ଜାତୀୟ

ନୂଆବର୍ଷ ରେଭ ପାର୍ଟିରେ ପୋଲିସ ଚଢ଼ାଉ, ୫ ଯୁବତୀଙ୍କ ସମେତ ୧୦୦ ଅଟକ…

ମୁମ୍ବାଇ,୩୧।୧୨ : ନୂଆ ବର୍ଷ ଅବସରରେ ମୁମ୍ବାଇର ଠାଣେରେ ଆୟୋଜିତ ହୋଇଥିବା ରେଭ ପାର୍ଟିକୁ ପୋଲିସ ନଷ୍ଟ କରି ଦେଇଛି। ଠାଣେ କ୍ରାଇମ ବ୍ରାଞ୍ଚ ନୂଆ ବର୍ଷ ଅବସରରେ ଏକ ରେଭ ପାର୍ଟି ପାଇଁ ଏକାଠି ହୋଇଥିବା ପ୍ରାୟ ୧୦୦...

ଛାଡପତ୍ର ମାମଲାକୁ ଏକତରଫା ପ୍ରତ୍ୟାହାର କରିପାରିବେନି ସ୍ତ୍ରୀ ଅବା ସ୍ବାମୀ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପରସ୍ପର ସହମତ ହୋଇଥିବା ଛାଡପତ୍ର ସମାଧାନ ଚୁକ୍ତିରୁ ସ୍ତ୍ରୀ ଅବା ସ୍ବାମୀ ଏକପାଖିଆ ପ୍ରତ୍ୟାହାର କରିବା ଅନ୍ୟ ପକ୍ଷଙ୍କ ପାଇଁ ମାନସିକ ନିର୍ଯାତନା ପାଲଟି ଥାଏ। ଜଷ୍ଟିସ ସୁରେଶ କୁମାର କୈତ...

ରାମମନ୍ଦିର ଉଦଘାଟନ ପୁଲଓ୍ବାମା ଭଳି ଯୋଜନାବଦ୍ଧ କାର୍ଯ୍ୟକ୍ରମ, ଭୋଟରଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ: କର୍ନାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ବେଙ୍ଗାଲୁରୁ,୩୧।୧୨ : କର୍ନାଟକ ମନ୍ତ୍ରୀ ଡି ସୁଧାକର ତାଙ୍କ ବିବୃତ୍ତି ନେଇ ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପୁଲୱାମା ଆକ୍ରମଣ ପରି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାମ ମନ୍ଦିର ନିର୍ମାଣ...

ଝିଅମାନଙ୍କ ଲୁହଠାରୁ ବଡ଼ ନୁହେଁ ରାଜନୈତିକ ଫାଇଦା: ମୋଦିଙ୍କୁ କହିଲେ ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ବିଶ୍ୱ ପଦକ ବିଜେତା କୁସ୍ତି ଖେଳାଳି ଭିନେଶ ଫୋଗାଟ ଶନିବାର ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଭିନେଶ ଏହି ଉଭୟ ପୁରସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ବାହାରେ ରଖିବାକୁ ଚାହୁଁଥିଲେ କିନ୍ତୁ...

ତେହରିକ୍‌-ଏ-ହୁରିୟତ ବ୍ୟାନ୍‌

ନୂଆଦିଲ୍ଲୀ,୩୧ା୧୨: ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଭାରତ ସରକାର ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ବରାଷ୍ଟ ମନ୍ତ୍ରୀ...

ନେପାଳୀ ନୁଡଲରୁ ହୋଇଯାଆନ୍ତୁ ସତର୍କ, ଚିନ୍ତା ପ୍ରକାଶ କଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧୨: କ’ଣ ଆପଣ ନେପାଳ ନୁଡଲର ସୌକିନ ଅଟନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ନୁଡଲ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଛି। ଏହି ନୁଡଲରେ ଅପମିଶ୍ରଣ ଚିହ୍ନଟ ହେବା ପରେ ପାଟନା ଉଚ୍ଚ ନ୍ୟାୟଳୟ ଏକ କମ୍ପାନୀ ଉପରେ...

ନୂଆବର୍ଷରେ ଖୁସି ଖବର : ୨୦୨୪ ବର୍ଷରେ ସୁନା ପାଲଟିବ ନିବେଶର ଉପଯୁକ୍ତ ବିକଳ୍ପ…

ନୂୂଆଦିଲ୍ଲୀ,୩୧।୧୨ : ନୂଆବର୍ଷରେ ନିବେଶକଙ୍କ ପାଇଁ ଖୁସି ଖବର ଆସିଛି। ରିପୋର୍ଟ ଅନୁସାରେ ସୁନାରେ ନିବେଶ ପାଇଁ ନୂତନ ବର୍ଷ ୨୦୨୪ ଆଶା ଜନକ ରହିବ ବୋଲି କୁହାଯାଉଛି। ପ୍ରକାଶିତ ରିପୋର୍ଟ ନେଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।...

ଗର୍ଭବତୀ କରାଇ ପାରିଲେ ନେବୁ ୧୩ ଲକ୍ଷ, ବିଫଳ ହେଲେ ଦେବୁ ୫ ଲକ୍ଷ: ଠକ ଦଳଙ୍କୁ ଗିରଫ କଲେ ପୋଲିସ, ଭିଡିଓ ଭାଇରାଲ…

ପାଟନା,୩୧।୧୨ : ବିହାରର ନୱାଦାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ...

୯ମାସରେ ପିଇଛନ୍ତି ୧୩୦୮କୋଟି ଟଙ୍କାର ମଦ, ନୂଆବର୍ଷରେ ରେକର୍ଡ ଭାଙ୍ଗିବେ ନୋଏଡାବାସୀ

ନୋଏଡା,୩୧।୧୨: ପୁରୁଣା ବର୍ଷ ୨୦୨୩ ସରବାକୁ ଆଉ କେଇ ଘଣ୍ଟା ବାକି ଅଛି। ଏହାପରେ ପଦାର୍ପଣ କରିବ ୨୦୨୪। ତେବେ ଚଳିତ ବର୍ଷ ୯ମାସରେ ନୋଏଡାବାସୀ କୋଟି କୋଟି ଟଙ୍କାର ମଦ ପିଇଛନ୍ତି। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ନୋଏଡାବାସୀ...

ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରୁଛି କୁକୁର, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୩୧।୧୨ : ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ କୁକୁର ହିରୋ ପାଲଟି ପାରିଛି। ଭିଡିଓରେ କୁକୁରଟି ଚଳନ୍ତା ଟ୍ରେନ ସହିତ ଦୌଡୁଥିବା ଦେଖାଯାଉଛି...

ପୁଣି ନୂଆ ଲହର ଆଶଙ୍କା ଘନେଇଲା: ୨୨୭ ଦିନ ପରେ ଭାରତରେ ସର୍ବାଧିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୧ ନୂଆ ମାମଲା ରିପୋର୍ଟ…

ନୂଆଦିଲ୍ଲୀ,୩୧।୧୨ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣର ମାମଲା ବଢ଼ିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତିତ ଅଛନ୍ତି॥ ଗତ ୧୦ ଦିନର ତଥ୍ୟରୁ ଜଣାପଡ଼ିଛି ପ୍ରତିଦିନ ହାରାହାରି ୫୦୦-୬୦୦ ନୂଆ ମାମଲା ରିପୋର୍ଟ କରାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା...

ଭଗବାନ ଶ୍ରୀରାମଙ୍କ ମାଲିକ ପାଲଟିବାକୁ ଚାହୁଁଛି ଭାଜପା: ସଞ୍ଜୟ ରାଉତଙ୍କ ମନ୍ତବ୍ୟ…

ମୁମ୍ବାଇ,୩୧।୧୨ : ଉଦ୍ଧବ ଠକୁରେଙ୍କ ନେତୃତ୍ୱାଧୀନ ଶିବସେନା ଏମପି ସଞ୍ଜୟ ରାଉତ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଭଗବାନ ରାମଙ୍କର ଉତ୍ସବ ପାଳନ କରିବା ପାଇଁ କାହାକୁ ଭାଜପାର ନେତୃତ୍ୱର ଦରକାର ନାହିଁ। ଲାଗୁଛି ଅଯୋଧ୍ୟାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri