ଜାତୀୟ

ଲୋକ ସଭାରୁ ଆଉ ୩ ଏମ୍‌ପି ନିଲମ୍ବିତ, ଏ ପର୍ଯ୍ୟନ୍ତ ୧୪୬ ଏମ୍‌ପିଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧।୧୨: ଲୋକ ସଭାରୁ ଆଉ ୩ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି। ଲୋକ ସଭା ବାଚସ୍ପତି ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସ ଏମ୍‌ପି ନକୁଳନାଥ, ଡି.କେ ସୁରେଶ ଏବଂ ଦୀପକ ବୈଜ୍‌ଙ୍କୁ ନିଲମ୍ବିତ କରିଛନ୍ତି। ଏହା...

ମନି ଲଣ୍ଡରିଂ ମାମଲା: ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ଇଡିକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୧୨: ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ଏକ ନୋଟିସ ଜାରି କରିଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ...

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂ ୨୦୦୮ରେ ବାରାଣସୀ ରେସଲିଂ ଆସୋସିଏଶନର ଜିଲା ସଭାପତି ହୋଇଥିଲେ। ୨୦୦୯ରେ ଯେତେବେଳେ ଉତ୍ତରପ୍ରଦେଶ...

ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ଜାନୁୟାରୀ ୧୦ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୨୧।୧୨: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରୌଜ୍‌ ଏଭିନ୍ୟୁ ଗୁରୁବାର (ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଏପି ନେତାଙ୍କୁ ତାଙ୍କ ସରକାରୀ...

ଘଣ୍ଟାଏ ପରେ ସ୍ବାଭାବିକ ହେଲା ‘ଏକ୍ସ’

ଓ୍ବାଶିଂଟନ୍‌,୨୧।୧୨: ମାଇକ୍ରୋ ବ୍ଲଗିଂ ଏକ୍ସ ଘଣ୍ଟାଏ ପରେ ପୁଣି ସ୍ବାଭାବିକ ହୋଇଛି। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଏକ୍ସର ସର୍ଭର ଡାଉନ ଥିଲା। ଯାହାଯୋଗୁ କୌଣସି ଟ୍ବିଟ୍‌ କରିହେଉ ନ ଥିଲା କି ଟ୍ବିଟ୍‌ ଦେଖିହେଉ ନ ଥିଲା। ଘଣ୍ଟାକ ପାଇଁ...

ରାମ ମନ୍ଦିର ଉଦ୍‌ଘାଟନୀରେ ଯୋଗ ଦେବନି କଂଗ୍ରେସ!

ନୂଆଦିଲ୍ଲୀ,୨୧।୧୦: ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ଆରମ୍ଭ ହୋଇଛି। ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି...

୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା, ବ୍ୟାନ କଲା ଭାରତ…

ନୂଆଦିଲ୍ଲୀ,୨୧।୧୨ : ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି। ନିୟାମକ ସଂସ୍ଥା ଶିଶୁମାନଙ୍କ...

ପୁଣି ଭାରତକୁ ଫେରିଲା ମାସ୍କ: ୨୪ ଘଣ୍ଟାରେ ୬ ମୃତ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୨୧।୧୨ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ପୁଣିଥରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା କାରଣରୁ ୬ ଜଣଙ୍କର...

ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ-୫୦ ହଜାର ଜରିମାନା ଦଣ୍ଡାଦେଶ…

ଚେନ୍ନାଇ,୨୧।୧୨ : ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋନମୁଡି ଏବଂ ତାଙ୍କ ସ୍ତୀଙ୍କ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ...

ଭାରତ ମୁସଲମାନଙ୍କ ପାଇଁ ପାଲଟିଛି ସ୍ବର୍ଗ: ମୋଦି…

ନୂଆଦିଲ୍ଲୀ,୨୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି । ଦୁନିଆର ଅନ୍ୟ...

ପୋଷ୍ଟପେଡ ଫୋନ ବିଲ୍‌ ନ ଦେଲେ ହେବ ଜେଲ ଦଣ୍ଡ…

ନୂଆଦିଲ୍ଲୀ,୨୧।୧୨ : ପୋଷ୍ଟପେଡ ଫୋନ ବିଲ ପେମେଣ୍ଟରେ ବିଳମ୍ବ କଲେ ୟୁଜରଙ୍କୁ ଜେଲ ଦଣ୍ଡ ହେବ। ଏହା ଶୁଣି ୟୁଜର ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ। ଯଦି ଏହା କରାଯାଏ ତେବେ ୟୁଜରଙ୍କୁ କୋର୍ଟକୁ ଯିବାକୁ ପଡିପାରେ। ଏଥିସହ,...

୪୮ ଘଣ୍ଟାରେ କଂଗ୍ରେସ ସଂଗ୍ରହ କଲା ୩ କୋଟି ଚାନ୍ଦା, ବିହାର-ମହାରାଷ୍ଟ୍ରରୁ ଅଧିକ ଲୋକ ସାମିଲ…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ପାର୍ଟି ମାତ୍ର ୪୮ ଘଣ୍ଟା ମଧ୍ୟରେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri