ଜାତୀୟ

ନୂଆବର୍ଷକୁ ନେଇ ଆଡଭାଇଜରୀ ଜାରି, ମଦ୍ୟପଙ୍କ ଉପରେ ନଜର ରଖିବ କ୍ୟାମେରା

ନୂଆନିଲ୍ଲୀ,୨୮।୧୨: ନୂଆ ବର୍ଷ ପାଳନ କରୁଥିବା ଲୋକମାନେ ଟିକିଏ ସତର୍କ ହେବା ଉଚିତ। ଏଥର ଦିଲ୍ଲୀ ଟ୍ରାଫିକ ପୋଲିସ ଗୁପ୍ତଚର କ୍ୟାମେରା ମାଧ୍ୟମରେ ମଦ୍ୟପାନ କରୁଥିବା ଲୋକଙ୍କୁ ଧରିବ। ଏଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ଯେଉଁଠାରେ ମଦ୍ୟପାନ କରାଯାଏ ଏବଂ...

କମିବ ପେଟ୍ରୋଲ ଦର!

ନୂଆଦିଲ୍ଲୀ,୨୮।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ସରକାର ଦେଶବାସୀଙ୍କୁ ଏକ ବଡ ଉପହାର ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଗୁରୁବାର ବିଶେଷ ସୂତ୍ରରୁ ମିଳିଥିବା ଏକ ଖବରରୁ ଜଣାପଡିଛି କି ସରକାର ଏହି ନିର୍ବାଚନ ପୂର୍ବରୁ ପେଟ୍ରୋଲ...

ଏହି ନାମରେ ଜଣାଯିବ ଅଯୋଧ୍ୟାର ନୂଆ ବିମାନବନ୍ଦର

ଲକ୍ଷ୍ନୌ,୨୮।୧୨: ଅଯୋଧ୍ୟାରେ ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର ୩୦)ରେଅଯୋଧ୍ୟା ଗସ୍ତ କରିବେ। ଏହି ସମୟରେ ବିମାନବନ୍ଦରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଅଯୋଧ୍ୟାର...

ଅବୁ ଧାବିରେ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ଅବୁ ଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ। ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବାକୁ ମନ୍ଦିରର ଏକ ପ୍ରତିନିଧୀମଣ୍ଡଳ ନୂଆଦିଲ୍ଲୀର ୭ ଲୋକ...

ରାହୁଲଙ୍କ ‘ଭାରତ ନ୍ୟାୟ ଯାତ୍ରା’ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ହେବ କି ଫାଇଦା, ସର୍ଭେରେ ଖୁଲାସା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ପରି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଜାନୁୟାରୀ ୧୪ରୁ ମଣିପୁରରୁ ମୁମ୍ବାଇ ଅଭିମୁଖେ ବାହାରିବେ। ଏହା ମଧ୍ୟରେ ସେ ୧୪ ରାଜ୍ୟର ୮୫ ଜିଲା...

କ୍ରିକେଟ ମଇଦାନକୁ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଲେ ଅମ୍ବାତି ରାୟଡୁ

ବିଜୟଓ୍ବାଡା,୨୮।୧୨: ପୂର୍ବତନ କ୍ରିକେଟର ଅମ୍ବାତି ରାୟଡୁ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଓ୍ବାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟଓ୍ବାଡାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଏହି କ୍ରିକେଟର ରାଜନୀତିରେ ସାମିଲ...

ଭାଜପା ଏମପି ମୋତେ ଲୁଚି ଲୁଚି ଭେଟୁଛନ୍ତି: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ ଏବେ ବିଚାରଧାରାର ଲଢେଇ ଚାଲିଛି। ଏହି ସଂଗ୍ରାମର ମୂଳଦୁଆ ହେଉଛି ଆଦର୍ଶ । ଦୁଇଟି ଚିନ୍ତାଧାରା ମଧ୍ୟରେ ଝଗଡା ହେଉଛି। କଂଗ୍ରେସର ୧୩୯ତମ ପ୍ରତିଷ୍ଠା...

ଅଖିଳେଶଙ୍କ ବଡ ଦାବି

ଲକ୍ଷ୍ନୌ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମାଜବାଦୀ ପାର୍ଟି ମଧ୍ୟ ଉତ୍ତରପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ସମୟରେ ଏସପି ରାଷ୍ଟ୍ରୀୟ ସଭାପତି ତଥା...

ଉଦ୍ଧବଙ୍କୁ ଝଟକା ଦେଲା କଂଗ୍ରେସ

ମୁମ୍ବାଇ,୨୮।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ୨୩ ଟି ଆସନ ଲାଗି ସହଯୋଗୀ ଶିବସେନା (ୟୁବିଟି) ର ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଇଣ୍ଡିଆ ଆଲାଇନ୍ସର ବୈଠକରେ ଶିବସେନା ୨୩ଟି ଆସନ ଦାବି...

ଚା’ ମାଗିବାରୁ ସ୍ବାମୀଙ୍କର ଏଭଳି ଅବସ୍ଥା କଲେ ସ୍ତ୍ରୀ, ଜାଣନ୍ତୁ ପୂରା ଘଟଣା…

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶର ବାଗପତ ଜିଲାରେ ଘଟିଥିବା ଏକି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଘଟଣାକୁ ସେମାନଙ୍କର ସୋସିଆଲ ଆକାଉଣ୍ଟ ଫେସବୁକ, ଏକ୍ସ ଏବଂ ଇନଷ୍ଟାଗ୍ରାମ ଇତ୍ୟାଦିରେ ବହୁଳ ମାତ୍ରାରେ ପୋଷ୍ଟ କରୁଛନ୍ତି ।...

ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ହେଉ ସାର୍ବଜନିକ ଛୁଟି: ମୋଦିଙ୍କୁ ସାଧୁଙ୍କ ଚିଠି…

ଲକ୍ଷ୍ନୌ,୨୮।୧୨ : ୨୨ ଜାନୁୟାରୀ ୨୦୨୪ ରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଯେଉଁଥିପାଇଁ ପ୍ରଶାସନ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛି। ଏହି ସମୟ ମଧ୍ୟରେ ଅଯୋଧ୍ୟାଠାରୁ କାଶୀ ପର୍ଯ୍ୟନ୍ତ ସମସ୍ତ ସାଧୁମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri