ଜାତୀୟ

ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ କୋହ ସମ୍ଭାଳି ପାରିବେନି…

କାନପୁର,୩୦।୧୨: ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ସେତେବେଳେ ଶ୍ମଶାନର ମାହୋଲ କିଛି ଏପରି ଥାଏ ଭୟ ଲାଗିଥାଏ। ଶ୍ମଶାନରେ ନୀରବତା ପାଟି ଚିରୁଥିବାବେଳେ ସେଥିରେ ତାଳ ଦେଇଥାନ୍ତି ମୃତ ବ୍ୟକ୍ତିଙ୍କ ପରିବାର। ତେବେ...

୬ ବନ୍ଦେ ଭାରତ ସମେତ ୮ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ...

ଡରାଉଛି କରୋନା, ୭ ମାସର ରେକର୍ଡ ଭାଙ୍ଗିଲା ନୂଆ ସଂକ୍ରମଣ

ନୂଆଦିଲ୍ଲୀ,୩୦।୧୨: କରୋନା ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଅନେକ ସ୍ଥାନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ-୧୯, ଜେଏନ.୧ ର ନୂତନ ପ୍ରକାର ୯ଟି ରାଜ୍ୟରେ ବ୍ୟାପିଛି। ଗୁରୁତ୍ୱପୂର୍ଣ୍ଣ କଥା...

ଫ୍ଲାଟମେଟ ପାଇଁ ଟିଣ୍ଡରରେ ପ୍ରୋଫାଇଲ ଖୋଲିଲେ ମହିଳା, କ୍ରିଏଟିଭି ଦେଖିଲେ…

ବେଙ୍ଗାଲୁରୁ,୩୦।୧୨: ରୁମମେଟ୍‌ କିମ୍ବା ଫ୍ଲାଟମେଟ୍‌ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍‌ ସହ ରୁମ୍‌ ଶେୟାର କରି ରହିବାକୁ ପସନ୍ଦ କରନ୍ତି।...

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ ଶୋ’, ଜୟ ଶ୍ରୀ ରାମ ନାରା ସହିତ କରାଗଲା ସ୍ବାଗତ

ଲକ୍ଷ୍ନୌ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ସହିତ ସ୍ବାଗତ...

ମୁସଲିମ ଦେଶ ଫେଲ, ଏବେ ମୋଦି କରିବେ ଯୁଦ୍ଧର ଶେଷ, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇମାମ ବୁଖାରିଙ୍କ ଅପିଲ

ନୂଆଦିଲ୍ଲୀ,୩୦।୧୨: ମଧ୍ୟ ପୂର୍ବର ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆର୍ମି (ଆଇଡିଏଫ)ର ଆକ୍ରମଣ ଗତ ୩ ମାସ ଧରି ଚାଲିଆସୁଛି। ଏହି ଯୁଦ୍ଧରେ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ବର୍ତ୍ତମାନ ଏହା ଉପରେ ଦିଲ୍ଲୀର...

୨ ମାସ ଯାଏ ନାବାଳିକାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରୁଥିଲେ ଯୁବକ

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶର କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କାନପୁରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ଯୁବକ ୧୪ ବର୍ଷ ବୟସ୍କା ନାବାଳକାଙ୍କୁ ବନ୍ଧକ ରଖି ଦୁଇମାସ ଧରି ଦୁଷ୍କର୍ମ କରିଥିବା ଜଣାପଡିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ,...

ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା

ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏଥିଯୋଗୁ ତାପମାତ୍ରା ବୃଦ୍ଧି...

‘ଶୁକ୍ର୍ରିୟା ମୋଦି ଭାଇଜାନ’ ଅଭିଯାନକୁ ନେଇ ଭାଜପାକୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟର ହ୍ୟାଟ୍ରିକ ସ୍କୋର କରିବାକୁ ମୋଦି ସରକାର କକୌଣସି ପଥରକୁ ଅଣଦେଖା କରିବାକୁ ଚାହୁଁନାହାଁନ୍ତି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ଏହାର ପାରମ୍ପାରିକ ଭୋଟର ତଥା ବିରୋଧୀ ଦଳର...

ଯାତ୍ରୀଙ୍କ ପାଇଁ ଖୁସିଖବର: ଅଯୋଧ୍ୟା ପାଇଁ ଏହି ୩ ସହରରୁ ଆରମ୍ଭ ହେବ ବିମାନ ସେବା, ବିମାନବନ୍ଦର ଉଦ୍‌ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଘୋଷଣା

ନୂଆଦିଲ୍ଲୀ,୩୦।୧୨: ଡିସେମ୍ବର ୩୦ ଅଯୋଧ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨.୧୫ ରେ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦର ଏବଂ ରେଳ ଷ୍ଟେଶନର ଉଦଘାଟନ କରିବାକୁ ଯାଉଛନ୍ତି। ଅଯୋଧ୍ୟାର ଏହି ବିମାନବନ୍ଦରର ନାମ...

ବାବର ଖାଲସା ଅନ୍ତର୍ଜାତୀୟ ନେତା ଲଖବୀର ସିଂହ ଲାଣ୍ଡାଙ୍କୁ ଭାରତ ଘୋଷଣା କଲା ଆତଙ୍କବାଦୀ

ନୂଆଦିଲ୍ଲୀ,୩୦।୧୨: ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଲାଣ୍ଡା ପଞ୍ଜାବର ତରନତାରନ...

୧୦୦ ବିଲିୟନ କ୍ଲବ୍‌ର ପ୍ରଥମ ମହିଳା

ନୂଆଦିଲ୍ଲୀ,୩୦ା୧୨: ଏଲ୍‌’ଓରିଅଲ ବିଉଟି ଏମ୍ପାୟାରର ଉତ୍ତରାଧିକାରୀ ଫ୍ରାନ୍‌କୋଇସ୍‌ ବେଟେନ୍‌କୋର୍ଟ ମେୟେର୍ସ ବିଶ୍ୱର ପ୍ରଥମ ମହିଳା, ଯାହାଙ୍କ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ। ବ୍ଲୁମ୍‌ବର୍ଗ ବିଲିଅନେୟାର୍ସ ସୂଚକାଙ୍କ ଅନୁଯାୟୀ ଫ୍ରାନ୍‌କୋଇସ୍‌ଙ୍କ ସମ୍ପତ୍ତି ପରିମାଣ ଗୁରୁବାର ୧୦୦.୧ ବିଲିୟନ ଡଲାର (୮,୩୩,୦୩୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri