ଜାତୀୟ

ନୂଆବର୍ଷ ସେଲିବ୍ରେଶନକୁ ନେଇ ବଢୁଛି ଭୟ

ନୂଆଦିଲ୍ଲୀ,୨୬।୧୨: ପ୍ରଥlମ ଖ୍ରୀଷ୍ଟମାସ ଏବଂ ବର୍ତ୍ତମାନ ନୂଆ ବର୍ଷ, ପର୍ବ ଋତୁ ଆରମ୍ଭ ହେବା ମାତ୍ରେ ଲୋକଙ୍କ ବାହାରକୁ ଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଲୋକମାନେ ହିଲ ଷ୍ଟେଶନ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଛୁଟି କିମ୍ବା...

ହିନ୍ଦୁ ଏକ ପ୍ରତାରଣା: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଣି ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହିନ୍ଦୁ ଏକ ପ୍ରତାରଣା। ୧୯୯୫ରେ ସୁପ୍ରିମକୋର୍ଟ କହିଥିଲେ ଯେ, ହିନ୍ଦୁ ଧର୍ମ ନୁହେଁ, ଏହା ବଞ୍ଚିବାର ଏକ ଶୈଳୀ।...

ଡିସେମ୍ବର ୩୦ରେ ଅଯୋଧ୍ୟାରେ ଅମୃତ ଭାରତ ଏକ୍ସପ୍ରେସ ଲଞ୍ଚ୍‌ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରେଲଓ୍ବକୁ ଏକ ନୂଆ ରୂପ ଏବଂ ଗତି ଦେଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ପରେ ବର୍ତ୍ତମାନ ଅମୃତ ଭାରତ ଏକ୍ସପ୍ରେସ ଟ୍ରାକରେ ଚାଲିବାକୁ ପ୍ରସ୍ତୁତ ଅଛି। ଡିସେମ୍ବର ୩୦ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ...

ଲଦାଖରେ ଭୂକମ୍ପ ଅନୁଭୂତ

ଶ୍ରୀନଗର,୨୬।୧୨: ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୩୦ ସମୟରେ ଏହି...

ଜୟ ଶ୍ରୀରାମ ନାରା ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦଯାତ୍ରା କରୁଛନ୍ତି ଏହି ମୁସଲମାନ ଯୁବତୀ: ଭାଇରାଲ ହେଉଛି ଭିଡିଓ

ଅଯୋଧ୍ୟା,୨୬।୧୨: ୨୨ ଜାନୁଆରୀ ୨୦୨୪ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। କାରଣ ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦୦୦ ଲୋକ ଯୋଗଦେବେ। ଏଥିପାଇଁ ଅନେକ ପ୍ରସ୍ତୁତି...

ଖ୍ରୀଷ୍ଟମାସରେ ପିଇଗଲେ ୧୫୪ କୋଟି ଟଙ୍କାର ମଦ

ଥିରୁଭାନନ୍ତପୁରମ,୨୬।୧୨: ଭାରତରେ ଯେକୌଣସି ପର୍ବ ପାଇଁ ପ୍ରସ୍ତୁତି ଏହା ଆସିବାର ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ଲୋକମାନେ ପର୍ବ ସମୟରେ ବହୁତ ସପିଂ କରନ୍ତି ଏବଂ ଏହାର ପ୍ରଭାବ ବଜାରରେ ମଧ୍ୟ ଦୃଶ୍ୟମାନ ହୁଏ। ଚଳିତ ବର୍ଷ ଖ୍ରୀଷ୍ଟମାସ ସମୟରେ...

ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ଜମ୍ମୁ/ଶ୍ରୀନଗର,୨୬ା୧୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ପରେ ସେନା ୩ ଜଣଙ୍କୁ ଜେରା ପାଇଁ ଉଠାଇନେଇଥିଲା। ସେମାନଙ୍କର ମୃତଦେହ ମିଳିବା ପରେ ସୈନ୍ୟମାନେ ସେମାନଙ୍କୁ ଜେରା ବେଳେ ମାଡ଼ ମାରି ହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଥିଲେ। ନାଗରିକ...

ପ୍ରଥମ ଶିଳା ଖୋଦେଇ କରିଥିବା କାରିଗରଙ୍କୁ ଆମନ୍ତ୍ରଣ

ଲକ୍ଷ୍ନୌ,୨୬ା୧୨: ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଶିଳା ଖୋଦେଇ କରିଥିବା କାରିଗର ଅନ୍ନୁଭାଇ ସୋମପୁରା ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନ୍ନୁଭାଇଙ୍କୁ...

ଦେଶରେ ୬୩ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଭାରତରେ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଦ୍ଧା ୬୩ରେ ପହଞ୍ଚତ୍ଛି। ସେଥିରୁ କେବଳ ଗୋଆରେ ୩୪ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହରାଷ୍ଟ୍ରରେ ୯ ଜେଏନ୍‌.୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କର୍ନାଟକରେ ୮,...

ଜୀବନକାଳକୁ ଆକଳନ କରିପାରିବ ଏଆଇ ମଡେଲ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଗବେଷକମାନେ ଏଭଳି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବିକଶିତ କରିଛନ୍ତି, ଯାହା ମାନବର ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଓ ଆୟ ସମ୍ପର୍କିତ ଇତିହାସ ସମ୍ପର୍କରେ ଜଣାଇଦେବ। ଜଣେ ବ୍ୟକ୍ତିର ସମଗ୍ର ଜୀବନର ସବୁକିଛି ଏହା ପୂର୍ବାନୁମାନ କରିପାରିବ ବୋଲି...

ଟଏଲେଟ୍‌ ଗଲେ ସିଆଇଏସଏଫ ଅଧିକାରୀ: ଏପଟେ ବଳାତ୍କାର ଅଭିଯୁକ୍ତ ଛୁ

ଚଣ୍ଡିଗଡ,୨୬।୧୨: ପଞ୍ଜାବରେ ହୋଇଥିବା ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ବହାରେନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ଅଧିକାରୀଙ୍କ ହେପାଜତରୁ ଫେରାର ହୋଇଯାଇଛନ୍ତି। ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କୁ ଭେଦ କରି ସେ ପଳାଇ ଯାଇଥିଲେ।...

ଅଟକ ଥିବା ୨୭୬ ଯାତ୍ରୀ ପହଞ୍ଚିଲେ ମୁମ୍ବାଇ

ମୁମ୍ବାଇ,୨୬।୧୨: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକି ରହିଥିବା ବିମାନରେ ଥିବା ୨୭୬ ଜଣ ଯାତ୍ରୀଙ୍କୁ ନେଇ ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ୨୭୬ ଜଣ ଯାତ୍ରୀଙ୍କୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri