ତବରେ, ଦିଲ୍ଲୀର ଜେଡିୟୁ ରାଷ୍ଟ୍ରୀୟ ପରିଷଦରେ ମୁଖ୍ୟମନ୍ତ୍ରୀ ନୀତୀଶ...

ରାମଲାଲାଙ୍କ ପ୍ରତିମା ପାଇଁ ପୋଷାକ ତିଆରି କରୁଛନ୍ତି ଆଗ୍ରାର ମହିଳା

ଲକ୍ଷ୍ନୌ,୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଉଦ୍‌ଘାଟନ କରିବେ। ଏଭଳିସ୍ଥିତିରେ ରାମଲାଲାଙ୍କ ପ୍ରତିମା ପାଇଁ ଆଗ୍ରାରେ ଜଣେ ମହିଳା ପୋଷାକ ତିଆରି କରୁଥିବା ଏକ ଜାତୀୟ...

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ମାର୍ଚ୍ଚ ୧୨ରେ ହେବ ବୋମା ବିସ୍ଫୋରଣ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଧମକ…

ନୂଆଦିଲ୍ଲୀ,୧।୧ : ଆମେରିକାରେ ବସିଥିବା ବିଚ୍ଛିନ୍ନତାବାଦୀ ତଥା ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ...

୭ ଦିନ ମଧ୍ୟରେ ଦେଶରେ କୋଭିଡ ସଂକ୍ରମଣ ୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୧: ଦେଶରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ନୂଆ ସଂକ୍ରମଣ ସଂଖ୍ୟା ୭୦୦...

ବ୍ରିଟିଶ ଖବର କାଗଜରେ ଦାବି, ୨୦୨୪ ଲୋକ ସଭା ନିର୍ବାଚନରେ ମୋଦିଙ୍କୁ ରୋକିବା ଅସମ୍ଭବ

ନୂଆଦିଲ୍ଲୀ,୧।୧: ଲୋକ ସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି ଏବଂ ସମସ୍ତ ରାଜନୈତିକ ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବ୍ରିଟେନର ଅଗ୍ରଣୀ ଖବରକାଗଜ ଦି ଗାର୍ଡିଆନରେ ଏକ ଲେଖା...

ସୁପର ରାଜନୀତି କରୁଛି ଭାଜପା: ଉଦିତ ରାଜ

ନୂଆଦିଲ୍ଲୀ,୧।୧: ରାମ ମନ୍ଦିରର ଉଦଘାଟନ ସମାରୋହକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପୂର୍ବତନ ଏମ୍‌ପି ତଥା କଂଗ୍ରେସ ଦଳର ନେତା ଉଦିତ ରାଜ ଏକ ଟୁଇଟ୍‌ରେ କହିଛନ୍ତି, ମନୁବାଦ ୫୦୦ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି।...

ଉଦ୍ଧବ-ସଞ୍ଜୟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଅଯୋଧ୍ୟା ମନ୍ଦିରର ମୁଖ୍ୟ ପୂଜକ: କହିଲେ କେବଳ ରାମଭକ୍ତଙ୍କୁ ଆମନ୍ତ୍ରଣ କରିଛୁ…

ଅଯୋଧ୍ୟା,୧।୧ : ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି।...

ଆତ୍ମସମର୍ପଣ ନ କରି ଲଢ଼ିବୁ: ଗର୍ଜିଲେ ମମତା ଦିଦି…

କୋଲକାତା,୧।୧ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୌଣସି ମନ୍ଦ ଶକ୍ତିକୁ ପ୍ରତିରୋଧ କରିବା ତଥା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା...

ଇଭିଏମ ଉପରେ ନାହିଁ ବିଶ୍ୱାସ, ୨୦୦୩ରୁ ମୁଁ କହି ଆସୁଛି: ଦିଗବିଜୟ ସିଂ…

ଭୋପାଳ,୧।୧ : ୨୦୨୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ବିହାରରେ ବ୍ରିଜ୍‌, ଟ୍ରେନ୍‌ ଇଞ୍ଜିନ୍‌ ପରେ ପୋଖରୀ ଚୋରି

ପାଟନା,୧ା୧: ବିହାରରେ ବ୍ରିଜ୍‌, ଟ୍ରେନ୍‌ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ...

ରାହୁଲ ନୁହନ୍ତି ବଡ଼ ନେତା, ତାଙ୍କୁ ଗୁରୁତ୍ୱ ଦେବାର ନାହିଁ ଆବଶ୍ୟକତା, ଟିଭିରେ ସେ କମ ସମୟ ଦେଖାଯାଉଛନ୍ତି: କଂଗ୍ରେସ ନେତାଙ୍କ ମନ୍ତବ୍ୟ…

ଭୋପାଳ,୧।୧ : ମଧ୍ୟପ୍ରଦେଶର ପୂର୍ବତନ ସିଏମ ଦିଗବିଜୟ ସିଂଙ୍କ ସାନଭାଇ ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। କଂଗ୍ରେସର ପୂର୍ବତନ ଏମପି ଲକ୍ଷ୍ମଣ ସିଂ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଏତେ ବଡ ନେତା ଭାବରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri