ଜାତୀୟ

୩ ନୂଆ କ୍ରିମିନାଲ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୫ା୧୨: ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍‌ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Video: ଭୀଷଣ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନଈରେ ଏସୟୁଭି ଥାର ଚଳାଇଲେ ଡ୍ରାଇଭର

ନୂଆଦିଲ୍ଲୀ, ୨୫।୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ ଏସୟୁଭି...

୩ ଦିନ ପରେ ଉଡାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ, ଧନ୍ୟବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୨୫।୧୨: ଫ୍ରାନ୍ସରେ ଅଟକିଥିବା ବିମାନ ସୋମବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନକୁ ପ୍ୟାରିସ ନିକଟ ବିମାନବନ୍ଦରରେ ଅଟକା ଯାଇଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ...

ବଢୁଛି କରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧, କେବଳ ଏହି ରାଜ୍ୟରେ ୩୬ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୫।୧୨: କ୍ରମାଗତ ଭାବେ ବଢୁଥିବା କରୋନା ମାମଲା ପୁଣି ଥରେ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି । ସୂତ୍ରରୁ ପ୍ରକାଶ ଯେ, କରୋନାଙ୍କ ନୂଆ ସବ-ଭାରିଆଣ୍ଟ ଜେଏନ୍‌.୧ର ୬୩ ଟି ମାମଲା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇଛି।ନ୍ୟୁଜ ଏଜେନ୍ସି...

ନୂଆବର୍ଷ ସେଲିବ୍ରେଶନ କରିବାକୁ ଦୁବାଇ ଯାଉଥିଲେ ଅଭିନେତା, ବିମାନବନ୍ଦରରୁ ଗିରଫ କଲା ପୋଲିସ

ମୁମ୍ବାଇ,୨୫।୧୨: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମାଲ ରସିଦ ଖାନଙ୍କୁ ବିମାନବନ୍ଦରରୁ ମୁମ୍ବାଇ ପୋଲିସ ଗିରଫ କରିଛି। କେଆରକେ ନିଜେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କେଆରକେ କହିଛନ୍ତି, ସେ ନୂଆବର୍ଷ ପାଳନ କରିବାକୁ...

ଇଞ୍ଜିନିୟର ମହିଳାଙ୍କୁ ବିବାହ କରିବା ପାଇଁ କରିଥିଲେ ଲିଙ୍ଗ ପରିବର୍ତ୍ତନ, ଏବେ ଜୀବନ୍ତ ଜାଳିଦେଲେ

ଚେନ୍ନାଇ,୨୫।୧୨: ଜଣେ ଲିଙ୍ଗ ପରିବର୍ତ୍ତନ କରିଥିବା ବ୍ୟକ୍ତି ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କୁହାଯାଉଛି ଯେ ପିଲାଦିନରୁ ଦୁହେଁ ପରସ୍ପରକୁ ଜାଣିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି। ସୋମବାର ଏହି...

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି, ୪୫ ଦିନ ପର୍ଯ୍ୟନ୍ତ ଜଳିବ…

ଅଯୋଧ୍ୟା,୨୫।୧୨ : ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଧୂପକାଠି ତିଆରି କରାଯାଉଛି। ଏହାର ମୋଟେଇ ହେଉଛି ୩.୫ ଫୁଟ। ଅଯୋଧ୍ୟାରେ...

ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେନି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ବାରାଣସୀ,୨୫ା୧୨: ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ପ୍ରତିଦିନ ନୂଆନୂଆ ଖବର ଆସୁଛି। ଆସୁଛି। ୨୨ ଜାନୁୟାରୀ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଏହାର କାରଣ ମଧ୍ୟ କୁହାଯାଇଛି। ପ୍ରଭୁ...

ଋଣ ଛାଡ ପାଇଁ ଚାଷୀ ଚାହୁଁଛନ୍ତି ମରୁଡି ପଡୁ: ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ଭାଇରାଲ…

ବେଙ୍ଗାଲୁରୁ,୨୫।୧୨ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସରକାରରେ ଆଖୁ ବିକାଶ ମନ୍ତ୍ରୀ ଶିବାନନ୍ଦ ପାଟିଲଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଏଠାରେ ଥିବା ଚାଷୀମାନେ ପ୍ରତିବର୍ଷ ମରୁଡ଼ି ପଡୁ ଚାହାନ୍ତି। ଯାହା ଦ୍ୱାରା ସେମାନଙ୍କ...

ହିନ୍ଦୁ-ହିନ୍ଦୀ ଭାଷାଭାଷୀଙ୍କ ଅପମାନ ପରେ ବି କାହିଁକି ନୀରବ ରାହୁଲ, କବିତାଙ୍କ ପ୍ରଶ୍ନ…

ହାଇଦ୍ରାବାଦ,୨୫।୧୨ : ତାମିଲନାଡୁର ଶାସକ ଡିଏମକେ ଏମପି ଦୟାନିଧି ମାରାନଙ୍କ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ବିବାଦୀୟ ମନ୍ତବ୍ୟ’ ନେଇ ଭାରତ ରାଷ୍ଟ୍ରିୟ ସମିତି (ବିଆରଏସ) ନେତା ତଥା ପୂର୍ବତନ ସିଏମ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ....

ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କୁ ମଧ୍ୟ ସ୍ମରଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ...

ବୁଷ୍ଟର ଡୋଜ ନେବା ଜରୁରୀ କି ? କେବେ ଦିଆଯିବ ଚତୁର୍ଥ ଟିକା: ଜେଏନ.୧ ଭାରିଆଣ୍ଟ ନେଇ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୫।୧୨ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥି ସହିତ, ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂତନ ସବ-ଭାରିଆଣ୍ଟ ଜେଏନ.୧ ଭାରତରେ ପ୍ରବେଶ କରିଛି। କେରଳରେ ପ୍ରଥମ ମାମଲା ରିପୋର୍ଟ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri