ଜାତୀୟ

ଦେବେନ୍ଦ୍ର ଫଡ଼ନଭିସ ଦେଖାଇଲେ ଏମିତି ଫାଇଲ ଡରିଗଲେ ଅଜିତ ପାଓ୍ବାର

ମୁମ୍ବାଇ,୭।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ଅଛି ବେଶ୍‌ ସରଗରମ। ଏବେ ଗୋଟିଏ ଦଳର ନେତାମାନେ ଅନ୍ୟ ଦଳର ନେତାଙ୍କ ଉପରେ ଅଭିଯୋଗ କରୁଛନ୍ତି। ଏହି ସମୟରେ ଏନସିପି (ଶରଦ ପାୱାର) ନେତା ସୁପ୍ରିୟା ସୁଲେ...

ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ ଉଠିଛି । ବର୍ତ୍ତମାନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜେ ଏହାର...

ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ କୋର୍ଟଙ୍କ ନିୟମ ଭାଙ୍ଗୁଥିବା ଓକିଲଙ୍କୁ ଟ୍ୟୁସନ କରୁଥିବା ଲାଗି ବେଶ ଚର୍ଚ୍ଚିତ। ଗୁରୁବାର ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଓକିଲଙ୍କ ଉତ୍ତରରେ ସେ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଏହି କଥାବାର୍ତ୍ତା ଜାତୀୟ...

୧୫ ମିନିଟ Vs ୧୫ ସେକେଣ୍ଡ, ମହାରାଷ୍ଟ୍ର ରାଜନୀତିରେ ଟାଇମିଂର ଏଣ୍ଟ୍ରି

ମୁମ୍ବାଇ,୭।୧୧: ମହାରାଷ୍ଟ୍ରରେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ବାତାବରଣ ଗରମ ହେବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ଟାଇମିଂର ଏଣ୍ଟ୍ରି ହୋଇଛି। ଏଆଇଏମଆଇଏମ ନେତା ତଥା ତେଲଙ୍ଗାନା ବିଧାୟକ ଆକବରଉଦ୍ଦିନ ଓୱାଇସି ତାଙ୍କ ବିବୃତ୍ତିରେ ପୁଣି ବିବାଦ ସୃଷ୍ଟି କରିଛନ୍ତି।...

ଚାହୁଁ ଚାହୁଁ ମରିଗଲେ ୭୦୦ ପକ୍ଷୀ!

ଜୟପୁର,୭।୧୧: ରାଜସ୍ଥାନରେ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି କରିଥିବା ମହାମାରୀ ପୁଣି ଥରେ ଫେରି ଆସିଛି। ପ୍ରାୟ ୪ ବର୍ଷ ପରେ ପୁଣି ଥରେ ସାମ୍ଭର ହ୍ରଦରେ ପକ୍ଷୀମାନଙ୍କର ମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଦିନ ମଧ୍ୟରେ ୭ଶହରୁ...

ମୁଥ ମରାମରି ହେଲେ ସାଧୁସନ୍ଥ: ପରସ୍ପର ଉପରେ ଚାପୁଡ଼ା ବର୍ଷା

ପ୍ରୟାଗରାଜ,୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାକୁ ନେଇ ବସିଥିବା ଆଖଡା ବୈଠକରେ ମାରପିଟ୍‌ ହୋଇଛି। ସାଧୁ ଓ ସନ୍ଥଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଆଖଡା ସହିତ ଜଡିତ ସାଧୁମାନେ ପରସ୍ପରକୁ ଚାପୁଡ଼ା ମାରିଥିଲେ। କେବଳ ଏତିକି ନୁହେଁ, ସେମାନେ...

ଆମାଜାନ ଏବଂ ଫ୍ଲିପକାର୍ଟ ଭେଣ୍ଡର୍ସଙ୍କ ଉପରେ ଚଢ଼ାଉ କଲା ED, ଏକକାଳୀନ ୧୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୭ା୧୧: ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର ୧୫ ରୁ ୧୬ ଟି ସ୍ଥାନରେ କରାଯାଇଛି। ବୈଦେଶିକ ବିନିମୟ ନିୟମ ଉଲଂଘନ...

ଯାହାଙ୍କୁ ଇତିହାସ ଜଣାନାହିଁ, ସେ…, ଜମ୍ମୁ-କଶ୍ମୀରକୁ ନେଇ କଂଗ୍ରେସକୁ ସ୍ମୃତିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମପି ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗଟେ କରିଛନ୍ତି। ଜମ୍ମୁ କଶ୍ମୀରରେ ଧାରା ୩୭୦ର ପୁନରୁଦ୍ଧାରକୁ ନେଇ ଉତ୍ତେଜନା ପ୍ରସଙ୍ଗରେ ସେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ...

ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର

ପୁଣେ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ଏନସିପି ନେତା ଅଜିତ ପାୱାର ଏକ ସାକ୍ଷାତକାରରେ ଏମିତି ଏକ କଥା କହିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ସାକ୍ଷାତରରେ...

୨୦୧୪ରୁ ବିଶ୍ୱ ଦେଖିଲାଣି ବଡ଼ ବଡ଼ ଦେଶର ନେତୃତ୍ୱ ପରିବର୍ତ୍ତନ, ହେଲେ ମୋଦିଙ୍କ ମ୍ୟାଜିକ ରହିଛି…

ନୂଆଦିଲ୍ଲୀ,୭।୧୧: ୨୦୧୪ରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ହେବା ପରଠାରୁ ବିଶ୍ୱର ସାତୋଟି ପ୍ରମୁଖ ଦେଶ ନେତୃତ୍ୱ ପରିବର୍ତ୍ତନକୁ ଦେଖିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳରେ ଅଛନ୍ତି ଏବଂ ତାଙ୍କ ନେତୃତ୍ୱ ଅପରିବର୍ତ୍ତିତ...

ସ୍ବାମୀ-ସ୍ତ୍ରୀଙ୍କ ଝଗଡା, ଭାରତୀୟ ରେଲଓ୍ବେ ସହିଲା ୩କୋଟି ଟଙ୍କାର କ୍ଷତି

ବିଶାଖପାଟଣା,୭।୧୧: ଯେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ତାହା ପ୍ରାୟ ପିଲାମାନଙ୍କ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ବିଶାଖାପାଟଣାରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡା ପୁରା ଭାରତୀୟ ରେଲଓ୍ବେକୁ ପ୍ରଭାବିତ କରିଛି। ଘଟଣା ଏପରି କି...

ପ୍ରଥମେ ବଳାତ୍କାର ପରେ ବୁଝାମଣା…ଯୌନ ଉତ୍ପିଡନ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୧: ରାଜସ୍ଥାନ ହାଇକୋର୍ଟଙ୍କ ସେହି ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି ଯେଉଁଥିରେ ଆପୋଷ ବୁଝାମଣା ଆଧାରରେ ଯୌନ ଉତ୍ପୀଡ଼ନ ମାମଲା ରଦ୍ଦ ହୋଇଯାଇଥିଲା। କୋର୍ଟ କହିଛନ୍ତି ଯେ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି ବୋଲି ଆଧାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri