ଜାତୀୟ

କୋଭିଡ-୧୯ ମାମଲା ବଢିବା ପରେ କେନ୍ଦ୍ର ଆଲର୍ଟ, ଜେଏନ୍‌.୧ ଭାରିଆଣ୍ଟକୁ ନେଇ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ,୧୮।୧୨: କୋଭିଡ ମାମଲା ବୃଦ୍ଧି ଏବଂ ଭାରତରେ ଜେଏନ୍‌.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରାଯାଇଛି। କୋଭିଡ ପରିସ୍ଥିତିର ନିରନ୍ତର ନଜର ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ଅନୁରୋଧ କରିଛି। ରାଜ୍ୟଗୁଡିକ ନିୟମିତ...

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ପୁଣି ନୋଟିସ କଲା ଇଡି

ନୂଆଦିଲ୍ଲୀ,୧୮।୧୨: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା ପାଇଁ ପୁଣିଥରେ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ...

କିଏ ସେହି ଚନ୍ଦା ଦେବୀ, ଯାହାଙ୍କୁ ନିର୍ବାଚନ ଲଢିବାକୁ ଅଫର ଦେଲେ ମୋଦି

ବାରାଣସୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ବିକାଶ ଭାରତ ସଙ୍କଳ୍ପ ଯାତ୍ରାରେ ଭାଗ ନେଇଥିଲେ। ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ସେ ବାରାଣସୀର ସେବାପୁରୀ...

ଭୁଲରେ ଟ୍ରାନ୍ସଫର ହୋଇଥିବା ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହେଲାଣି ୟୁକୋ ବ୍ୟାଙ୍କ

ନୂଆଦିଲ୍ଲୀ,୧୮।୧୨: ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କେନ୍ଦ୍ର...

ଲୋକ ସଭା ପରେ ରାଜ୍ୟ ସଭାରୁ ୪୫ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ପରେ ରାଜ୍ୟ ସଭାର ୪୫ ବିରୋଧୀ ଏମ୍‌ପିଙ୍କୁ ସୋମବାର ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି ଯେ, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି। ବାଧା ଯୋଗୁ...

ଜମ୍ମୁ -କଶ୍ମୀର, ଲଦାଖରେ ଭୂକମ୍ପ ଝଟକା

ଶ୍ରୀନଗର/ଲେହ,୧୮।୧୨: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ -କଶ୍ମୀର ଏବଂ ଲଦାଖରେ ସୋମବାର ଅପରାହ୍ନରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ, ଶ୍ରୀନଗର, ପୁଞ୍ଚ, କିସ୍ତଓ୍ବାଡ, କାର୍ଗିଲ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏକ ଘଣ୍ଟା ମଧ୍ୟରେ ଚାରିଥର ଭୂକମ୍ପ...

କୋରିଆନ ବ୍ଲଗରଙ୍କୁ ଦୁର୍ବବ୍ୟବହାର, ଭିଡିଓ ଭାଇରାଲ

ମୁମ୍ବାଇ,୧୮।୧୨: ଭାରତରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏକ ପ୍ରବାଦ ଅଛି – ଅତିଥି ଦେବୋ ଭବ: ଯାହାର ଅର୍ଥ ଅତିଥି ଭଗବାନଙ୍କ ପରି। ଅର୍ଥାତ୍‌ ଭାରତରେ ଯେତେବେଳେ ଜଣେ ଅତିଥି କୌଣସି ବ୍ୟକ୍ତିଙ୍କ ଘରକୁ ଆସନ୍ତି, ସେତେବେଳେ ତାଙ୍କୁ...

କରୋନାର ନୂଆ ଭାରିଏଣ୍ଟକୁ ନେଇ ଆଡଭାଇଜରି ଜାରି, ଏବେ ହେବ ମାସ୍‌ ଟେଷ୍ଟିଂ

ଥିରୁଭାନନ୍ତପୁରମ,୧୮।୧୨: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କର୍ନାଟକ ସରକାର ସଂକ୍ରମଣର ନୂଆ ଭାରିଏଣ୍ଟ ଜେଏନ-୧ (କୋଭିଡ ସବ ଭାରିଏଣ୍ଟ ଜେଏନ-୧) ବିଷୟରେ ସତର୍କ କରାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋମବାର...

ଲୋକ ସଭାର ପୂରା ଅଧିବେଶନରୁ ନିଲମ୍ବିତ ହେଲେ ଅଧୀର ରଞ୍ଜନଙ୍କ ସମେତ ବହୁ ବିରୋଧୀ ନେତା

ନୂଆଦିଲ୍ଲୀ,୧୮।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ସୋମବାର ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଲୋକ ସଭା ବାଚସ୍ପତି କଂଗ୍ରେସ ନେତା ଅଧୀର...

ଇଣ୍ଡିଆ ମେଣ୍ଟକୁ ଚ୍ୟାଲେଞ୍ଜ ଦେଲେ ଗିରିରାଜ, କହିଲେ କାହାର ଶକ୍ତି ଅଛି ତ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ

ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଜନତା ପାର୍ଟି (ଭାଜପା) ର ବିଜୟକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଇଣ୍ଡିଆ ମେଣ୍ଟକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ...

ଗିରିରାଜଙ୍କ ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ବେଗୁସରାଇ,୧୯ା୧୨: ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଗିରିରାଜ ବହାରର ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ନିଜ ସମର୍ଥକମାନଙ୍କୁ ହଲାଲ ମାଂସ ପରିତ୍ୟାଗ କରିବାକୁ ପ୍ରତିଜ୍ଞା କରାଇଛନ୍ତି। ହଲାଲ ମାଂସ ଖାଇ ଧର୍ମ ନଷ୍ଟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଭାଜପା...

ଭାଙ୍ଗିଗଲା ସ୍ବପ୍ନ! ଦିଲ୍ଲୀ ଯିବେ ଶିବରାଜ, ସନ୍ଧ୍ୟାରେ ଭେଟିବେ ନଡ୍ଡାଙ୍କୁ

ଭୋପାଳ,୧୮।୧୨: ଏଥର ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ଏକ ଚମତ୍କାର ବିଜୟ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ମୋହନ ଯାଦବଙ୍କୁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହଟାଇ ନୂଆ ମୁଖ୍ୟମନ୍ତ୍ରୀ କରିଛନ୍ତି। ସେ ଶପଥ ଗ୍ରହଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri