ଜାତୀୟ

‘ମିମିକ୍ରି ହେଉଛି ଏକ କଳା, ପ୍ରଧାନମନ୍ତ୍ରୀ ମଧ୍ୟ ଏଭଳି କରିଛନ୍ତି’, ସଫେଇ ଦେଲେ ଟିଏମ୍‌ସି ନେତା

ନୂଆଦିଲ୍ଲୀ,୨୦।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମିମିକ୍ରି କରି ବିବାଦରେ ଛନ୍ଦି ହୋଇପଡିଥିବା ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ବୁଧବାର ସଫେଇ ଦେଇଛନ୍ତି। ସେ କହିଛନ୍ତି, ମୁଁ କାହାକୁ ଆଘାତ ପହଞ୍ଚାଇବାକୁ ଚାହିଁନି। ଧନଖର ଜୀ ମୋ ଠାରୁ ବୟସରେ ବଡ।...

ଭାରତରେ ପୁଣି କରୋନାକୁ ନେଇ ଆତଙ୍କ: ସରକାରଙ୍କ ଚିନ୍ତା ବଢ଼ିଲା, ସ୍ବାସ୍ଥ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ,୨୦।୧୨: ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନାର ଜେଏନ.୧ ନୂଆ ଭ୍ୟାରିଆଣ୍ଟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ଶ୍ୱାସ ସମସ୍ୟାରେ ପୀଡିତ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି...

ସିମ କାର୍ଡ ଆଉ ସହଜରେ ହେବ ନାହିଁ କିଣି, ପୁରୁଣା ନିୟମ ବଦଳାଇଲେ ସରକାର…

ନୂଆଦିଲ୍ଲୀ,୨୦।୧୨ : ମୋବାଇଲ ଏବଂ ସିମ କାର୍ଡ ସହ ଜଡିତ ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି। ପୁରୁଣା ନିୟମରେ ସହଜ ଥିଲା, ଯାହା ଦ୍ୱାରା ବେଆଇନ ସିମ କାର୍ଡ କିଣି ବିଭିନ୍ନ ଅପରାଧ କରାଯାଇ ପାରୁଥିଲା। ତେବେ ବର୍ତ୍ତମାନ ଏକ...

ଏଆଇ ଫୋନ କଲ: ନିମିଷକେ ଖାଲି କରିଦେବ ବ୍ୟାଙ୍କ ଆକାଉଣ୍ଟ…

ନୂଆଦିଲ୍ଲୀ,୨୦।୧୨ : ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ...

ଆପଣ ଯାହା ଶୁଣିଲେ ମୁଁ ତାହା ୨୦ ବର୍ଷ ହେବ ଶୁଣୁଛି, ଧନଖଡଙ୍କ ସହ ଫୋନ ଯୋଗେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୦।୧୨: ତ୍ରୁଣମୂଳ କଂଗ୍ରେସ (ଟିଏମସି)ଏମପି କଲ୍ୟାଣ ବାନାର୍ଜୀ ତାଙ୍କୁ ଅନୁକରଣ କରି ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ପରିହାସ କରିଥିଲେ। ଅଧ୍ୟକ୍ଷ ଧନଖଡ ମଧ୍ୟ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ। ଏଥି ସହ ବର୍ତ୍ତମାନ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ ଭେଟି ୨ହଜାର କୋଟି ଟଙ୍କାର ସହାୟତା ମାଗିଲେ ଷ୍ଟାଲିନ

ନୂଆଦିଲ୍ଲୀ,୨୦।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଘୂର୍ଣ୍ଣିବଳୟ ମିଚୋଙ୍ଗ ଏବଂ ଦକ୍ଷିଣ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ଦାବି କରିଥିଲେ। ଏଥିପାଇଁ...

ଜଗଦୀପ ଧନଖଡଙ୍କୁ ମିମିକ୍ରି ପଡିଲା ମହଙ୍ଗା, କଲ୍ୟାଣ ବାନାର୍ଜୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୦।୧୨: ବିରୋଧୀ ଏମପିଙ୍କ ନିଲମ୍ବନ ପରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମିମିକ୍ରିକରିଥିବା ଟିଏମସି ଏମପି କଲ୍ୟାଣ ବାନାର୍ଜୀଙ୍କ ପାଇଁ ସମସ୍ୟା ବଢିପାରେ। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଷେକ ଗୌତମ ନାମକ...

ଦିଲ୍ଲୀରେ ଲଜ୍ୟା: ୯ବର୍ଷ ଶିଶୁକୁ ବଳାତ୍କାର ପରେ ହତ୍ୟାକଲେ ଘର ମାଲିକ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ବର୍ଷର ବାଳିକା ସହ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଝିଅଟି ତାଙ୍କ ପରିବାର ସହିତ ଉତ୍ତର ଦିଲ୍ଲୀର ସ୍ବରୂପ ନଗରରେ ଏକ ଭଡା ଘରେ ରହୁଥିଲେ। ଏଠାରେ ଝିଅର ୫୨ବର୍ଷିୟ ଘର ମାଲିକ...

ଜଗଦୀପ ଧନଖଡଙ୍କ ମିମିକ୍ରିକୁ ନେଇ ବଢିଲା ବିବାଦ, ସରକାର କହିଲେ ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୨୦।୧୨: ଲୋକ ସଭା ଓ ରାଜ୍ୟ ସଭାରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆହୁରି ବଢିଛି। ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ କରୁଥିବା ବିରୋଧୀ ପ୍ରଦର୍ଶନ ସମୟରେ କରାଯାଇଥିବା ଅନୁକରଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି...

ରାମ ମନ୍ଦିରର ଭବ୍ୟ ଉଦଘାଟନ ସମାରୋହରେ ବିଶେଷ ଅତିଥି ହେବେ ଭଜନ ସମ୍ରାଟ ଅନୁପ ଜଲୋଟା

ମୁମ୍ବାଇ,୨୦।୧୨: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଅର୍ଥାତ୍‌ ୨୨ ଜାନୁୟାରୀ ୨୦୨୪ରେ ହେବ। ରାମ ମନ୍ଦିରର ଉଦଘାଟନକୁ ନେଇ ସମସ୍ତେ ବହୁତ...

ଜାନୁୟାରୀରୁ ହୋଇପାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ୨.୦

ନୂଆଦିଲ୍ଲୀ,୨୦ା୧୨: ଲୋକ ସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବା ଲାଗି ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହ ପରେ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ...

ଦିଲ୍ଲୀର ଅନଧିକୃତ କୋଠା ସମ୍ପର୍କିତ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୦ା୧୨: ଦିଲ୍ଲୀରେ ଅନଧିକୃତ ଭାବେ ଗଢ଼ିଉଠିଥିବା କୋଠାଗୁଡ଼ିକ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁରକ୍ଷାକୁ ଡିସେମ୍ବର ୩୧ ସମୟସୀମା ଶେଷ ହେବା ପରେ ଆଉ ୩ ବର୍ଷ ବଢ଼ାଇବାକୁ ଏକ ବିଲ୍‌ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri