ଜାତୀୟ

ବୋମାମାଡ, ଗୁଳି ଶବ୍ଦରେ ଥରିଲା ପାଟନା ୟୁନିଭର୍ସିଟି କ୍ୟାମ୍ପସ

ପାଟନା,୪।୧୨: ସୋମବାର ପାଟନା ବିଶ୍ୱବିଦ୍ୟାଳୟର ଆଇନ କଲେଜ ପରିସରରେ ବୋମା ଓ ଗୁଳି ଶବ୍ଦରେ ଥରି ଉଠିଛି କ୍ୟାମ୍ପସ। ଏହି ଘଟଣା ସୋମବାର ସକାଳ ପ୍ରାୟ ୧୧ଟା ସମୟରେ ଘଟିଛି। ଇକବାଲ ହଷ୍ଟେଲର ଛାତ୍ର ଏବଂ ମୌଲାନା ଅବୁଲ ହାସନ...

ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ନିଷ୍ପତ୍ତି ନେବେ ଖାର୍ଗେ

ହାଇଦ୍ରାବାଦ,୪।୧୨: ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ପରେ ସରକାର ଗଠନ କରିବା ନେଇ ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ନାଟକ ଉପ ମୁଖ୍ୟମନ୍ତ୍ରୀ...

ରାଜ୍ୟରେ ମୋଦିଙ୍କ ଯାଦୁ କାମ କଲା: ଶିବରାଜ

ଭୋପାଳ,୪ା୧୨: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଥମଥର ପାଇଁ ମିଡିଆ ସାମ୍ନାରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ବିଧାନସଭା ନିର୍ବାଚନରେ ମୋର ବିଜୟ ଉପରେ ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ। ମୋଦି...

ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା: ବୁଡ଼ିଲା ରନ୍‌ଓ୍ବେ, ଭାସିଲା କାର୍‌

ଚେନ୍ନାଇ,୧୨।୪: ବାତ୍ୟା ମିଗଜୋମ୍‌ର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି। ଏନେଇ ରବିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ପାଣିରେ ଉବୁଟୁବୁ ହେଉଛି ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି।...

୩ ରାଜ୍ୟର ଫଳାଫଳ ୨୦୨୪ ପାଇଁ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ,୪ା୧୨: ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭାଜପା ବିଜୟର ସ୍ପଷ୍ଟ ପ୍ରଭାବ ରହିଛି। ବର୍ତ୍ତମାନ ୨୦୨୪ ଲୋକ ସଭା ନିର୍ବାଚନରେ ଦଳ ନିଶ୍ଚିତ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ସହିତ ଇଣ୍ଡିଆ ବ୍ଲକର ଯୋଜନା ବିଫଳ ହୋଇପାରେ। ଜାତିସଂଘ...

ଫେରିଲା ଏଏପି ନେତା ରାଘବ ଚଢାଙ୍କ ସଦସ୍ୟତା

ନୂଆଦିଲ୍ଲୀ,୪।୧୨: ରାଜ୍ୟ ସଭାରୁ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ ନିଲମ୍ବନ ସମ୍ପର୍କରେ ଏକ ବଡ଼ ଖବର ରହିଛି। ପ୍ରକାଶ ଯେ, ରାଜ୍ୟ ସଭା ଅଧ୍ୟକ୍ଷ ତାଙ୍କର ସଦସ୍ୟତା ପଦ ଫେରାଇ ଦେଇଛନ୍ତି। ଏହି ନିଷ୍ପତ୍ତି ରାଘବ ଚଢାଙ୍କ...

୪ ରାଜ୍ୟରୁ ହାରିବା ପରେ ବଢିଲା କଂଗ୍ରେସର ଚିନ୍ତା, ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ବସିବ ବୈଠକ

ନୂଆଦିଲ୍ଲୀ,୪।୧୨: ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସରେ ଏକ ଚିନ୍ତାର ପରିସ୍ଥିତି ଉପୁଜିଛି। କେବଳ ତେଲଙ୍ଗାନାରେ ସରକାର ଗଠନ କରିବାରେ କଂଗ୍ରେସ ସଫଳ ହୋଇଥିବା ବେଳେ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡିଛି।...

ପ୍ରବଳ ବର୍ଷା: ରାସ୍ତାରେ ଭାସୁଛି କାର୍‌, ବୁଲୁଛନ୍ତି କୁମ୍ଭୀର,ଦେଖନ୍ତୁ ଭିଡିଓ…

ହାଇଦ୍ରାବାଦ,୪ା୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିଶେଷକରି ଚେନ୍ନାଇରେ ଏହି ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଜଳବନ୍ଦୀ ହୋଇ ରହିଥିବା ବେଳେ...

ଏହା ଭାଜପା ନୁହେଁ, ମୋଦିଙ୍କ ବିଜୟ: କଂଗ୍ରେସ ନେତା ଅଧୀର ରଂଜନ

ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାଜପାର ବମ୍ପର ବିଜୟ ପରେ କଂଗ୍ରେସ ନେତା ଅଧୀର ରଂଜନ ନିଜ ପ୍ରତିକ୍ରିୟା ଦେଇଛନ୍ତି। ୩ଟି ରାଜ୍ୟରେ ପରାଜୟ ପରେ ଅଧୀର ରଂଜନ କହିଛନ୍ତି, ଏହା ଭାଜପା ନୁହେଁ, ମୋଦିଙ୍କ ବିଜୟ। କିଛି...

ଦିନେ ଥିଲେ ଚର୍ଚ୍ଚିତ ଆଇପିଏସ, ଏବେ ହେବେ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ

ଆଇଜଲ,୪।୧୨: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ଜୋରାମ ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ରାଜ୍ୟରେ ଏକ ବଡ ବିଜୟ ଆଡକୁ ଗତି କରୁଛି। ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ୪୦ଟି ସିଟ ମଧ୍ୟରୁ...

ବୟସ ବଢୁଛି, ସମୟ ବିତୁଛି, କ’ଣ କରିବେ ଏସବୁ ୫ ନେତା…

ନୂଆଦିଲ୍ଲୀ,୪।୧୨ : ରାଜସ୍ଥାନରୁ ତେଲେଙ୍ଗାନା ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଅନେକ ନେତାଙ୍କ ପାଇଁ ଭବିଷ୍ୟତ ପାଇଁ ଏକ ନୂଆ ରାସ୍ତା ଦେଖାଇଥିବାବେଳେ କେତେକଙ୍କ ପାଇଁ ଏହା ଏକ ଶେଷ ପରିସ୍ଥିତିରେ ପରିଣତ ହୋଇଛି। ଏହି ନେତାଙ୍କ ବୟସ ପ୍ରାୟ ୭୦...

କୈଳାଶ ବିଜୟବର୍ଗିୟଙ୍କ ଭବିଷ୍ୟବାଣୀ: ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବ ଭାଜପା

ଇନ୍ଦୋର,୪।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ଚମତ୍କାର ବିଜୟ ପରେ ଦଳର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି,ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ରୁ ଅଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri