ଜାତୀୟ

କ୍ରିକେଟ ଖେଳିବା ସମୟରେ ପିଇଦେଲେ ଥଣ୍ଡାପାଣି, ଚାଲିଗଲା ନାବାଳକଙ୍କ ଜୀବନ

କ୍ରିକେଟ ଖେଳିବା ସମୟରେ ପିଇଦେଲେ ଥଣ୍ଡାପାଣି, ଚାଲିଗଲା ନାବାଳକଙ୍କ ଜୀବନ ଆମରୋହା,୩୧।୧୨: ଉତ୍ତରପ୍ରଦେଶର ଆମରୋହାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳୁଥିବା ସମୟରେ ଜଣେ ୧୦ମଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଖେଳିବା ସମୟରେ ସେ ଥଣ୍ଡାପାଣି...

ଭାରତ ଇନୋଭେଶନର ହବ୍‌ ପାଲଟିଛି: ମନ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ୧୦୮ ତମ ତଥା ୨୦୨୩ ବର୍ଷର ଶେଷ ସଂସ୍କରଣ ରବିବାର ପ୍ରସାରିତ ହୋଇଛି। ଏହି ଅବସରରେ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି...

ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସର ସର୍ବୋଚ୍ଚ ସ୍ତରରେ: ଗୋଟିଏ ବର୍ଷରେ ୫୮ ବିଲିୟନ ଡଲାର ବୃଦ୍ଧି…

ନୂଆଦିଲ୍ଲୀ,୩୧।୧୨ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ୪.୪୭୧ ବିଲିୟନ ଡ଼ଲାର ବୃଦ୍ଧି ସହିତ ୬୨୦.୪୪୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର...

ମଣିପୁରରେ ପୁଣି ହିଂସା: ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ, ଜଣେ ମୃତ

ଇମ୍ଫାଲ,୩୧।୧୨: ମଣିପୁରରେ ପୁଣି ହିଂସା । ଶନିବାର ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ...

କାନାଡା ଗ୍ୟାଙ୍ଗ୍‌ଷ୍ଟର ଲଖ୍‌ବୀରଙ୍କୁ ଆତଙ୍କବାଦୀ ଘୋଷଣାକଲା କେନ୍ଦ୍ର

ନୂଆଦିଲ୍ଲୀ,୩୧ା୧୨: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ନୂଆଦିଲ୍ଲୀ ଏବଂ ଓଟାଓ୍ବା ମଧ୍ୟରେ କୂଟନୈତିକ ସ୍ତରରେ ଉତ୍ତେଜନା ଲାଗିରହିଥିବାବେଳେ କାନାଡ଼ାରେ ଥାଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଗ୍ୟାଙ୍ଗ୍‌ଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ କେନ୍ଦ୍ର ସରକାର...

ନୂଆବର୍ଷ ଦିନ ମହାକାଶକୁ ପିଓଇଏମ୍‌ ପଠାଇବ ଇସ୍ରୋ

ନୂଆଦିଲ୍ଲୀ,୩୧ା୧୨: ନିଉଟ୍ରନ୍‌ ଷ୍ଟାର ଏବଂ ବ୍ଲାକ୍‌ ହୋଲ୍‌ ଉପରେ ଅଧ୍ୟୟନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷ ଦିନ ସ୍ବତନ୍ତ୍ର ଅବ୍‌ଜରଭେଟୋରୀ ପଠାଇବାକୁ ଯାଉଥିବାବେଳେ ମହାକାଶକୁ ପିଓଇଏମ୍‌ ପଠାଇବାକୁ ଯୋଜନା କରିଛି। ପିଏସ୍‌ଏଲ୍‌ଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ୟୁଲ୍‌...

୩ ବର୍ଷ ପରେ କର୍ତ୍ତବ୍ୟପଥରେ ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୧।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ତିନିବର୍ଷ ଧରି ନିରାଶ ହେବା ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିବ। ସାରା ବିଶ୍ବ ଦେଖିବ ଓଡ଼ିଶା କଳାସଂସ୍କୃତିର ଝଲକ ଓ ମହାନ୍‌ ପରମ୍ପରାର ଐତିହ୍ୟ। ଶୁକ୍ରବାର ଦିଲ୍ଲୀଠାରେ ଅନୁଷ୍ଠିତ ୪ର୍ଥ ବୈଠକରୁ...

ଆମେରିକାରେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି, ଝିଅଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ,୩୧ା୧୨: ଆମେରିକାର ମାସାଚୁସେଟ୍ସସ୍ଥିତ ସବୁଠୁ ବିଳାସପୂର୍ଣ୍ଣ ଏନ୍‌କ୍ଲେଭ୍‌ ବାସଭବନରେ ଏକ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଓ ସେମାନଙ୍କ ନାବାଳିକା ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛିି। ରାକେଶ କମଲ(୫୭), ସ୍ତ୍ରୀ ଟିନା(୫୪) ଏବଂ ସେମାନଙ୍କ ଝିଅ ଆରିଆନା(୨୮)ଙ୍କ ମୃତଦେହ ଗୁରୁବାର...

ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହୋଇନାହିଁ ଗୋଟିଏ ହେଲେ ଷ୍ଟିଲ୍, ସୂଚନା ଦେଲେ ମନ୍ଦିର ସ୍ଥପତି

ମୁମ୍ବାଇ,୩୦ା୧୨: ଅଯୋଧ୍ୟାରେ ଭବ୍ୟ ବିଶାଳ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଉଦଘାଟନ କରିବେ ଏବଂ ରାମଲାଲାଙ୍କୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିର କିପରି ନିର୍ମାଣ...

୨୦୨୪ ମସିହାରେ ଅଧିକ ଗରମ ହେବାର ସମ୍ଭାବନା, ଆକଳନ କଲେ ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର,୩୦।୧୨: ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସୃଷ୍ଟି ହୋଇଥିବା ଏଲ୍‍- ନିନୋ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି...

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି! ନବନିଯୁକ୍ତ ଶିକ୍ଷକଙ୍କର ହେବ ପୁନଃଯାଞ୍ଚ

ଭୁବନେଶ୍ୱର, ୩୦।୧୨: ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଇଛି ଶିକ୍ଷା ବିଭାଗ। ଗତମାସରେ ବିହାର ସରକାର ପ୍ରାୟ ଏକ ଲକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଶିକ୍ଷା ବିଭାଗକୁ ଅଭିଯୋଗ ମିଳିଥିଲା ଯେ,...

ନୀତୀଶଙ୍କ ଜେଡିୟୁରେ ଫାଟ,ଲଲନଙ୍କୁ ହଟାଇବା ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା: ଜୀତନ ରାମ…

ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲଙ୍‌ନ ସିଂଙ୍କୁ ହଟାଇବା ପରେ ଏବେ ବିହାରରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଶାସକ ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri