ଜାତୀୟ

ଲଞ୍ଚପ୍ୟାଡରେ ୨୫୦ରୁ ୩୦୦ ଆତଙ୍କବାଦୀ, ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର…

ଶ୍ରୀନଗର,୧୬।୧୨: ପାକିସ୍ତାନ ଭାରତ ବିରୋଧରେ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନା ଧରୁନି। ପୁଣି ଥରେ ସୀମାରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ପାକିସ୍ତାନର ହାତ ରହିଛି। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ...

‘ତୁମ ଗୟେ ତୋ ରୁଠ୍‌ ଗୟେ ଦିନ ବାହାର କେ’, ଜଷ୍ଟିସ କୌଲଙ୍କ ଫେରଓ୍ବେଲରେ ଫେଜ ଅହମ୍ମଦଙ୍କ ଶାୟରୀ କହିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧୬।୧୨:ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କିଶାନ କୌଲ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟଳରେ ତାଙ୍କର ୬ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ତେବେ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର...

ତିନି ଦିନିଆ ଭାରତ ଗସ୍ତରେ ଓମାନର ସୁଲତାନ ହୈଥମ ବିନ ତାରିକ

ନୂଆଦିଲ୍ଲୀ,୧୬।୧୨: ଆରବ ଦେଶର ସର୍ବ ପୁରାତନ ସ୍ବାଧୀନ ରାଷ୍ଟ୍ର ଓମାନର ସୁଲତାନ ହୈଥମ ବିନ ତାରିକ ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଷ୍ଟ୍ରପତି ଭବନରେ...

ସଂସଦ ଗୃହରେ ଛଡାଯାଇଥିବା ସ୍ମୋକ କ୍ୟାନ ‘ମେଡ ଇନ ଚାଇନା’

ନୂଆଦିଲ୍ଲୀ,୧୬।୧୨: ସଂସଦ ସୁରକ୍ଷା ତ୍ରୁଟିର ତଦନ୍ତ ଜାରି ରହିଛି। ଠିକ୍‌ ୨୨ବର୍ଷ ପରେ ସଂସଦ ଆକ୍ରମଣର ପୁର୍ତ୍ତି ଦିନ ଏପରି କାଣ୍ଡ ଭିଆଇଥିବା ୬ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପୋଲିସ ଶୁକ୍ରବାର ୭ଦିନିଆ...

ପାର୍ଲାମେଣ୍ଟ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲେ ଅଭିଯୁକ୍ତ ସାଗର! ଡାଏରୀରେ ଲେଖିଥିଲେ ‘ବିଦାୟ ନେବାର ବେଳ…’

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଶନିବାର ଅଭିଯୁକ୍ତ ସାଗର ଶର୍ମା ସଦନ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିଲାଗି ସେ ସ୍ବତନ୍ତ୍ର ଭାବେ...

ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ ପଡି ରହିଛି ୮୦ହଜାର ମାମଲା, ହାଇକୋର୍ଟରେ ଖାଲି ପଡିଛି ୩୨୪ଟି ପଦ

ନୂଆଦିଲ୍ଲୀ,୧୬।୧୨: ଦେଶରେ ଥିବା ବିଭିନ୍ନ କୋର୍ଟରେ ୫କୋଟିରୁ ଅଧିକ ମାମଲା ବିଚାରଧୀନ ଅବସ୍ଥାରେ ଅଛି। ସଂସଦର ଲୋକସଭାରେ ଶୀତକାଳୀନ ଅଧିବେଶନରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏକ ଲିଖିତ ଉତ୍ତର ଦେଇଛନ୍ତି। ତନ୍ମଧ୍ୟରୁ ୮୦ହଜାର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ...

କଏଦୀଙ୍କ ହତ୍ୟା ପଛରେ ରହିଛି କାହାର ହାତ: ଅଟକ ଅଭିଯୁକ୍ତଙ୍କୁ ପୋଲିସ ମାରାଥନ ଜେରା

ପାଟନା,୧୬ା୧୨ : ପାଟନା କୋର୍ଟ ପରିସରରେ ଜଣେ ବିଚାରାଧୀନ କଏଦୀଙ୍କୁ ୨ ଜଣ ଯୁବକ ଗୁଳିକରି ହତ୍ୟା କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ କିଏ ପଠାଇଥିଲେ ଓ ହତ୍ୟାର କାରଣ ସମ୍ପର୍କରେ ପୋଲିସ ସେମାନଙ୍କୁ ମାରାଥନ...

ନିର୍ଭୟା ଘଟଣାକୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୬ ହେଉଛି ଭାରତ ଇତିହାସର ଏକ ଅନ୍ଧକାର ଅଧ୍ୟାୟ, ଏହା ଉଲ୍ଲେଖ ହେବା କ୍ଷଣି ମନ ଭାରି ହୋଇଯାଏ। ଏହା ହେଉଛି ସେହି ଦିନ ଯେତେବେଳେ ଏକ ନିରୀହ ଝିଇ ସହିତ ଘଟିଥିଲା ଅମାନୁଷିକ କାଣ୍ଡ, ଯାହା...

ମୁଁ କୁଆଡେ ଯାଉନାହିଁ… ଭାବୁକ ମହିଳା ସମର୍ଥକଙ୍କୁ ବୁଝାଇଲେ ଶିବରାଜ

ଭୋପାଳ,୧୬।୧୨: ଶିବରାଜ ସିଂ ଚୌହାନ ଆଉ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି, କିନ୍ତୁ ତାଙ୍କ ସମର୍ଥକଙ୍କଠାରୁ ସେ ପାଇଥିବା ସ୍ନେହ ଏବଂ ପ୍ରେମ କୌଣସି ପ୍ରକାରେ ହ୍ରାସ ଭଳି ମନେ ହେଉନାହିଁ। ବିଶେଷକରି ମହିଳା ସମର୍ଥକଙ୍କ ମଧ୍ୟରେ ଯେଉଁମାନେ ତାଙ୍କୁ...

୨୦୨୪ରେ ରାହୁଲଙ୍କୁ ଘେରିବାକୁ ରଣନୀତି, ୱାୟନାଡରେ ପ୍ରାର୍ଥୀ ଦେବ ଭାଜପା

ନୂଆଦିଲ୍ଲୀ,୧୬।୧୨: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନରେ ଘେରିବାକୁ ଚେଷ୍ଟା କରିବା ଆରମ୍ଭ...

ମଧ୍ୟପ୍ରଦେଶରେ ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯିବା ଉପରେ କହିଲେ ଅଖିଳେଶ, ଭାଜପା ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଶାସକ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଭାଜପା ସୁରକ୍ଷା ବାହାନାରେ ଲୋକଙ୍କୁ...

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି। ଏହି ସହରବାସୀଙ୍କ କେକ୍‌ ପ୍ରେମକୁ ଦୃଷ୍ଟିରେ ରଖି ସ୍ବିଗି ତା’ର ଓ୍ବେବ୍‌ସାଇଟ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri