ଜାତୀୟ

ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ହେଉ ସାର୍ବଜନିକ ଛୁଟି: ମୋଦିଙ୍କୁ ସାଧୁଙ୍କ ଚିଠି…

ଲକ୍ଷ୍ନୌ,୨୮।୧୨ : ୨୨ ଜାନୁୟାରୀ ୨୦୨୪ ରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଛି। ଯେଉଁଥିପାଇଁ ପ୍ରଶାସନ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛି। ଏହି ସମୟ ମଧ୍ୟରେ ଅଯୋଧ୍ୟାଠାରୁ କାଶୀ ପର୍ଯ୍ୟନ୍ତ ସମସ୍ତ ସାଧୁମାନେ...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବାକୁ ମନା କଲେ ସଞ୍ଜୟ ରାଉତ: କହିଲେ ଭାଜପା ରାଲିକୁ ମୁଁ କାହିଁକି ଯିବି…

ମୁମ୍ବାଇ,୨୮।୧୨ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣକୁ ନେଇ ଏକ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କଠାରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ଶିବସେନା (ୟୁବିଟି) ର ରାଜ୍ୟସଭା ଏମପି...

ଜନ ଧନ ଯୋଜନାରେ ୧୦ କୋଟି ଆକାଉଣ୍ଟ ଇନଆକ୍ଟିଭ, ଅଧାରୁ ଅଧିକ ରହିଛି ମହିଳାଙ୍କର…

ନୂଆଦିଲ୍ଲୀ,୨୮।୧୨ : କେନ୍ଦ୍ର ସରକାର ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଦ୍‌ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ହେଉଛି ଏହିପରି ଏକ ଯୋଜନା, ଯାହା ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବରେ...

୨୪ ଘଣ୍ଟାରେ ୬ ଜୀବନ ନେଲା କରୋନା: ପ୍ରତି ଘଣ୍ଟାରେ ଚିହ୍ନଟ ହେଉଛନ୍ତି ଜଣେ ନୂଆ ରୋଗୀ

ନୂଆଦିଲ୍ଲୀ,୨୮।୧୨: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୯୨ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ପ୍ରତି ଘଣ୍ଟାରେ ଦେଶରେ କୋଭିଡ୍‌ର ୨୮ଟି ନୂଆ ମାମଲା ଦେଖିବାକୁ ମିଳୁଛି। ଏହି ସମୟରେ ସକ୍ରିୟ ମାମଲା ୪୦୯୭କୁ ବୃଦ୍ଧି ପାଇଛି। ଗତ...

ଗର୍ଭ ଗୃହରେ ପ୍ରତିଷ୍ଠା ହେବ ରାମଲଲାଙ୍କ ନୂଆ ମୂର୍ତ୍ତି, କେଉଁଠି ରହିବ ପୁରୁଣା ପ୍ରତିମା?

ଅଯୋଧ୍ୟା,୨୮।୧୨: ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ଲଲାଙ୍କ ପ୍ରତିମୂର୍ତ୍ତି। ୨୦୨୪ ଜାନୁଆରୀ ୨୨ରେ ହେବ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାମ ଲଲାଙ୍କର ଦୁଇଟି ମୂର୍ତ୍ତି ରହିଛି...

ଯୋଗୀ ସରକାରଙ୍କ ବଡ ଘୋଷଣା: ରାମନଗରୀ ଅଯୋଧ୍ୟାରେ ଆଉ ହେବ ନାହିଁ ମଦ ବିକ୍ରି…

ଲକ୍ଷ୍ନୌ,୨୮।୧୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏହି ଅଞ୍ଚଳରେ ମଦ ବିକ୍ରିକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଅଯୋଧ୍ୟା ର ୮୪...

ହାଫିଜଙ୍କୁ ଆମକୁ ପ୍ରତ୍ୟର୍ପଣ କର: ଭାରତର ଦାବି ନେଇ ଅଡୁଆରେ ପାକିସ୍ତାନ…

ନୂଆଦିଲ୍ଲୀ,୨୮।୧୨ : ଲଶ୍କରରୁ ଆରମ୍ଭ କରି ଜୈଶ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଶରଣ ଦେଇ ସହାୟତା କରୁଥିବା ପାକିସ୍ତାନ ନିକଟରେ ଭାରତ ଏକ ବଡ ଦାବି କରିଛି। ଭାରତ ସରକାର ପାକିସ୍ତାନକୁ ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ତଥା ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର...

ମନ୍ତ୍ରିମଣ୍ଡଳ ଭଙ୍ଗ କରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବେ ନୀତୀଶ: ରାଜନୈତିକସ୍ତରରେ ଚର୍ଚ୍ଚା ଜୋର ଧରିଲା…

ପାଟନା,୨୭।୧୨ : ବିହାରରେ ଶାସକ ମିଳିତ ମେଣ୍ଟର ମୁଖ୍ୟ ଭାଗିଦାରୀ ଜନତା ଦଳ ୟୁନାଇଟେଡ (ଜେଡିୟୁ) ମଧ୍ୟରେ ବାଦବିବାଦ ଲାଗି ରହିଛି। ବର୍ତ୍ତମାନ ବଡ ଖବର ସୂତ୍ରରୁ ପ୍ରକାଶ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରୀ ପରିଷଦକୁ ବିଲୋପ କରିବାକୁ ଯୋଯନା...

ଅଭିନେତା ବିଜୟକାନ୍ତଙ୍କ ପରଲୋକ: କରୋନା ଯୋଗୁ ଭେଣ୍ଟିଲେଟରରେ ଥିଲେ

ଚେନ୍ନାଇ,୨୮।୧୨: ଅଭିନେତାରୁ ରାଜନେତା ପାଲଟିଥିବା ବିଜୟକାନ୍ତଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କୁ କରୋନା ହୋଇଥିଲା। ଏହା ପରେ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଚେନ୍ନାଇର ଡିଏମଡିକେ ପାର୍ଟି ପ୍ରତିଷ୍ଠାତା ବିଜୟକାନ୍ତଙ୍କୁ...

ପାର୍ଲେ-ଜି ପ୍ୟାକେଟରୁ ହଟିଲା ପାର୍ଲେ-ଗାର୍ଲର ଫଟୋ!

ନୂଆଦିଲ୍ଲୀ,୨୮।୧୨: ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ପାର୍ଲେ-ଜି ବିସ୍କୁଟ ଯେତିକି ପସନ୍ଦ ନୁହେଁ ପ୍ୟାକେଟରେ ଥିବା ପାର୍ଲେ ଗାର୍ଲର ଫଟୋକୁ...

କଂଗ୍ରେସ ଉପରେ ଚଡ଼କ: ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଯୋଡିଲା ଇଡି…

ଲକ୍ଷ୍ନୌ,୨୮।୧୨ : ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି। ଇଡି ଚାର୍ଜସିଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri